April 20, 2024

Odia Express

News For Public

ଏହି ରାଜ୍ୟର ସରକାରଙ୍କ ଏକ ବଡ ଫଇସଲା , ଆଶାକର୍ମୀଙ୍କ ଦରମା ୩ ହଜାରରୁ ୧୦ ହଜାର ହେଇଗଲା..

ଆନ୍ଧ୍ରପ୍ରଦେଶର ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସୋମବାର ଖୁସିଖବର ଘୋଷଣା ହୋଇଛି । ସୋମବାର ବଡ ଖୁସିଖବର ଘୋଷଣା କରାଗଲା । ମୁଖ୍ୟମନ୍ତ୍ରୀ ବାଇଏସ୍ ଜଗନ ମୋହନ ରେଡ୍ଡି ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାମ କରୁଥିବା ଆଶାକର୍ମୀଙ୍କର ମାସିକ ବେତନରେ ବୃଦ୍ଧି କରାଇଲେ ।  ଏବେ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ଆଶା କର୍ମୀଙ୍କର ତିନି ହଜାର ଟଙ୍କା ବେତନ ମିଳୁଥିଲା , ଯାହାକୁ ବଢାଇକରି ସିଧା ଦଶ ହଜାର ଟଙ୍କା କରିଦେଇଛନ୍ତି , ସରକାର ଏହି ଫଇସଲାରେ ଆଶାକର୍ମୀଙ୍କ ପାଇଁ ଖୁସିର ଲହଡି ଖେଳିଯାଇଛି ।

 

ସେମିତି ଆନ୍ଧ୍ରା ପ୍ରଦେଶର ଲୋକସଭା ନିର୍ବାଚନରେ ହୋଇଥିବା ବିଧାନସଭା ନିର୍ବାଚନରେ ଶାନଦାର ଜିତ୍ ହାସିଲ୍ କରି ବାଇଏସ୍ ଆର୍ ପ୍ରମୁଖ ଜଗନ ମୋହନ ରେଡ୍ଡି ଙ୍କ ପ୍ରଂଶସା ଓ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପିଙ୍କର ଇଡି ଲାଗୁଥିବା ବେଳେ ବାଇଏସ୍ ଆର୍ କଂଗ୍ରେସର ବିଜୟାସାଝ ରେଡ୍ଡି କହିଲେ ଚନ୍ଦ୍ରବାବୁ ନାଇଡୁ ସିବିଆଇ ଉପରେ ବ୍ୟାନ ଲଗାଇଲେ । ସେ ଇନକମ୍ ଟ୍ୟାକ୍ସ ଉପରେ ଛାପା ମାରି ଅଟକାଇଲେ , ଓ ଆନ୍ଧ୍ର ପ୍ରଦେଶର ଇଡି ପ୍ରଦେଶ ଉପରେ ପ୍ରଶ୍ନ କରିଥିଲେ , ଏବେ ନୁଆ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ରାଜ୍ୟରେ ସିବିଆଇ ପ୍ରବେଶର ଆଦେଶ ଦେଇଛନ୍ତି , ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଲେ କି ସେ ଚୋରଙ୍କୁ ଛାଡିବେ ନାହିଁ ।

 

ଜଗନ ସରକାର ରାଜ୍ୟରେ ଭ୍ରଷ୍ଟାଚାର ମାମଲାରେ ଯାଞ୍ଚ ପାଇଁ ସିବିଆଇ ସହମତି ଦେଇଛନ୍ତି , ଏହି ସହମତି କୁ ଚନ୍ଦ୍ରବାବୁ ନାଇଡୁ ଗତ ବର୍ଷ ୧୬ ନଭେମ୍ବରକୁ ଫେରାଇନେଲେ , ଯେଉଁଥିରେ କେନ୍ଦ୍ରୀୟ ଏଜେନ୍ସି ଆନ୍ଧ୍ର ପ୍ରଦେଶରେ ପ୍ରବେଶ ରୋକ ଲଗାଈଥିଲା , ନାଇଡୁ ତେବେ ଆରୋପ ଲଗାଇଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ରାଜନୈତିକ ପ୍ରତିଧ୍ୱନ୍ଧୀଙ୍କ ବିପକ୍ଷରେ କେନ୍ଧ୍ରୀୟ ଏଜେନ୍ସିଙ୍କୁ ଦୁରପୋଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *