April 24, 2024

Odia Express

News For Public

କନ୍ୟାକୁ ନିଜ ସହିଦ ଭାଇର ଶୋକ ଜଣ ନପଡୁ ଏଥିପାଇଁ ବାହାଘରରେ ପହଞ୍ଚିଲେ ୧୦୦ ଜଣ ଭାରତୀୟ କମାଣ୍ତୋ ଫୋର୍ସ , ଏହି ଅନ୍ଦାଜରେ ଦେଲେ ବିଦାୟ ଯେ ସମସ୍ତେ ଆଶ୍ଚର୍ଯ୍ୟ ହେଇ ରହିଲେ..

ଯେବେ କେଉଁ ଝିଅର ବାହାଘର ହୋଇଥାଏ ତେବେ ତାହା ପାଇଁ ତାହା ଖୁସିର ଦିନ ହୋଥାଏ , ଓ ଏହି ବାହାଘର ଯେବେ ପୁରା ପରିବାର ସହ ହୋଇଥାଏ ,ତେବେ ଖୁସି ବେଶୀ ହୋଇଥାଏ , ଖାସ୍ କରି ଝିଅର ବାହାଘରରେ ଭାଇ ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ ଭୁମିକା ହୋଇଥାଏ , ବାହାଘରର ପ୍ରସ୍ତୁତି ନେଇକରି ଭଉଣୀର ଇମୋସୋନାଲ୍ ସପୋର୍ଟ ଦେବାପାଈଁ ଭାଇ ଏହି ସମୟରେ ସବୁ ଦାୟିତ୍ୱ ନେଇଥାଏ , ବିହାରର କାରାକାଟ ରେ ରହୁଥିବା ତେଜ ନାରାୟଣ ସିଂଙ୍କ ଭାଗ୍ୟରେ ଏମିତି ଲେଖା ନଥିଲା , ଏବେ ତେଜ ନାରାୟଣ ସିଂଙ୍କ ଝିଅ ଶଶିକଳାଙ୍କ ବାହାଘର ଥିଲା , ସେ ନିଜ ଭଉଣୀଙ୍କ ବାହାଘର ପାଇଁ ନିଜ ପୁଅ ଓ ଶଶିକଳା ଙ୍କ ଭାଇ କମାଣ୍ତୋ ଜ୍ୟୋତି ପ୍ରକାଶ ନିରାଲା ବହୁତ ସ୍ୱପ୍ନ ଦେଖିଥିଲେ , କିନ୍ତୁ ଦୁଃଖର ବିଷୟ ସେ ନିଜ ଭଉଣୀର ବାହାଘର ଦେଖିବାପାଇଁ ଜୀବିତ ନଥିଲେ , ଓ ସହୀଦ ହୋଇଗଲେ ।

 

ଜ୍ୟୋତି ପ୍ରକାଶ ନିରାଳା ବାନ୍ଦିପୁରା ହିଂସାରେ ସହୀଦ ହୋଇଥିଲେ । ଏହି ସମୟରେ ଆତଙ୍କବାଦୀ ମାନେ ତାଙ୍କୁ ନିହତ କରିଦେଇଥିଲେ , ଜ୍ୟୋତି ଏହି ସମୟରେ ଦୁଇ ଆତଙ୍କବାଈ ଲଖବିଙ୍କ ପୁତୁରା ଓରଫ୍ ଓସାମା ଓ ମହମୁଦ ଙ୍କ ଭାଇ ଙ୍କୁ ମାରି ପକାଇଥିଲେ ଏତିକି ନୁହେଁ ନିଜ ଆଘାତ ହୋଇଥିବା ସାଥୀଙ୍କ ଜୀବନ ବଞ୍ଚାଇଥିଲେ , ଏହି ସବୁ ମଧ୍ୟରେ ସେ ସହିଦ ହୋଇଥିଲେ , ପୁଅ ଚାଲିଯିବା ପରେ ବାପାଙ୍କୁ ବହୁତ ଚିନ୍ତା ଥିଲା , ଖାସ୍ କରି ଝିଅର ବାହାଘର ପାଇଁ ବହୁତ ଟେନସନ୍ ଥିଲେ , ଜ୍ୟୋତିଙ୍କ ସାଥୀ ଗରୁଡ କମାଣ୍ତୋ ପିତା ପୁଅର ଅନୁପସ୍ଥିତି ଜଣାଇନଥିଲେ ।

