April 19, 2024

Odia Express

News For Public

ରାସ୍ତାରେ ପଡିଥିବା ଟଙ୍କା ପାଇବାର ଅର୍ଥ କଣ ଆପଣ ଜାଣିଛନ୍ତି କି ? ଯଦି ଜାଣିବେ ତ କେବେ କରିବେ ନାହିଁ ଏହି ବଡ ଭୁଲ..

କଣ ଆପଣଙ୍କୁ ରାସ୍ତାରେ କେବେ ପଡିଯାଇଥିବା ପଇସା ମିଳିଛି ? ଏମିତି ବହୁତ ସାରା ଲୋକ ଅଛନ୍ତି ଯେଉଁମାନେ ରାସ୍ତାରୁ ପଇସା ପାଇଥିବେ , ଆପଣ ଦେଖିଥିବେ କି ଯେବେ କିଏ ରାସ୍ତାରୁ ପଇସା ପାଏ ତେବେ ସେ ପଇସାକୁ ଗରିବଙ୍କୁ ଦାନ କରିଦିଏ । ତାପରେ ସେ ଏହାକୁ ସ୍ୱେଚ୍ଚାକୃତ ଭାବେ ଦିଏ । ବହୁତ କମ୍ ଲୋକ ଏପରି ଥାନ୍ତି , ଯିଏ ଏହି ପଇସାକୁ ନିଜ ପାଖରେ ରଖନ୍ତି , କିନ୍ତୁ ଆପଣ କଣ ଜାଣନ୍ତି ଏହି ପଇସା କିଛି ଅଲଗା କଥା କହିଥାଏ , କହିଦେବୁ କି ଏହାର ସିଧା ସଂମ୍ପର୍କ ଆଧ୍ୟାତ୍ମିକତା ସହ ଅଛି , ରାସ୍ତାରୁ ପଇସା କେବେ ବି ଉଠାଇବା ଉଚିତ୍ ନୁହେଁ ଯଦି ଭୁଲ୍ ରେ ବି ଉଠାଇନେଉଛନ୍ତି , ତେବେ ଆପଣଙ୍କ ପାଖରେ ରଖିବା ଉଚିତ୍ ନୁହେଁ , ଏମିତି କଲେ ଆପଣଙ୍କୁ ନାନାଦି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି , ଯଦି ଆପଣ ରାସ୍ତାରୁ ପଇସା ଉଠାଇବେ ତେବେ ସେହି ବ୍ୟକ୍ତିର ପଇସାର ଉର୍ଜା ଆପଣଙ୍କ ମଧ୍ୟରେ ଆସିଯିବ , ଓ ତାହା ନକରାତ୍ମକ ହୋଇପାରେ ସକରାତ୍ମକ ବି ହୋଇଥାଏ , ଯଦି ବ୍ୟକ୍ତି ଖୁସିଅଛି ତେବେ ଦିନ ଭଲରେ କଟିବ , ଯଦି ବ୍ୟକ୍ତି ଦୂଃଖିଥାଏ ତେବେ ଏହା ଦିନ ଖରାପରେ ଗତି କରିବ , ସେଥିପାଇଁ କେବେ ବି ପଇସା ରାସ୍ତାରୁ ଉଠାଇବା ଉଚିତ୍ ନୁହେଁ , ଯଦି ଭୁଲ୍ ବଶତଃ ଆପଣଙ୍କ ହାତକୁ ଆସିଯାଇଛି ତେବେ ଏହାକୁ ସାଇତି ରଖିବା ଉଚିତ୍ ନୁହେଁ ।

 

କହିଦେବୁ କି ଉର୍ଜାର ଆଦାନପ୍ରଦାନ ଏମିତି ଚାଲିରହିଥାଏ , ଯଦି ଆପଣ ରାସ୍ତାରୁ ମିଳିଥିବା ପଇସା ଉଠାଇଥାନ୍ତି ତେବେ ସେହି ବ୍ୟକ୍ତିର ହଜିଥିବା ପଇସାର ଉର୍ଜା ଆପଣଙ୍କ ମଧ୍ୟରେ ଆସିଯାଏ , ଓ ଯେବେ ଏହି ପଇସା କାହାକୁ ଦେଇଥିବେ ତାହାକୁ ଏହି ଉର୍ଜା ଚାଲିଯିବ , ଏମିତି ଚାଳୁଥିବ , ଯଦି ଆପଣଙ୍କୁ ପଇସା ରାସ୍ତାରୁ ମିଲେ ତେବେ ଏହା ଶୁଭ ହୋଇଥାଏ , କୁହାଯାଏ କି ରାସ୍ତା ରେ ପଇସା ମିଲିବା , ଶୁଭସଙ୍କେତ ଦେଇଥାଏ , ଯଦି ଆପଣ କେଉଁ କାମକୁ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଏହା ସବୁଠାରୁ ଭଲ କାମ ଅଟେ , ରାସ୍ତାରୁ ପଇସା ମିଲିବା ସଂବନ୍ଧି ପ୍ରଗତି ଉପଲ୍ଲବ୍ଧୀ ହୋଇଥାଏ , ଏହାକୁ ଶୁଭ ସଙ୍କେତ ମାନିପାରନ୍ତି , ଏହାର ବିପରିତ ରାସ୍ତା ପଇସା ମିଲିବା ଅଶୁଭ ସଙ୍କେତ ହୋଇଥାଏ ।

 

ଯେଉଁଠି ରାସ୍ତାରେ ପଇସା ମିଲେ ତାହା ପ୍ରଗତି ଆଡକୁ ଇସାରା କରେ । ସେମିତି ରାସ୍ତାରୁ ମିଲୁଥିବା ପଇସା ଆପଣଙ୍କୁ ଆସୁଥିବା ସମୟ ବିଷୟରେ ସଚେତନ୍ କରାଏ , ତେବେ ବୁଝିସୁଝି ସବୁ କାମ କରନ୍ତୁ , ନହେଲେ ବହୁତ କ୍ଷତି ସହିବାକୁ ପଡିପାରେ , ଏଥିପ୍ରତି ସତର୍କ ରହିବାକୁ ପଡିବ ,

Leave a Reply

Your email address will not be published. Required fields are marked *