April 23, 2024

Odia Express

News For Public

ଏହା ଚମତ୍କାରୀ ଉପାୟ ଆପଣାନ୍ତୁ ଓ ଆପଣଙ୍କ ପେଟରେ ଥିବା କୃମି ରୁ ସମ୍ପୂର୍ଣ ମୁକ୍ତି ପାଆନ୍ତୁ – ଦେଖନ୍ତୁ ଉପାୟ ଗୁଡିକ…

ଏମିତି ବି ମଣିଷ ଜୀବନରେ ବହୁତ ଶାରରୀକ ସମସ୍ୟାଗୁଡିକ ସାମ୍ନା କରିବାକୁ ପଡିଥାଏ । ଏହା ଭିତରୁ ଗୋଟିଏ ସମସ୍ୟା ଅଟେ ପେଟ ମଧ୍ୟରେ କିଟାଣୁ ହେବା । ସେମିତି ଆପଣଙ୍କୁ କହିଦେବୁ କି ପେଟରେ କିଟାଣୁ ହେବା । ମାମୁଲି ସମସ୍ୟା ନୁହେଁ , ଏହାକୁ ହାଲକାରେ ନିଅନ୍ତୁ ନାହିଁ , ଏହି ରୋଗ ବହୁତ କାରଣରୁ ହୋଇପାରେ ,ଯାହାର କାରଣରୁ ଭୋଜନ ଖାଇବା କିମ୍ବା ପିଇବା ପାଣି କିମ୍ବା ଆଖପାଖ ଆବର୍ଜନା କିମ୍ବା କଞ୍ଚା ଭୋଜନ ଆଦି ଲମ୍ବା ସମୟରୁ ବ୍ୟବହାର କରିବାରୁ ପେଟରେ କିଟାଣୁ ହୋଇଥାଏ , ଏମିତିରେ ଛୁଆଙ୍କ ମାନସିକ ଓ ଶାରରୀକ ବିକାଶ ଉପରେ ଖରାପ ପ୍ରଭାବ ପକାଇଥାଏ ।

 

ସେମିତି ଦେଖାଗଲେ ମଣିଷର ଶରୀରରେ ପେଟରେ ପୋକ ହେବା ଗୋଟେ ଲକ୍ଷଣ ପରି ହୋଇନଥାଏ , ଲକ୍ଷଣ କିଟାଣୁର ପ୍ରକାର ଓ ସଂଖ୍ୟା ଉପରେ ନିର୍ଭର କରିଥାଏ , ଏମିତି ବହୁତ ଛୁଆ ଅଛନ୍ତି । ଯାହାଙ୍କ ସ୍କୁଲ୍ ରେ ପେନସିଲ୍, ରବର କିମ୍ବା ଚକ୍ ଖାଈବାର ଅଭ୍ୟାସ ଅଛି, କହିଦେବୁ କି ଏଥିରେ ଆପଣଙ୍କ ପେଟ ସମସ୍ୟା ହୋଇପାରେ , ଏହା ଛଡା ସବୁଠାରୁ ବଡ ସମସ୍ୟା ତେବେ ହୋଇଥାଏ , ଯେବେ ପୋକ ପେଟରେ ଅଣ୍ତା ଦେଇବସନ୍ତି , ଏହାପରେ ସେହି ଅଣ୍ତାରୁ ପୋକ ବାହାରିଆସନ୍ତି , ଏହି କଥାରୁ ଜଣା ବି ପଡେ ନି କି ଆପଣଙ୍କ ପେଟରେ ପୋକ ଅଛନ୍ତି କି ନାହିଁ , ଆଜି ଆମେ ଆପଣଙ୍କୁ ଏହାର କିଛି ଲକ୍ଷଣ ବିଷୟରେ କହିବୁ , ଯାହାର ସହାୟତାରୁ କରିବେ , ଏହି ଲକ୍ଷଣ ଗୁଡିକ ପଢିଲେ ଅନ୍ଦାଜା ଲଗାଇପାରିବେ , ପୋକ ଅଛନ୍ତି କି ନାହିଁ ।

 

ଏହା ଦ୍ୱାରା ସବୁଠାରୁ ପ୍ରଥମେ ପେଟ କଷ୍ଟ , ପେଟ ଫୁଲିବା ,ଅଧିକା ଭୋକ ଲାଗିବା , ଓଜନ କମ୍ ହେବା , ଦୁର୍ବଳ ଲାଗିବା , ନିଦରେ ଦାନ୍ତ କାମୁଡିବା ଓଠ ଧଳା ହୋଇଯିବା , ମୁଣ୍ତ ବିନ୍ଧା , ଶରୀରର ରଙ୍ଗ କଳା ହୋଇଯିବା ଆଦି ଲକ୍ଷଣ ଅଛି, ଏହି ଲକ୍ଷଣରୁ ଆପଣଙ୍କୁ ତିନୋଟି ଲକ୍ଷଣ ଜଣା ପଡିବ , ଯଦି ତାହାର ଉପଚାର କରିବେ ,, ତେବେ ତାହା ଦୂର ହୋଇଯିବ

 

ଛୁଆମାନଙ୍କୁ ଖାଇବାରେ ବହୁତ ଜିନିଷ ବାରଣ କରାଯାଏ , ତେବେ ଆପଣଙ୍କୁ କହିଦେବୁ କି ପେଟରୁ କିଟାଣୁ ଶେଷ କରିବାପାଇଁ ଏକ ଘରୋଇ ଚଟଣୀ ଅଛି , ଏହି ଚଟଣି କରିବାକୁ ହେଲେ କିଛି ପରିମାଣର ପୁଦିନା, ଲେମ୍ବୁ, କଳା ଲଙ୍କା ଦରକାର , ଯଦି ଗୋଟେ ବ୍ୟକ୍ତି ପାଇଁ ଚଟଣୀ କରୁଛନ୍ତି , ତେବେ କିଛି ପୁଦିନା ସହ ଗୋଟେ ଦେଢ ଚାମଚ ଲେମ୍ବୁ ଓ ଚାରି ପାଞ୍ଚଟି କଳା ଲଙ୍କା ମିଶାଈଦିଅନ୍ତୁ ,

ଏହା ସହ ଏହାକୁ ମିକ୍ସିରେ ପକାଇ ମିଶ୍ରଣ ବନାଇଦିଅନ୍ତୁ , ଆପଣ ଏହାକୁ ଛୁଆଙ୍କ ସ୍ୱାଦନୁସାରେ ଟିକିଏ ଲୂଣ ଓ ଚିନି ମିଶାଇପାରିବେ , ପ୍ରାୟ ପାଞ୍ଚ ଛଅ ଦିନ ପର୍ଯ୍ୟନ୍ତ ସକାଳ ଓ ସଂନ୍ଧ୍ୟା ସମୟରେ ଗୋଟେ ଚାମଚ ଦେଲେ ଆପଣଙ୍କ ପେଟରୁ ପୋକ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *