April 13, 2024

Odia Express

News For Public

କ୍ୟାନ୍ସର୍ ର ମୁଖ୍ୟ କାରଣର ହେଲା ଖୁଲାସା , ତେବେ ଏହି କାରଣରୁ ନିଶା ଦ୍ରବ୍ୟ ନ ଖାଉଥିବା ଲୋକଙ୍କୁ ମଧ୍ୟ କ୍ୟାନ୍ସର ହେଇଥାଏ – ସମସ୍ତେ ଜାଣିବା ଦରକାର ଏହି କଥା..

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜି କାଲିର ଲୋକଙ୍କ ଜୀବନଶୈଳୀ କର୍ମ ବ୍ୟସ୍ତତା ସକାଶେ ବଦଳିଯାଇଛି, ତାଙ୍କ ପାଖରେ ଆରାମ ସେ ବସିବାକୁ କିଛି ସମୟ ରହେ ନାହିଁ , ଏମିତିରେ ଲୋକଙ୍କ ଘରର ଖାଦ୍ୟ ଖାଇବା ପରିବର୍ତ୍ତେ ବାହାରର ଖାଦ୍ୟ ଅଧିକା ଖାଇବାକୁ ପସନ୍ଦ କରୁଛନ୍ତି । ଲୋକେ ଅଧିକା ଡ୍ରାଇ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି , ଏହି କଥାରେ ସମସ୍ତେ ଜାଣିଛନ୍ତି କି ଜଙ୍କ୍ ଫୁଡ୍ ମାନେ ଫାଷ୍ଟ ଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ , କିନ୍ତୁ ଏହା ସତ୍ତ୍ୱେ ବି ଲୋକ ଫାଷ୍ଟ ଫୁଡ୍ ଖାଇବା ଛାଡନ୍ତି ନାହିଁ , ଏହି କାରଣରୁ ଆଜି ଆମେ ଫାଷ୍ଟ ଫୁଡ୍ ସହ ଯୋଡି ହୋଇଥିବା କିଛି ବିଷୟରେ ସୁଚନା ଦେବୁ , ଯାହାକୁ ଜାଣିବାପରେ ଆପଣ ଫାଷ୍ଟ ଫୁଡ୍ ଖାଇବା ଛାଡିଦେବେ ।

 

ସେମିତି ଆଜିର ସମୟରେ ବୋଧେ କେହି ବ୍ୟକ୍ତି ଥିବେ ଯିଏକି ଏହା ଜାଣିନଥିବ , କ୍ୟାନ୍ସର ଏକ ଭୟାନକ ରୋଗ ଅଟେ , ଯାହାର ଆକ୍ରାନ୍ତରେ ବହୁତ ଲୋକ ରୋଗାଗ୍ରସ୍ତ ହୋଇପଡନ୍ତି , ଏମିତିରେ କ୍ୟାନ୍ସରରେ ପଡି ଲୋକେ ବହୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି , ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ୨୦୧୬ ରେ ଆମେରିକାର କ୍ୟାନ୍ସରରେ ମରିବା ଲୋକ ସଂଖ୍ୟା ଛଅ ଲକ୍ଷ ପହଞ୍ଚିଯାଇଥିଲା , ସେମିତି ୧୭ ଲକ୍ଷ ଲୋକେ ଏହି ରୋଗରେ ପିଡିତ ଥିଲେ ।

 

ଏମିତିରେ ଯଦି ତାଜା ଖବରକୁ ମାନିଲେ ଏମିତି ଶୁଣିବାକୁ ମିଳୁଛି କି ଫାଷ୍ଟ ଫୁଡ୍ ଶ୍ରେଣୀରେ ଜଣାଶୁଣା ସ୍ରେକ୍ସ ହଟ୍ ଡଗ୍ କ୍ୟାନ୍ସ ରୋଗ ବହୁତ ଖତରନାକ କାରକ ହୋଇଥାଏ , ଆପଣଙ୍କୁ କହିଦେବୁ କି ହଟ୍ ଡଗ୍ ବନାଇବାରେ ଯେଉଁ ପ୍ରକିୟା ବ୍ୟବହାର ହୋଇଥାଏ , ତାହା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ଯଦି ଆପଣ ହଟ୍ ଡଗ୍ ଖାଇଥାନ୍ତି ,ତେବେ କ୍ୟାନ୍ସର୍ ପରି ରୋଗ ହୋଇପାରେ , ଏହା ଛଡା ଆପଣଙ୍କୁ ହଟ୍ ଡଗ୍ ବନାଇବାପାଇଁ ପର୍କ ଛଡା କୁକୁଡାର ମାଂସ ବ୍ୟବହାର କରାଯାଏ , ଏହା ସହ ଏଥିରେ ସୋଡିୟମ୍ ନାଇଟ୍ରାଇଟ୍ , ସୋଡିୟମ୍ ଏସ୍କୋବରେଟ୍ , ସୋଡିୟମ୍ ଫାଷ୍ଫେଟ୍ , ସୋଡିୟମ୍ ଲେକ୍ଟେଟ୍ ଆଦି ଖତରନାକ ପଦାର୍ଥ ବ୍ୟବହାର କରାଯାଏ ।

 

ସେମିତି ଆମେରିକାନ୍ କ୍ୟାନ୍ସର ସଂସ୍ଥାନଙ୍କ କଥା ମାନିଲେ ଆପଣ ଗୋଟେ ଦିନରେ ଗୋଟେ ହଟ୍ ଡଗ୍ ଖାଇଥିଲେ , ଏହା ଆପଣଙ୍କ ଶରୀର ମଧ୍ୟରେ କ୍ୟାନ୍ସର ଲକ୍ଷଣ ହୋଇଯାଏ , ଏହା ଛଡା ପେଟରେ କ୍ୟାନ୍ସର ହେବାକୁ ୧୮ % ପ୍ରତିଶତ ଚ୍ୟାନ୍ସ ହୋଇଯାଏ , ଆପଣଙ୍କୁ କହିଦେବୁ କି ହଟ୍ ଡଗ୍ ବନାଇବାପାଇଁ ପୋର୍କ ଓ ଚିକେନ୍ ଦୁହେଁ ମିଶାଇଯାଇଥାଏ , ଓ ଏହା ସହ ବହୁତ ପଶୁଙ୍କ ଲିଭର ଓ କିଡନୀ ସହିତ ଏହାକୁ ପେଶି ତିଆରି କରାଯାଏ , ଯାହା ଦ୍ୱାରା କ୍ୟାନ୍ସର ହେବା ବିପଦ ଆହୁରୀ ବଢିଯାଏ , ସେଥିପାଇଁ କୁହାଯାଉଛି କି ହଟ୍ ଡଗ୍ ବିଲକୁଲ୍ ଖାଇବା ଉଚିତ୍ ନୁହେଁ , ଏହା ଛଡା ଫାଷ୍ଟ ଫୁଡ୍ ସେବନ ବିଲକୁଲ୍ କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *