March 22, 2024

Odia Express

News For Public

ଏହି ଗାଁରେ ଲାଗିଥିବା ଗୋଟିଏ ଗଛ ଯାହା ସାରା ଗାଁ ଲୋକଙ୍କୁ ଅନ୍ଧ ବନାଇଦେଲା – ଜାଣନ୍ତୁ ଏହି ଗଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ..

ଏହି ଦୁନିଆଁରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକଙ୍କ ଘରେ ଝରକା ନାହିଁ , ଏହି ଗାଁର ଲୋକେ ଅଧିକାଂଶ ଅନ୍ଧ ଅଟନ୍ତି , ଯାହା କାରଣରୁ ଟିଲ୍ଟେପକ ନାମକ ଏହି ଗାଁରେ ରହୁଥିବା ଗାଁ ଲୋକଙ୍କୁ ସୂର୍ଯ୍ୟଙ୍କ ରଶ୍ମୀ ଦରକାର ପଡେ ନାହିଁ । ଟିଲ୍ଟେପକ ଗାଁ ଲୋକେ ଅନ୍ଧ କଣ ପାଇଁ ହୋଇଛନ୍ତି , ଏହାପଛରେ ଏକ ରହସ୍ୟ ଲୁଚି କରି ଅଛି, ଏହି ଗାଁର ଲୋକଙ୍କ କହିବା ଅନୁଯାୟୀ ଗାଁରେ ଗୋଟିଏ ଗଛ ଅଛି ଯାହାକୁ ଦେଖିଲେ ଲୋକେ ଅନ୍ଧ ହୋଈଯାଆନ୍ତି , ଏହି ଗାଁରେ ରହୁଥିବା ଲୋକଙ୍କ ଅନୁସାରେ ଗାଁରେ ଜନ୍ମ ନେଉଥିବା ଛୁଆ ଏକଦମ୍ ଠିକ୍ ହୋଇଥାନ୍ତି , କିନ୍ତୁ କିଛି ଦିନ ପରେ ଆଖିର ରଶ୍ମୀ ଚାଲିଯାଏ , ଓ ସେମାନେ ଅନ୍ଧ ହୋଇଯାଆନ୍ତି , ଏହା ଛଡା ଏହି ଗାଁରେ ଥିବା ପଶୁ ପକ୍ଷୀ ବି ଅନ୍ଧ ଅଟନ୍ତି ।

 

ଏହି ଗାଁର ଲୋକେ ଯେଉଁ ଗଛକୁ ଅଶୁଭ ବୋଲି ଭାବନ୍ତି ସେହି ଗଛର ନାଁ ହେଲ୍ ଲାବଜୁଏଜା , ଏହି ଗାଁର ଲୋକେ ଏହି କଥାରେ ବିଶ୍ୱାସ କରନ୍ତି କି , ଯେଉଁ ବ୍ୟକ୍ତି ଏହି ଗଛକୁ ଦେଖିଥାଏ , ସେ ଅନ୍ଧ ହୋଇଯାଏ । ଏହି ଲୋକଙ୍କ କଥା ଶୁଣିବାରେ ଅଜବ ଲାଗିଥାଏ । ଓ ମନରେ ଏହି ପ୍ରଶ୍ନ ଉଠିଥାଏ କି କେମିତି ଏପରି ଗଛକୁ ଦେଖି କିଏ ଅନ୍ଧ ହୋଇପାରିବ ।

ଯେବେ ଏହି ଗଛ ବିଷୟରେ ବୈଜ୍ଞାନିକମାନେ ଜାଣିବାକୁ ଚେଷ୍ଟା କଲେ ତେବେ ସେ ଗଛକୁ ଦେଖିକରି ଅନ୍ଧ ହେବାର କଥାକୁ ଖାରିଜ୍ କଲେ , ସେ କହିଲେ କି ଏହି ଗଛକୁ ସେମିତି ଦେଖିଲେ କିଛି ଆଖିର ରଶ୍ମୀ ଉପରେ ପ୍ରଭାବ ପକାଏ ନାହିଂମ୍ , ଯେବେ ଏହି ଗାଁର ଲୋକଙ୍କୁ ଓ ପଶୁମାନେ ଅନ୍ଧ ହେବାର କାରଣ ପଚାରିଲେ , ତେବେ ବୈଜ୍ଞାନିକମାନେ କହିଲେ କି ଏହି ଗାଁରେ ଲୋକେ ଏକ ବିଷାକ୍ତ ମାଛି କାମୁଡିବାରୁ ଅନ୍ଧ ହୋଇଛନ୍ତି , ବୈଜ୍ଞାନିକଙ୍କ ଅନୁସାରେ ମାଛି ଶରୀର ଏକ ପ୍ରକାରର କିଟାଣୁ ଛାଡିଦେଇଥାଏ , ଯାହା ଧିରେ ଧୀରେ ଶରୀରରେ ବ୍ୟାପିଯାଏ । ଓ ଏହି କାରଣରୁ ଲୋକେ ଆଖି ବ୍ଲାକ୍ ହୋଇଯାଏ , ବୈଜ୍ଞାନିକଙ୍କ ମୁତାବିକ କଳା ମାଛି କାମୁଡିଲେ ତେବେ ଶରୀର ଫୁଲିଯାଏ , ଓ କିଛି ସମୟ ପରେ ଆଖି ଅନ୍ଧ ହୋଇଯାଏ ,

 

କହିଦେବୁ କି ଏହି ଗାଁରେ ପ୍ରାୟ ୭୦ ଟି ଚାଳଘର ଅଛି , ଓ ଏଠାରେ ରହୁଥିବା ଲୋକଙ୍କ କଥା କହିଲେ ଏମାନଙ୍କ ରହିବା ଚଳିବା ସପୂର୍ଣ୍ଣ ଅଲଗା ଅଟେ , ଏହି ଗାଁର ରହୁଥିବା ଲୋକଙ୍କର ସଂମ୍ପର୍କ ଜୋପୋଟେକ୍ ଜନଜାତିରୁ ଅଟେ , ଏଠାକାର ଲୋକେ ସେମ୍ , ବାଜରା, ଓ ଲଙ୍କା ଖାଇଥାନ୍ତି ।  ହଁ ଆଜ୍ଞା, ଏଠାରେ ଲୋକେ ସୁଖିଲା ଲାଲ ଲଙ୍କା ଖାଇବା ପସନ୍ଦ ଅଟେ , ଓ ରାତିର ସମୟରେ ମଦ ପିଇ ନାଚ ଗୀତ କରନ୍ତି ।

Leave a Reply

Your email address will not be published. Required fields are marked *