ଏହି ୮ ଟି ଜିନିଷ ଭୁଲ୍ ରେ ଏକା ସାଙ୍ଗେ କେବେ ଖାଇବା ଉଚିତ୍ ନୁହଁ – ନଚେତ ଆପଣଙ୍କ ଜୀବନ ପାଇଁ ବିପଦ ହେଇପାରେ..

ଏଥିରେ କୌଣସି ରାୟ ନାହିଁ କି ଯେଉଁ ବ୍ୟକ୍ତି ସନ୍ତୁଳିତ ଆହାର ଓ ନିୟମ ଅନୁସାରେ ଖାଈବା ଖିଆଯାଇଥାଏ , ଓ ଜୀବନରେ ନିରୋଗ ରହିଥାନ୍ତି । ହଁ ଆଜ୍ଞା ଦିନ ସାରା ଆମେ ଯେଉଁ ଜିନିଷ ଖାଇଥାଉ , ତାହା ଶରୀରରେ ଅଲଗା ଅଲଗା ପ୍ରଭାବ ପକାଇଥାଏ , ଏମିତିରେ ଯଦି ଆମେ ଦୁଇଟି ଜିନିଷ ଏକା ସାଙ୍ଗେ ଖାଇଥାଉ ତେବେ ତାହା ଖାଇଲା ପରେ ପ୍ରବୃତି ଅଲଗା ଅଲଗା ହୋଇଥାଏ , ମାନେ ସେହି ଜିନିଷଗୁଡିକ ଏକା ସାଙ୍ଗେ ଖାଇଲେ ଯାହାଙ୍କୁ କେବେ ଖାଇବା ଉଚିତ୍ ନୁହେଁ , ତେବେ ଏହା କୌଣସି ଗମ୍ଭୀର ହୋଇପାରେ । ଏମିତି ବି କିଛି ଜିନିଷ ହୋଇଥାଏ ଯାହା ବିପରିତ ହୋଇଥାଏ , ଯଦି ତାଙ୍କୁ ଗୋଟେ ସାଥିରେ ମିଶାଇକରି ଖୁଆହେଲା ,ତାହା ଆମ ଶରୀରରେ କେବେ ଠିକ୍ ହେଉନଥିବା ରୋଗ ଛାଡିକରି ଚାଲିଯାଇଥାଏ । କହିଦେବୁ କି ଆୟୁର୍ବେଦରେ ଏମିତି ଜିନିଷ ବିରୁଦ୍ଧରେ ଆହାର କୁହାଯାଏ କି ତେବେ ଚାଲନ୍ତୁ ଆସିବା ସେହି ଜିନିଷ ବିସ୍ତାର ବିଷୟରେ । ଯାହାକୁ ଏକାସାଙ୍ଗେ ମିଶାଇକରି ଖାଈବା ଉଚିତ୍ ନୁହେଁ ।

 

୧) କ୍ଷୀର ଓ କ୍ଷୀରରୁ ତିଆରି ହୋଇଥିବା ଜିନିଷ : ଏହି ଲିଷ୍ଟରେ ପ୍ରଥମ ନାଁ ଆସେ କ୍ଷୀର ଓ କ୍ଷୀରରୁ ତିଆରି ଜିନିଷ ଉପରେ । କାରଣ କ୍ଷୀରରେ ଗୋଟେ ଆନିମଲ୍ ପ୍ରୋଟିନ୍ ଅଟେ , ଯାହା ଆମକୁ ପଶୁଙ୍କ ଠାରୁ ମିଳିଥାଏ , ଓ ଏମିତି ବହୁତ ସାରା ଜିନିଷ ଅଛି ଯାହା ପଶୁଙ୍କ ଜରିଆରେ ମିଳିଥାଏ , ଯେପରି ଅଣ୍ତା, ମାଂସ ଆଦି ସବୁ ଜିନିଷ , ଯାହାର ସେବନ କରିବା ବହୁତ ଦରକାର , ସେଥିପାଇଁ ଏହାର ସେବନ ଏକାସାଙ୍ଗେ କେବେ କରିବା ଉଚିତ୍ ନୁହେଁ । କହିଦେବୁ କି କ୍ଷୀରକୁ କେବେ ବି ପିଆଜ , କଦଳୀ , ଲୁଣ, ଲେମ୍ବୁ, କମଳା, ପାଇନାପଲ୍ , ଦହି , ମୁଳା, ମାଂସ ମାଛ ସହ ଓ ବାଇଗଣ ସହ ଖାଇବା ଉଚିତ୍ ନୁହେଁ , ଏହା ଆପଣଙ୍କ ପାଚନ କ୍ରିୟାରେ ଅସୁବିଧା ଆଣୀପାରେ ।

 

