ଯଦି ସକାଳ ସମୟରେ ଠିକ୍ ଭାବେ ପେଟ ସଫା ହୋଇପାରୁନି ,ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ ଯାହା ଦ୍ୱାରା ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ…

ଏଥିରେ କୌଣସି ରାୟ ନାହିଁ କି ରୋଗ ଗୁଡିକ ସଂମ୍ପର୍କ ପେଟରୁ ହୋଇଥାଏ , ଯଦି ଆପଣଙ୍କ ପେଟ ଠିକ୍ ରହିବ , ତେବେ ଆପଣ ସୁସ୍ଥ୍ୟ ରହିବେ , ଯଦି ଏମିତି ପେଟ ସମସ୍ୟା ଲାଗିରହେ ତେବେ ଆପଣଙ୍କୁ କିଛି ବି ଭଲ ଲାଗେ ନାହିଁ , ସେମିତି ଆଜି କାଲି ଅନିୟମିତ ଦିନ ଚର୍ଚ୍ଚା ଓ ଫାଲତୁ ଖାଦ୍ୟପେୟ ସକାଶେ କବଜ୍ ଓ ପେଟ ସଂବନ୍ଧୀ ଗ୍ୟାସ ହେବା ସ୍ୱାଭାବିକ ରୋଗ ହୋଇଯାଇଛି, ଏହା ପେଟରେ ଗ୍ୟାସ୍ ହେବା କାରଣରୁ ଆପଣଙ୍କ ପେଟ ଠିକ୍ ଭାବେ ସଫା ହୋଇପାରେ ନାହିଁ , ଯାହାକୁ ନେଇ କବଜ୍ ପରି ସମସ୍ୟା ହୋଇପାରେ , ଏହା ଛଡା ଯଦି ଆପଣଙ୍କୁ କବଜ୍ ହୋଇଯାଏ ,ତେବେ ଏହାର ମତଲବ ଏହା କି ଆପଣଙ୍କ ଶରୀରରେ ତରଳ ମାନେ ପାଣିର ପଦାର୍ଥ କମି ହୋଇଥାଏ ।

 

ସେମିତି ଆପଣ କିଛି ଘରୋଇ ଉପାୟ କରିଲେ ଆପଣଙ୍କ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ , କିନ୍ତୁ ଏହା ପୂର୍ବରୁ ଜାଣିନିଅନ୍ତୁ କି କବଜ ହେବାର ମୁଖ୍ୟ କାରଣ କଣ ହୋଇପାରେ , କବଜର ମୁଖ୍ୟା କାରଣ ଶରୀରରେ ପାଣିର କିମ୍ବା ଅନ୍ୟ ତରଳ ପଦାର୍ଥ କମିଯିବା ଯୋଗୁଁ ହୋଇଥାଏ , ଆପଣଙ୍କୁ କହିଦେବୁ କି ଏହି ତରଳ ପଦାର୍ଥ କମି ହେବାଯୋଗୁଁ ଅନ୍ତରୁ ମଳ ଆକାରରେ ବୋହିଯାଇଥାଏ , ଏହା ଦ୍ୱାରା ଆପଣଙ୍କୁ ନିଜ ପେଟ ସଫା କରିବାକୁ ପଡିପାରେ , ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

 

୧) ଆପଣଙ୍କ ଦିନ ସାରା କମ୍ ସେ କମ୍ ଆଠରୁ ଦଶ ଗ୍ଲାସ୍ ପାଣିପିଇବା ଜରୁରି, ଏହା ଛଡା ସକାଳୁ ଉଠିବା ପରେ ସିଝା ପାଣି ପିଇବା ଉଚିତ୍ , ଏହା ଦ୍ୱାରା ଅନ୍ତକୁ କାମ କରିବାରେ ସହଜ ହୋଇଥାଏ ।

 

୨) ଅମୃତଭଣ୍ତା ଓ ପିଜୁଳି : ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ଅମୃତଭଣ୍ତା ଓ ପିଜୁଳି ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ , ଦୁହେଁ ଫଳ କବଜ୍ କୁ କମ୍ କରିବାରେ ବହୁତ କାରଗାର ସିଦ୍ଧ ହୋଇଥାଏ , ଏହା ଛଡା ପିଜୁଳିକୁ ଆପଣ ଯେବେ ଚାହିଁବେ ଖାଇପାରିବେ ।

 

୩) ତ୍ରିଫଳା : ୨୦ ଗ୍ରାମ ତ୍ରିଫଳାକୁ ରାତିରେ ଗୋଟେ ଲିଟର ପାଣିରେ ବତୁରାଇ ରଖିଦିଅନ୍ତୁ , ତାପରେ ସକାଳୁ ଉଠିଲା ପରେ ତାକୁ ଛାଣିକରି ପିଇନିଅନ୍ତୁ , ମାନେ ଏହି ଉପାୟ କରିବାର କିଛି ଦିନ ମଧ୍ୟରେ କବଜର ସମସ୍ୟା ଦୁର ହୋଇଯୀବ ।

 

୪) ଯୋଗ କିମ୍ବା ଏକ୍ସରସାଇଜ୍ : ଏବେ ଆପଣ ଜାଣିଛନ୍ତି କି ଯୋଗ କିମ୍ବା ଏକ୍ସରସାଇଜ୍ ଦ୍ୱାରା ଆପଣଙ୍କୁ କେତେ ଫାଇଦା ହେବ , ଯାହା ଦ୍ୱାରା କବଜ ଦୂର ହୋଇଯାଏ , ଯଦି ଆପଣ ସବୁଦିନ ନିୟମିତ ଭାବେ ଯୋଗ ଓ ଏକ୍ସରସାଇଜ୍ କରିନିଅନ୍ତି ତେବେ ଆପଣଙ୍କ କବଜର ସମସ୍ୟ ଦୂର ହୋଇଯିବ , ଓ ଏହା ପେଟ ସଫା କରିଦେବ , ଏହା ବହୁତ ସହଜ ଉପାୟ ଅଟେ ,

Leave a Reply

Your email address will not be published.