April 13, 2024

Odia Express

News For Public

ନଡିଆ ତେଲରେ ମିସେଇଦିଆନ୍ତୁ ଏହି ଗୋଟେ ଜିନିଷ , ପୁରୁଣା ଧଳା ବାଳ ମଧ୍ୟ ହୋଇଯିବ କଳା ଓ ଘନ..

ଲମ୍ବା ଓ କଳା ଘନ କେଶ ସମସ୍ତଙ୍କ ପସନ୍ଦ ଆସିଥାଏ , ଯାହାର ବି ବାଳ ଲମ୍ବା ଓ କଳା ହୋଇଥାଏ , ତାଙ୍କ ବାଳର ପ୍ରଶଂସା କରିବା ବାଳା ଥକନ୍ତି ନାହିଁ , ଏହା ସହ ଯେବେ ଲମ୍ବା ଓ ଘନ ବାଳର ଝିଅ କେଉଁଆଡେ ଯାଉଥାଏ ତେବେ ସମସ୍ତଙ୍କ ନଜର ତା ଉପରେ ପଡିଥାଏ , ଓ ମୁହଁରୁ ଗୋଟିଏ କଥା ବାହାରେ ବାଃ କି ଲମ୍ବା କେଶ , ଏବେ ସେମିତି ସମସ୍ତଙ୍କର ଲମ୍ବା ଓ ଘନ କେଶ ନଥାଏ ,ଯଦି କିଏ ଲମ୍ବା ଓ ଘନ କେଶ ପାଇବାକୁ ଚାହେଁ ତେବେ ସେ ବହୁତ ଚେଷ୍ଟା କରିଥାଏ , ଲମ୍ବା ଓ ଘନ କେଶ ପାଇବାପାଇଁ ବଜାରରେ ନାନାଦି ପ୍ରକାରର ମହଙ୍ଗା ପ୍ରଡକ୍ଟ ମିଳୁଛି , କିନ୍ତୁ ସବୁ ମହଙ୍ଗା ପ୍ରଡକ୍ଟ କେଉଁ କାମକୁ ହୋଇନଥାଏ , ବରଂ ଏହାର କାରଣରୁ ବାଳ ଆହୁରି ଖରାପ ହୋଇଯାଏ ।

 

ଆଜି କାଲି ଲୋକଙ୍କର ଅନିୟମିତତା ଖାଦ୍ୟ ପେୟ ସକାଶେ ବାଳ ଗୁଡିକ ଧଳା ହୋଇଯାଏ , ଏହା ସହ କହିଦେବୁ କି ଏହି ଧଳା ବାଳ ସକାଶେ ବୁଢା ଲୋକଙ୍କ ସହ ଛୁଆ ବି ହଇରାଣ ହୁଅନ୍ତି , ଅସମୟରେ ଧଳା ବାଳ ନା କେବଳ ଚିନ୍ତାର କାରଣ ହୋଇଥାଏ , ବରଂ ଏହା ଆପଣଙ୍କ ସୁନ୍ଦରତାକୁ ବି ଫିକା କରିଦିଅନ୍ତି , ଏମିତିରେ କଣ କରିବେ , ଧଳା ବାଳ କଳା କରିବାକୁ ହେଲେ , ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ , ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ପ୍ରକିୟା କହିବୁ , ଯାହା ଦ୍ୱାରା ଧଳା ବାଳ କଳା ହୋଇଯିବ , ଆସନ୍ତୁ ଜାଣିବା ସେହି ଘରୋଇ ପ୍ରକିୟା ବିଷୟରେ , ଯାହା ଧଳା ବାଳକୁ କଳା କରିବାର କ୍ଷମତା ରଖିଥାଏ ।

 

ସେମିତି ଲୋକେ ଧଳା ବାଳକୁ କଳା କରିବାକୁ ନାନାଦି ପ୍ରକାର ହେୟାର୍ ଡାଈ ବ୍ୟବହାର କରିଥାନ୍ତି , ଯାହା ଆପଣଙ୍କ ବାଳକୁ ଖରାପ କରିଦେଇଥାଏ , ଯେବେ ବି ଆପଣ ଏହି ଘରୋଇ ପ୍ରକିୟାକୁ ବ୍ୟବହାର କରିବେ , ଏଥିରେ ଆପଣଙ୍କ ବହୁତ ଫାଇଦା ହେବ , ଆମେ ଯେଉଁ ଘରୋଇ ଉପାୟ କଥା କହୁଛୁ ତାହା ହେଲା ନିମ୍ବ ।

 

ଏହି ପ୍ରକିୟାକୁ ବନାଇବାକୁ  ହେଲେ ପ୍ରଥମେ ୫୦ ଗ୍ରାମ ନିମ୍ବର ପତ୍ରକୁ ନେଇ ସୁଖାଇଦିଅନ୍ତୁ , ଓ ସୁଖିବାପରେ ଏହି ପତ୍ରକୁ ମିକ୍ସଚର୍ ରେ ପେଶିନିଅନ୍ତୁ , ଓ ଏହାର ପାଉଡରକୁ ୩୦୦ ଗ୍ରାମ ନଡିଆ ତେଲରେ ପକାଇ ହାଲକା ଆଞ୍ଚ ଦେଇ ଗରମ କରିନିଅନ୍ତୁ , ଏହାପରେ ଆପଣ ଏହି ତେଲକୁ ଥଣ୍ତା କରି ଶିଶିରେ ଭରିନିଅନ୍ତୁ , ଓ ରାତିର ସମୟରେ ଏହି ତେଲକୁ ପ୍ରୟୋଗ କରନ୍ତୁ , ଏହାର ବ୍ୟବହାରରେ ଆପଣଙ୍କ ବାଳ ଧଳାରୁ କଳା ଓ ଘନ ହୋଇଯିବ । ଓ ବାଳ ଝଡିବାର ଆଶଙ୍କା ରହିବ ନାହିଁ ।

ଯେମିତି କି ଆପଣ ଜାଣିଛନ୍ତି କି ନିମ୍ବର ପତ୍ର କେତେ ଲାଭଦାୟକ ହୋଇଥାଏ , ଏଥିରେ ଆଣ୍ଟିସେପ୍ଟିକ୍ ପରି କାମ କରିଥାଏ , ଏହାର ପ୍ରୟୋଗରେ ଆପଣଙ୍କ ମୁଣ୍ତରେ ଥିବା ସବୁ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ , ଏହା ସହ ନଡିଆ ତେଲର ଫାଇଦା ବିଷୟରେ ସମସ୍ତେ ଜାଣିଛନ୍ତି , ଏହା ବାଳକୁ ଲମ୍ବା ଓ ଘନ କରିଥାଏ ।

Leave a Reply

Your email address will not be published. Required fields are marked *