March 28, 2024

Odia Express

News For Public

ଜାଣନ୍ତୁ ତମାଖୁ , ଗୁଡଖା, ପାନ ମସଲା ଖାଉଥିବା ବ୍ୟକ୍ତିଙ୍କର ଦାନ୍ତର ଦାଗ ହଟାଇବାର ଏକ ଅଚୁକ ଉପାୟ , ଆପଣ ବି ଆପଣାଇ ପାରିବେ ଏହାକୁ ଓ ଧଳା ଦାନ୍ତ ହେଇଯିବ..

ତମାଖୁ ଗୁଡଖା ଖାଇବା ଆମ ସ୍ୱାସ୍ଥ୍ୟ ପାଈଁ ବହୁତ ହାନିକାରକ ଅଟେ , ତାପରେ ସତ୍ତ୍ୱେ ବି ଆଜି କାଲିର ଯୁବ ସମାଜ ଏହାକୁ ଆପଣାଇ ନେଇଛନ୍ତି , ତମାଖୁର ସେବନ ଆମ ସ୍ୱାସ୍ଥ୍ୟପାଇଁ ହାନିକାରକ ହୋଇଥାଏ ତାହା ସହ ଏହା ଆମ ଦାନ୍ତଗୁଡିକ ପାଇଁ ବି ଖରାପ ହୋଇଥାଏ , ଏହା ମଧ୍ୟରେ ଥିବା ନିକୋଟିନ୍ ଦାନ୍ତର ଚାରି ପଟୁ ଦାଗ କରିଦେଇଥାଏ , ଯାହା ଦ୍ୱାରା ଦାନ୍ତରେ କଳାଦାଗ ଆସିଯାଏ , ଲକ୍ଷାଧିକ ଚେଷ୍ଟା ସତ୍ତ୍ୱେ ଦାନ୍ତରେ ଜମିଥିବା ମଇଳା ଓ ଦାଗକୁ ଆମେ ଛଡାଇପାରିନଥାଉ , ବହୁତ ଥର ଆମେ ଲଜିତ ବି ହେଇଥାଉ , ଆଜି ଆମେ ଆପଣଙ୍କୁ ଏହାର ସମାଧାନର ଉପାୟ କହିବାକୁ ଯାଊଛୁ , ଯାହାର ଉପଯୋଗରେ ଆପଣଙ୍କ ଦାନ୍ତର ସବୁ ଦାଗ ହଟିପାରିବ , ଓ ଆପଣ ଖୋଲିକରି ହସିପାରିବେ ।

 

ଏହି କଥା ମନେ ରଖନ୍ତୁ କି କେଉଁ ଜିନିଷ ଦାନ୍ତ ମଧ୍ୟରେ ଜମି ରୁହେ ଯେବେ ଦାନ୍ତର ପ୍ରସ୍ତର ରଫ୍ ହୋଇଥାଏ , ଏଥିପାଇଁ ଦାନ୍ତକୁ ସଫା ଓ ଚିକ୍କଣ ରଖିବା ଉଚିତ୍ , ଯାହା ଦ୍ୱାରା ଏହି ଜିନିଷ ସହଜରେ ନ ଜମେ ।

ତମାଖୁରେ ଥିବା ନିକୋଟିନ୍ ଦାନ୍ତ ମଧ୍ୟରେ ଥିରେ ଥିରେ ଜମାଟ୍ ବାନ୍ଧିଥାଏ , ଯାହା ବ୍ରଶ୍ ଦ୍ୱାରା ବାହାରି ପାରେ ନାହିଂମ୍ ଆପଣଙ୍କୁ କହିଦେବୁ କି ହ୍ୱାଇଟନର୍ , ସାଇନର୍ ବ୍ୟବହାର କରି ଦାନ୍ତକୁ ଆଉଥରେ ଚମକାଇପାରିବେ କିନ୍ତୁ ଏହା ଛଡା ଡେଣ୍ଟାଲ୍ ବ୍ଲିଚିଙ୍ଗ୍ ଦ୍ୱାରା ବି ଗୁଡଖା ଦାଗ ସହଜରେ ସଫା ହୋଇପାରେ ।

 

କିନ୍ତୁ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବୁ ଯାହା ଦ୍ୱାରା ଆପଣ ଏହାକୁ ବ୍ୟବହାର କରି ତମାଖୁର ଦାଗକୁ ଅତି ଜଲଦି ସଫା କରିପାରିବେ ।

 

ଏହି ଫର୍ମୁଲାକୁ ତିଆରି କରିବାକୁ ହେଲେ ଆପଣଙ୍କୁ ଦରକାର ପଡିପାରେ ବେକିଙ୍ଗ୍ ସୋଡା, ଓ ଲୁଣ ଓ ଏହାର ବ୍ୟବହାର କରି ବେକିଙ୍ଗ୍ ସୋଡାକୁ ବ୍ରଶ୍ ରେ ରଗଡିବାକୁ ହେବ , ବେକିଙ୍ଗ୍ ସୋଢା କିଛି ପରିମାଣର ଲୁଣ ମିଶାନ୍ତୁ , ଏହାକୁ ଦାନ୍ତରେ ରଗଡିଲେ ଦାନ୍ତଗୁଡିକ ପୁରା ସଫା ହୋଇଯିବ ।

 

ଏହା ଛଡା ଦାନ୍ତରୁ ଦାଗ ହଟାଇବାକୁ ହେଲେ ଭୋଜନ ପରେ ଚୁଇଁଗମ୍ ମୁହଁରେ ପକାଈ ୨୦ ମିନିଟ୍ ଯାଏଁ ଚୋବାନ୍ତୁ , ଦାନ୍ତର ଚମକ କିମ୍ବା ଦାଗକୁ ହଟାଇବାକୁ ହେଲେ ଲେମ୍ବୁ କିମ୍ବା ଷ୍ଟେବେରୀ ରଗଡି ପାରିଏବ୍ , ଏହାର କୌଣସି ସାଇଡ୍ ଇଫେକ୍ଟ ନାହିଁ ,

ଆମ୍ ଦାନ୍ତ ବହୁତ ସେନ୍ସିଟିଭିଟି ହୋଇଥାଏ , ଯାହା ଦ୍ୱାରା ଆପଣଙ୍କ ଦାନ୍ତରେ କିଛି ଯଦି ଦାଗ ଲାଗିଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ , ତମାଖୁ, ଗୁଡଖା, ଓ ପାନ ମସଲା ଖାଇବା ଲୋକଙ୍କୁ ମାଢିରେ ପୀଡା, ଗଳାରେ ପୀଡା , ଆଦି ହୋଇଥାଏ , ଏଥିପାଇଁ ଏହି ସବୁ ଅସୁବିଧା ଭୋଗିବା ପୂର୍ବରୁ ଡାକ୍ତରଙ୍କର ପରାମର୍ଶ ନେବା ଜରୁରୀ , ନହେଲେ ଏହା ବିପଦ ଆଡକୁ ମୁହାଁଇ ପାରେ ।

Leave a Reply

Your email address will not be published. Required fields are marked *