April 20, 2024

Odia Express

News For Public

୨୩ ବର୍ଷୀୟ ସିମରନ୍ ହୋଇ ପାରିଥାନ୍ତେ ଇଞ୍ଜିନିୟର୍ , କିନ୍ତୁ ସେ ନିଜ ପସନ୍ଦର ଶେଷ ଖାଇବା ଖାଇକରି ହୋଇଗଲେ ସାନ୍ୟାସିନୀ – କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ଆଜିର ଜମାନାରେ ସବୁଲୋକ ସାଂସାରିକ ମୋହମାୟାରେ ବାନ୍ଧି ହୋଇଗଲେଣି , ସମସ୍ତେ ନିଜ ସୁଖ ସୁବିଧା ଆଦି ହୋଇସାରିଲେଣି , ଓ ଲୋକେ ଏବେ ଏମାନଙ୍କ ବିନା ଜୀବନ କାଟୁଛନ୍ତି , ଏବେ ସେମାନେ ଭାବି ବି ପାରୁନାହାନ୍ତି , କିନ୍ତୁ ଆଜି ବି ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ନିଜର ସବୁ ମୋହ ମାୟା ଛାଡିକରି ଇଶ୍ୱରଙ୍କ ଶରଣରେ ଯିବାକୁ ଚାହିଁଛନ୍ତି , ଯେବେ ଆପଣଙ୍କୁ ଏହି ସବୁ ମୋହ ମାୟା ତ୍ୟାଗ କରି ଆଧ୍ୟ୍ୟାମ ଦିଗରେ ଯିବାକୁ ଚାହଁନ୍ତି ଆପଣ ଭାବିବେ ଏହା କିପରି କରିପାରିବି , ଓ ଯଦି ବି କରିଲେ ଲୋକେ ଆପଣଙ୍କୁ ପାଗଳ ବୋଲି ସମ୍ଭୋଧନ କରିବେ , ଆପଣଙ୍କୁ କହିଦେବୁ କି ଆଜି ବି ସେପରି ଲୋକ ଅଛନ୍ତି , ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି ।

 

ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅଙ୍କ ବିଷୟରେ କହିବୁ , ଯିଏକି ପାଠ ପଢି , ଗ୍ରାଜୁଏସନ୍ କରିଲେ , ଚାକିରି ବି କରିବାକୁ ଭାବିଲେ , କହିଦେବୁ କି ଜଣେ ଝିଅ ଭଲ ଘରୁ ଆସିଥିଲେ , ତାଙ୍କ ପାଖରେ କୌଣସି ଜିନିଷର ଅଭାବ ନଥିଲା , ଏହା ସତ୍ତ୍ୱେ ମଧ୍ୟ ସେ ସବୁ ଛାଡିକରି ଭଗବାନଙ୍କ ଶରଣରେ ଯିବାକୁ ଚାହିଁଲେ , ଓ ଆଧ୍ୟାତ୍ମିକ ରାସ୍ତା ବାଛିନେଲେ ।

 

ଏହି ମାମଲା ଇନ୍ଦୋରର ଅଟେ , ଯେଉଁଠି ବାସ୍କେଟବଲ୍ କମ୍ପପ୍ଲେକ୍ସରେ ମୁମୁକ୍ଷୁ ସିମରନ୍ ଙ୍କ ଜୈନ ଦୀକ୍ଷା ମହୋତ୍ସବ ହୋଇଥିଲା , କହିଦେବୁ କି ସିମରନ୍ ଙ୍କ ବୟସ ମାତ୍ର ୨୩ ବର୍ଷ ଅଟେ , ସେ ନିଜ ସାଂସରିକ ସୁଖ ତ୍ୟାଗ କରି ସାଧବୀ ମାନେ ଜୈନ ଧର୍ମ ନେବାକୁ ଆଗ୍ରହ କରିଥିଲେ , ସିମରନ୍ ଙ୍କ ଦୀକ୍ଷିତ ସମାରୋହରେ ଶ୍ରୀ ବର୍ଦ୍ଧମାନ ଶ୍ୱେତାଶ୍ୱର ସ୍ଥାନକବାସୀ ଜୈନ ଶ୍ରାବକ ସଂଘର ଟ୍ରଷ୍ଟର ତତ୍ୱାବଧାନରେ ହୋଇଥିଲା , ଦୀକ୍ଷା ନେବା ପୁର୍ବରୁ ସେ ନିଜ ପୁରା ଦିନ ଘର ଲୋକଙ୍କ ସହ କଟାଇଥିଲେ , ହାତରେ ମେହେନ୍ଦୀ ଲଗାଇଲେ , ସୋଳଷ ସିଙ୍ଗାର କଲେ , ଓ ତାପରେ ନିଜ ପସନ୍ଦର ଭୋଜନ କଲେ ।

