March 26, 2024

Odia Express

News For Public

ଯୁବରାଜ ଙ୍କ ରିଟାୟରମେଣ୍ଟ ଉପରେ କହିଲେ ସଚିନ୍ , ଯେବେ ତୁମର ଦରକାର ପଡିଛି ତୁମେ ଜଣେ ବିଜେତା ହିସାବରେ ସାମ୍ନାକୁ ଆସିଛ ଆଉ ଏଭଳି କହିଲେ ଯେ ପଢିଲେ କାନ୍ଦିବେ ଆପଣ..

ସିକ୍ସର୍ କିଙ୍ଗ୍ ଯୁବରାଜ ସନ୍ୟାସ ଘୋଷଣା ନେବା ପରେ ଭାରତୀୟ ଟିମ୍ ଖେଳାଳୀ ଟ୍ୱିଟରରେ ନିଜ ପ୍ରତିକ୍ରିୟା ଦେଇଥିଲେ । ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର୍ ଟ୍ୱିଟ୍ କରି କହିଲେ କି ଆପଣଙ୍କ କ୍ୟାରିୟର ଶାନଦାର୍ ରହିଥିଲା ଯୁବି , ଟିମ୍ ର ଯେବେ ବି ଆପଣଙ୍କ ଦରକାର ପଡିଥିଲା ତୁମେ ବିଜେତା ହୋଇଆସିଥିଲ  , ମଇଦାନ୍ ଭିତରେ ଓ ବାହାରେ ତୁମର ସଂଘର୍ଷ ଆଶ୍ଚର୍ଯ୍ୟଜନକ ଥିଲା , ତୁମର ଆଉଗୋଟେ ପାରି ପାଇଁ ଶୁଭକାମନା ଓ କ୍ରିକେଟ୍ ପାଇଁ ଯାହା କଲେ ସେଥିପାଇଁ ଧନ୍ୟବାଦ ।

 

ପୂର୍ବତନ ବିସ୍ପୋଟକ ଓପନର୍ ବିରେନ୍ଦ୍ର ସ୍ୱେହାଗ କହିଲେ କି ଖେଳାଳୀ ଆସିବେ କି ଯିବେ କିନ୍ତୁ ଯୁବରାଜ ସିଂଙ୍କ ପରି ଖେଳାଳୀ କମ୍ ମିଳିବେ , ସେ ବହୁତ ଅସୁବିଧା ସମୟ ସହି ଛନ୍ତି , ରୋଗକୁ ହରାଇଲେ , ବୋଲର୍ ମାନଙ୍କୁ ଧୋଇଲେ , ଓ ସମସ୍ତ ହୃଦୟ ଜିତିଲେ , ନିଜ ଲଢେଇ ଓ ଇଚ୍ଛା ଶକ୍ତି ବହୁତ ପ୍ରେରିତ ଲଲା , ତୁମର ବହୁତ ସାରା ଶୁଭକାମନା ଯୁବି ।

 

ପୂର୍ବତନ କ୍ରିକେଟିୟର୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀର କହିଲେ କି ନିଜ ଶାନଦାର୍ କ୍ୟାରିୟରରେ ଭଲ ପ୍ରଦର୍ଶନ କରିଥିବାରୁ ଅଶେଷ ଧନ୍ୟବାଦ , ତୁମେ ଭାରତୀୟ ୱାନ୍ ଡେ ରେ ଭଲ ପ୍ରର୍ଦଶନ କରିଥିଲ,  ଗମ୍ଭୀର କହିଥିଲେ କି ବିସିସିଆଇ ଯୁବିଙ୍କ ନମ୍ବର ୧୨ ଜର୍ସିଙ୍କୁ ରିଟାୟର୍ଡ କରିବା ଉଚିତ୍ , ସେ କହିଲେ ବୋଧେ ମୁଁ ତୁମ ପରି ବ୍ୟାଟିଙ୍ଗ୍ କରିପାରନ୍ତି ଚ୍ୟାମ୍ପିୟନ୍ ।

 

ଭାରତୀୟ ଅଧିନାୟକ ବିରାଟ କୋହଲି ଟ୍ୱିଟ୍ କରି କହିଲେ କି  ଶାନଦାର୍ କ୍ୟାରିୟର୍ ପାଇଁ ବଧାଇ , ଆପଣ ବହୁତ ସାରା ସ୍ମୃତି ଦେଇଛ , ତୁମ ଜୀବନରେ ସବୁ ଜିନିଷ ଭଲ ହେଉ , ତୁମେ ହେଲ ଅସଲ ଚ୍ୟାମ୍ପିୟନ୍ ।