 

ଯେବେ ବିହାରର ବଦିଲାଡିହ ରେ ଶଶିକଳା ବାହାଘର ପାଲି ରୋଡ ସ୍ଥିତ ସୁଜିତ୍ କୁମାର ଙ୍କ ସହ ହେଉଥିଲା , ଏହି ସମୟରେ ଗରୁଡ କମାଣ୍ତୋ ବି ଆସିଥିଲେ,  ଏହି ସମୟରେ ପୁରୁଣା ପରମ୍ପରାକୁ ନେଇ ଶଶିକଳା ପାଦ ତଳେ ହାତ ରଖି ଚାଲିବାକୁ କହିଥିଲେ ଓ ସେଥିରେ ସେ ବିଦାୟୀ ଦେଲେ , ଏହି ସମୟରେ ବାହାଘର ସମୟରେ ବାୟୁସେନା ଗରୁଡ ଟିମ୍ ର ୧୦୦ କମାଣ୍ତୋ ସମ୍ମିଳିତ ହୋଇଥିଲେ , ଏହି ପୁରା ନଜାରା ଭାବୁକ କରିଦେଲା ଭଳି ଥିଲା ।ସହିଦ ଜ୍ୟୋତିଙ୍କ ବାପା କହିଥିଲେ କି ଗରୁଡ କମାଣ୍ତୋ ଆସିଯିବା କାରଣରୁ ସେ ବାହାଘରରେ ପୁଅର ଅନୁପସ୍ଥିତି ହୋଇନଥିଲା , ସେପଟେ ଶଶିକଳା ବି କନ୍ୟା ହୋଇଥିବା ଶଶିକଳାଙ୍କ ସହ ୧୦୦ ଭାଇ ଥିଲେ , ଏମିତିରେ ବାପା ତେଜନାରାୟଣ ସିଂ ଗରୁଡ କମାଣ୍ତୋଙ୍କ ଆଭାର ବ୍ୟକ୍ତ କରିଥିଲେ ।

 

କହିଦେବୁ କି ଜ୍ୟୋତିଙ୍କୁ ଅଶୋକ ଚକ୍ର ସମ୍ମାନିତ କମାଣ୍ତୋ ଥିଲେ , ଗଣତନ୍ତ୍ର ଦିବସରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ , ସେପଟେ ଇଣ୍ଟରନେଟ୍ ରେ ଯେବେ ଲୋକେ ଏହି ପୁରା ଘଟଣା ବିଷୟରେ ଜଣା ପଡିଲା ତେବେ ତାଙ୍କ ଆଖି ଲୁହରେ ଭରିଗଲା , ସମସ୍ତେ ବାୟୁସେନାର କମାଣ୍ତୋ ଏହି କୃତ୍ୟ ପ୍ରଶଂସା କରୁଥିଲେ । ଜଣେ ୟୁଜର୍ ଲେଖିଥିଲେ କି ଭଉଣୀ ଭାଇକୁ ଗୋଟେ ହରାଇଦେଇଥିଲା , ଭଗବାନ ତାଙ୍କୁ ୧୦୦ ଭାଇର କମାଣ୍ତୋ ଦେଇଥିଲେ , ସେପଟେ ଆଉଜଣେ ୟୁଜର୍ ଲେଖିଥିଲେ କି ଏହି କାରଣରୁ ଆମର ଇଣ୍ତିଆନ୍ ଆର୍ମୀଙ୍କ କଥା ସବୁଠାରୁ ଅଲଗା ହୋଇଥାଏ , ଆପଣଙ୍କୁ ସମସ୍ତଙ୍କୁ ସଲାମ ।

Leave a Reply

Your email address will not be published. Required fields are marked *