ଭାରତର ଏହି ରାଜ୍ୟରେ ଯାଇକରି ନିଜ ପସନ୍ଦର ଝିଅକୁ ଗୋଟେ ବର୍ଷ ପାଇଁ ସ୍ତ୍ରୀ ବନେଇ ପାରିବେ..

ଭାରତ ଏକ ମାତ୍ର ଏପରି ଦେଶ ଅଟେ  ଯେଉଁଠି ଅଧିକା ଧର୍ମ ସମୁଦାୟ ଲୋକ ରୁହନ୍ତି । ଏହି ଖାସିୟତ ପାଇଁ ଭାରତ ପୁରା ଦୁନିଆଁରେ ପ୍ରସିଦ୍ଧ ଅଟେ । ଏଠାରେ ଅଧିକାଂଶ ରାଜ୍ୟରେ ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଥାଏ , ଯାହାକୁ ନେଇ ଅଲଗା ଦେଶର ସଂସ୍କୃତି ଓ ପରମ୍ପରା ଦେଖିବାକୁ ମିଳିଥାଏ , ବହୁତଥର ଭାରତର ପରମ୍ପରା ନାଁରେ କିଛି ଏପରି ହୋଇଥାଏ , ଯାହା ବିଷୟରେ ଆପଣ କେବେ ଭାବିନଥିବେ ।ସେମିତି ମହିଳାଙ୍କୁ ଭାରତ ଦେଶରେ ଦେବୀର ଦର୍ଜା ଦିଆଯାଏ , ସେମିତି ସେହି ଦେବୀଙ୍କୁ ଆସିବା ଦିନରୁ ନାନାଦି ଶୋଷଣ ହୋଇଥାଏ , ଆଜିର ସମୟରେ କିଛି ଏପରି ଜାଗା ଅଛି ଯେଉଁଠି ମହିଳାଙ୍କ ସ୍ଥିତି ଭଲ ନାହିମ୍ଂ , ଓ ପରମ୍ପରା ନାଁରେ ଲୋକେ ବହୁତ କିଛି ଭୁଲ୍ କରିବସନ୍ତି ,ଆଜି ଆମେ ଆପଣଙ୍କୁ ଏମିତି ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ ।

 

ମଧ୍ୟପ୍ରଦେଶ ସ୍ଥିତ ଶିବପୁରୀ ଇଲାକାରେ ଏକ ପ୍ରାଚୀନ ପରମ୍ପରା ଅଛି ,ଯାହାକୁ ଆମେ ଧଡିଚା ପ୍ରଥା ନାଁରୁ ଜାଣିଥାଉ , ଯାହାର ଅନୁସାରେ ସବୁ ବର୍ଷ ଏଠାରେ ମଣ୍ତି ଲାଗିଥାଏ , ଯେଉଁଥିରେ ଫଳ ପରିବା ଆଦି ନୁହେଁ ମହିଳାଙ୍କୁ ବିକ୍ରି ହୋଇଥାଏ , ଆଶ୍ଚର୍ଯ୍ୟର କଥା ଏହି କି ଯେ ଏଠାରେ ମହିଳାଙ୍କ ବିକ୍ରି କରୁଥିବା ନିଜେ ପରିବାରର ଲୋକ ହୋଇଥାନ୍ତି , ଓ ନିଜ ଘର ପରିବାର ଲୋକେ ହିଁ ତାଙ୍କୁ ବିକ୍ରି କରିଥାନ୍ତି ।

 

ଏହି ପରମ୍ପରା ଅନୁସାରେ ଯଦି କେଉଁ ବ୍ୟକ୍ତି ପଇସା ଦେଇକରି ଏକ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ନିଜ ଘରକୁ ନେଇପାରିବେ , ଯାହାକୁ ନେଇ ଏହି ମଣ୍ତିକୁ ଶତାଧିକ ପୁରୁଷ ଆସିଥାନ୍ତି , ଓ ନିଜ ପସନ୍ଦର ଝିଅକୁ ପସନ୍ଦ କରି ନିଜ ସାଙ୍ଗରେ ନେଇ ଯାଆନ୍ତି , ଯାହାପରେ ଗୋଟେ ବର୍ଷ୍ ପାଇଁ ସେହି ବ୍ୟକ୍ତିର ସ୍ତ୍ରୀ ହୋଇକରି ସେ ତା ସାଙ୍ଗରେ ରୁହେ । ଏତିକି ନୁହେଁ ଯଦି ସେହି ବ୍ୟକ୍ତି ମହିଳାଙ୍କୁ ଅଧିକା ପସନ୍ଦ ଆସେ, ତେବେ ପରିବାର ଲୋକେ ଅଧିକା ପଇସା ନେଇ ତାଙ୍କୁ ଦୁଇ ବର୍ଷ ପାଇଁ ସେହି ମହିଳାଙ୍କୁ ନିଜ ସ୍ତ୍ରୀ ଭାବେ ରଖିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *