କାଜୋଲ୍ ଏହି ଅଭିନେତାଙ୍କୁ ବାହାହେବାକୁ ଯାଉଥିଲେ , ଆଜି ତାଙ୍କର ଏପରି ଅବସ୍ଥା ଦେଖିଲେ ବିଶ୍ୱାସ କରିପାରିବେନି ଆପଣ..

କାହାର ଭାଗ୍ୟ କେବେ କେମିତି ବଦଳିଯାଏ ତାହା କେହି ବି ଜାଣନ୍ତି ନାହିଂମ୍ , କିଏ କେବେ କିପରି ଅଛି ତାହା କହିପାରିବା ଅସମ୍ଭବ , ଆଜି ଆମେ ଆପଣଙ୍କୁ ବଲିଉଡ୍ ର ଏମିତି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଗୋଟେ ଜମାନାରେ ବଲିଉଡ୍ ର ଚୁଲବୁଲି ଅଭିନେତ୍ରୀ କାଜୋଲ୍ ଙ୍କ ସହ ରୋମାନ୍ସ କରିଥିଲେ , ଆଜି କିନ୍ତୁ ତାଙ୍କର ଶୋଚନୀୟ ଅବସ୍ଥା ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ , ତେବେ ଆସନ୍ତୁ ଜାଣିବା କିଏ ସେହି ଅଭିନେତା ଯିଏକି ଏବେ ଏପରି ଦେଖାଯାଉଛନ୍ତି ଯାହା ଦ୍ୱାରା ଆପଣ ଚକିତ ହୋଇଯାଇପାରନ୍ତି ।

 

ଆପଣଙ୍କୁ କହିଦେବୁ କି ଆମେ ଯେଉଁ ଅଭିନେତାଙ୍କ ବିଷୟରେ କଥା ହେଉଛୁ ସିଏ କାଜୋଲଙ୍କ ସହ ଫିଲ୍ମ ପ୍ୟାର୍ ତୋ ହୋନା ହିଁ ଥା, ରେ ତାଙ୍କ ମଙ୍ଗେତର ରୋଲ୍ ରେ ନଜର ଆସିଥିଲେ । ତାଙ୍କ ନାଁ ହେଲା ବିଜୟ ଆନନ୍ଦ । ବିଜୟ ଆନନ୍ଦ ବହୁତ ସିନେମାରେ କାମ କରିଛନ୍ତି , ବିଜୟ ଆନନ୍ଦ ଏକ ସଫଳ ଅଭିନେତା ସହ ବହୁତ ଗୁଣରେ ପରିପୂର୍ଣ୍ଣ ଅଟନ୍ତି , ସେ ବହୁତ ସାରା ଫିଲ୍ମରେ କାମ କରିଥିଲେ , କିଛି ଦିନ ହେବ ସେ ପରଦାରୁ ଦୂରେଇ ଯାଇଥିଲେ କିନ୍ତୁ କିଛି ଦିନ ପୂର୍ବରୁ ସେ ଆଉଥରେ ଚର୍ଚ୍ଚାର ଘରାରେ ଆସିଯାଇଥିଲେ , କାଜୋଲ୍ ଓ ଅଜୟ ଦେବଗନଙ୍କ ସହ ଏତେ ବଡ ସୁପରହିଟ୍ ଫିଲ୍ମ ଦେବାପରେ ବିଜୟ ଆନନ୍ଦଙ୍କ ସହ ଏପରି କିଛି ଘଟିବ କିଏ ହେଲେ ବି ବିଶ୍ୱାସ କରିପାରୁନାହାନ୍ତି , ଏହି କାରଣରୁ ଥରେ ସେ ଫେରିଆସିଛନ୍ତି , ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ସେପରି ଅଛି ।

 

କହିଦେବୁ କି ବିଜୟ ଆନନ୍ଦ କାଜୋଲ୍ ଙ୍କ ସହ ପ୍ୟାର୍ ତୋ ହୋନା ହି ଥା , ୧୯୯୮ ରେ ଆସିଥିଲେ , ଏହାପରେ ବିଜୟ ଆନନ୍ଦ ଫିଲ୍ମ ଦୁନିଆଁରୁ ଗାୟବ ହୋଇଯାଇଥିଲେ , ୧୭ ବର୍ଷ ପରେ ବିଜୟ ଆଉଥରେ ପର୍ଦାରେ ନଜର ଆସିଥିଲେ , କିନ୍ତୁ ଏହି ଥର ପର୍ଦା ନୁହେଁ ବରଂ ଛୋଟ ରୋଲ୍ ଥିଲା , ବିଜୟ ଆନନ୍ଦ ପ୍ରାୟ ୧୭ ବର୍ଷ ପରେ ଷ୍ଟାର୍ ପ୍ଲସର ସିରିଆଲ୍ ସିଆ କା ରାମରେ ରାଜା ଜନକଙ୍କ ଭୁମିକାରେ ନଜର ଆସିଥିଲେ , ଏମିତି ତାଙ୍କ ସମୟରେ ସେ ଏକ ଚକୋଲେଟି ବୟ ହିସାବରେ ଜଣାଯାଉଥିଲେ କିନ୍ତୁ ଏହି ଥର ତାଙ୍କ ପ୍ରଶଂସକ ଏହା ଦେଖି ବିଶ୍ୱାସ କରିପାରିଲେ ନାହିଂମ୍ , କାଜୋଲ୍ ଙ୍କ ସହ ପ୍ୟାର୍ ତୋ ହୋନା ହିଁ ଥା ତେ ବିଜୟ ମଙ୍ଗେତର ଭୁମିକା ନିଭାଇଥିଲେ , ଯିଏକି କାଜୋଲ୍ ଙ୍କୁ ବାହାହେବା କଥା ଦେଇ ପଛରେ ଛାଡିଦେଇଥାଏ , କିନ୍ତୁ ପରେ ଯେବେ କାଜୋଲଙ୍କ ଜୀବନରେ ଅଜୟ ଆସିଯାଆନ୍ତି , ତେବେ କାଜୋଲଙ୍କ ପ୍ରତି ଭଲ ପାଇବା ଦେଖାଯାଇଥାଏ , କିନ୍ତୁ ବହୁତ ଡେରି ହୋଇଯାଇଥାଏ , କାଜୋଲ୍ ତାଙ୍କୁ ଭୁଲିଯାଇଥାଏ ।

Leave a Reply

Your email address will not be published. Required fields are marked *