 

ଦୀକ୍ଷିତ ନେବା ପୁର୍ବରୁ ସେ ସବୁ ସାଂସରିକ ବସ୍ତୁଗୁଡିକ ଛାଡିଦେଲେ , ସେ ପ୍ରଥମେ ନିଜ ସବୁ ଗହଣା ମା ଙ୍କୁ ଦେଇଥିଲେ , ଓ ନିଜ ବାଳକୁ କାଟିଦେଇଥିଲେ , ଦୀକ୍ଷା ପୂର୍ବରୁ ସିମରନ୍ କହିଲେ କି ସଂସାରିକ ବୁଆ ଡାକ୍ତର ମୁକ୍ତାଶ୍ରୀଙ୍କ ରାସ୍ତାରେ ଆତ୍ମିକ ଖୁସି ଓ ପରଆତ୍ମା ପ୍ରାପ୍ତି ହୋଇପାରିବ , ଏଥିପାଇଁ ମୁଁ ବୈରାଗୀ ଧାରଣ କରୁଛି ।

 

ସାଧବୀ ହେବା ପରେ ସେ କହିଲେ କି ମୁଁ ଦେଶସାରା ବହୁତ ସୁନ୍ଦର ସ୍ଥାନରେ ବୁଲିଛି , ଓ ସେଠାରେ ସମୟ କାଟିଛି , କିନ୍ତୁ ମୋତେ ସୁଖ ପ୍ରାପ୍ତି ହେଲା ନାହିଁ , ଯେବେ ମୋର ଗୁରୁଜନଙ୍କ ସାନିଦ୍ଧ୍ୟରେ ଆସିଲି ,ତେବେ ମୋତେ ସୁଖ ପ୍ରାପ୍ତି ହେଲା , ମୋତେ ଚକମକିଆ ଜୀବନ ଭଲ ଲାଗୁନାହିଁ , ଏଠାରେ ଲୋକଙ୍କ ଆବଶ୍ୟକତା ଅଧିକା ବ୍ୟବହାର କରିଥାନ୍ତି , ଯାହା ଉଚିତ୍ ନୁହେଁ , ଆମର ସନ୍ଥ କମ୍ ସେ କମ୍ ସଂସାଧନରୁ ଜୀବନ ବ୍ୟତିତ କରିଥାନ୍ତି , ଅଧିକରୁ ଅଧିକା ପାଇବା ପରିବର୍ତ୍ତେ ଆତ୍ମାର ପରଆତ୍ମା ସହ ଯୋଡି ହେବା ଅସଲି ସୁଖ ଅଟେ ।

କହିଦେବୁ କି ସିମରନ୍ କମ୍ୟୁଟର ସାଇନ୍ସରେ ବିଏସି କରିଛନ୍ତି , ତାଙ୍କର ପରିବାରରେ ବାପା ମା ଓ ତାଙ୍କ ଜଣେ ଭଉଣୀ ଓ ଦୁଇଟି ଭାଇ ଅଛନ୍ତି ।

Leave a Reply

Your email address will not be published. Required fields are marked *