୨) ଦହି : କହିଦେବୁ କି ଦହିର ସହ କେବେ ବି କଦଳୀ , ଡାଲି, ମାଂସ କିମ୍ବା ମାଛ ଓ ଟମାଟର ଇତ୍ୟାଦି ସହ ସେବନ କରିବା ଉଚିତ୍ ନୁହେଁ , ଏହି ଫଳର ସହ ଖାଇଲେ ଆପଣଙ୍କୁ ଗମ୍ଭୀର ରୋଗ ହୋଇପାରେ , ଏହା ଛଡା ରାତିର ସମୟରେ କେବେ ବି ଦହି ଖାଈବା ଉଚିତ୍ ନୁହେଁ , ଏହା ପାଚନ ସମସ୍ୟା ଆଣିପାରେ ।

୩) ଏମିତି ବହୁତ ଲୋକ ଅଛନ୍ତି ଯେଉଁ ମାନେ ବିୟର କୋଲଡ୍ରିଙ୍କ୍ସ ସହ ଲୁଣି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି , କିନ୍ତୁ କହିଦେବୁ କି ଏହା ଠିକ୍ ନୁହେଁ , ଏହା ଶରୀରରେ ସୋଡିୟମ୍ ମାତ୍ରା ଅଧିକ କରିଥାଏ ,ଯାହା ଦ୍ୱାରା ଆମ ଶରୀରରୁ ପାଣିର ମାତ୍ରା ଶେଷ କରିଥାଏ ।

 

୪) ଘିଅର ବ୍ୟବହାରରେ ଆପଣଙ୍କୁ ଟିକିଏ ସାବଧନତା ରଖିବାକୁ ହେବ , ହଁ ଆଜ୍ଞା କେବେ ବି ତମ୍ବା ଓ କପର୍ ରେ ବାସନରେ ରଖନ୍ତୁ ନାହିଁ , କାରଣ ଘିଅ ତମ୍ବା ସହ ମେଳ ହେଲେ ଖରାପ ହୋଇଯାଏ , ଯାହା ଆମ ସ୍ୱାସ୍ଥ୍ୟପାଇଁ ବହୁତ କ୍ଷତି କାରକ , ସେମିତି ଘିଅ ସହ ମହୁ ଖାଇବା ହେଲେ ଏହା ବିଷ ସହ ସମାନ ହୋଇଯାଏ ।

 

୫) କାକୁଡି ସହ ଟମାଟର : କହିଦେବୁ କି କାକୁଡୀ ଓ ଟମାଟରକୁ ଆମେ ସାଲାଡ୍ ପରି ଖାଇଥାଉ , କିନ୍ତୁ ସେମାନଙ୍କୁ କେବେ ବି ଏକା ସାଙ୍ଗେ ଖାଇବା ଉଚିତ୍ ନୁହେଁ , କାରଣ ଏହା ପେଟ ସଂବନ୍ଧୀ ରୋଗ କିମ୍ବା ପେଟ ଫୁଲିବା ସମସ୍ୟା ହୋଇଥାଏ , ଏହା ଛଡା ସାଲାଡରେ କେବେ ଭୋଜନ ପୂର୍ବରୁ ଖାଇବା ଉଚିତ୍ ନୁହେଂ , ବରଂ ଭୋଜନ ସହ ଏହାର ସେବନ କରିବା ଉଚିତ୍ ।

 

୬) ଗାଜର ଓ ଲେମ୍ବୁ  ଗାଜର ଲେମ୍ବୁ କେବେ ଏକା ସାଙ୍ଗେ ଖାଇବା ଉଚିତ୍ ନୁହେଁ , ଗାଜର ମଧ୍ୟରେ ଲେମ୍ବୁର ରସ ପକେଇବା ଉଚିତ୍ ନୁହେଁ , କାରଣ ଏହା ଦ୍ୱାରା ହାର୍ଟ ଓ ୟୁରିନ୍ ସମସ୍ୟା ହୋଇପାରେ ।

ମୁଳା : ଯଦି ଆପଣ ସାଲାଡ ହିସାବରେ ମୁଳାର ସେବନ କରୁଛନ୍ତି ତେବେ ତାହାକୁ ଖାଇବା ପରେ କ୍ଷୀର କିମ୍ବା କଦଳିର ସେବନ କରନ୍ତୁ ନାହିଁ , ହଁ ଆଜ୍ଞା , ଏହା ଛଡା ମହୁ ସହ ଘିଅ , ମୁଳା ଓ ଅଙ୍ଗୁରର ସେବନ କରନ୍ତୁ ନାହିଁ ।

୭) ମାଂସ ଓ ମାଛ , ଜଣାଇଦେବୁ କି ମାଂସ ଓ ମାଛ ସହ କେବେ ବି କ୍ଷିର,ଦହି , ଅଙ୍କୁରିତ ଆହାର, ସେବନ କରିବା ଉଚିତ୍ ନୁହେଁ , କାରଣ ଏହି ସବୁ ଜିନିଷରେ ଆମ ଶରିରପାଇଁ କ୍ଷତିକାରକ ଅଟେ ।

Leave a Reply

Your email address will not be published. Required fields are marked *