 

ଶିଖର ଧବନ ଟ୍ୱିଟ୍ କରିଥିଲେ କି ଥ୍ୟାଙ୍କ୍ ୟୁ ପାଜି ଆପଣଙ୍କ ମାର୍ଗଦର୍ଶନ , ସହଯୋଗ ଓ ପ୍ରେମ ଦେଇଥିବା ପାଇଁ ଆପଣଙ୍କ ମୋର ଦ୍ୱାରା ବଛା ହୋଇଥିବା ଶ୍ରେଷ୍ଠ ବାମ ହାତୀ ବ୍ୟାଟ୍ସମ୍ୟାନ୍ ଅଟନ୍ତି , ମୁଁ ସବୁବେଳେ ଆପଣଙ୍କ ଶୈଳୀ ଓ ବ୍ୟାଟିଙ୍ଗ୍ ଟେକନିକ୍ ଦେଖେଇଛନ୍ତି , ଆପଣଙ୍କ ଠାରୁ ବହୁତ କିଛି ଶିଖିଛି, ଆପଣଙ୍କ ନୁଆ ଯାତ୍ରା ରେ ସୁଖ ସମୃଦ୍ଧି ଓ ସଫଳତା କାମନା କରୁଛି ,

 

ସୁରେଶ ରାଇନା ବିଶ୍ୱକପ୍ ୨୦୧୧ ର ଫଟୋକୁ ଟ୍ୱିଟ୍ କରି କହିଲେ କି ଗୋଟେ ଯୁଗର ଅନ୍ତ ହେଲା , ଯୁବା ପା ବ୍ୟାଟ୍ ସହ ଆପଣଙ୍କ ଯୋଗ୍ୟତା ବଢିଆ ଛକ୍କା ଜବରଦସ୍ତ କ୍ୟାଚ୍ , ଓ ଭଲ ସମୟ ଯାହା କଟାଇଥିଲେ , ସେ ବର୍ଷକ ଯାକ ମନେ ରହିବ ।

ମହମ୍ମଦ କୈହ୍ ଐତିହାସିକ ଜିତ୍ ଦେଇଥିବା ଲାଇସ୍ ରେ ନିଜ ସହ ଏକ ସ୍ମୃତିକୁ ମନେ ପକାଇ କହିଲେ କି ଖେଳର ଇତିହାସରେ ସବୁଠାରୁ ମହାନ୍ ମ୍ୟାଚ୍ ବିଜେତାଙ୍କ ମଧ୍ୟରୁ ତୁମେ ଜଣେ ଥିଲ , ଜଣେ ଫାଇଟର୍ ,ଯିଏକି କଠିନ ପରିସ୍ଥିତିରେ ଏକ ଅସାଧାରଣ କ୍ୟାରିୟର୍ ବନାଇଲେ , ଓ ସବୁଥର ବିଜେତା ହୋଇଥିଲେ ,  ଆମେ ସମସ୍ତେ ଗର୍ବ କରୁଛୁ । ଯୁବି ଟିମ୍ ଈଣ୍ତିଆ ସବୁଠାରୁ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ଥିଲେ , ଖାସ୍ କରି ସେହି ପାରି କୁ କେବେ କେଉଁ କ୍ରିକେଟ୍ ପ୍ରେମୀ ଭୁଲି ପାରିବେ ନାହିଁ , ଯେବେ ଇଂଲଣ୍ତ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡ୍ ଙ୍କ ୧ ଓଭରରେ ଲଗାତାର ୬ ଟି ଛକା ମାରିଥିଲେ , ଏହା ନୁହେଁ ଯୁବରାଜ ୨୦୧୧ ୱାଲଡ୍ କପ୍ ରେ ନିଜ ଶାନଦାର୍ ଅଲ ରାଉଣ୍ତର ପ୍ରଦର୍ଶନ କରି ସମସ୍ତଙ୍କ  ହୃଦୟ ଜିତି ଯାଇଥିଲେ , ଓ ସେହି ୱାଲର୍ଡ କପ୍ ପାଇଁ ସେ ମ୍ୟାଚ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ,

Leave a Reply

Your email address will not be published. Required fields are marked *