April 25, 2024

Odia Express

News For Public

ଜାଣନ୍ତୁ ସେହି ଷ୍ଟାର୍ କ୍ରିକେଟିୟରଙ୍କ ବିଷୟରେ ଯିଏ ହୋଟେଲ୍ ଗୋଟେ ରୁମ୍ ରେ ଧରାପଡିଥିଲା ଜଣେ ହିରୋଇନଙ୍କ ସହ , ତାହା ପରେ ଯାହା ହେଲା କେବେ ବିଶ୍ୱାସ କରିପାରିବେ ନାହିଁ..

କ୍ରିକେଟ୍ ଓ ଫିଲ୍ମ ସହ ବହୁତ ପୁରୁଣା ସଂମ୍ପର୍କ ରହିଆସିଛି , ଏହା କେବଳ ଅନୁଷ୍କା ଓ ବିରାଟଙ୍କ ପ୍ରେମ କାହାଣୀରୁ ନା ହିଁ ଆରମ୍ଭ ହୋଇନଥିଲା , ଓ ନା ହିଁ ଶେଷ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଲୋକପ୍ରିୟ କ୍ରିକେଟିୟରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଫିଲ୍ମ ଅଭିନେତ୍ରୀଙ୍କ ପ୍ରତି ଅତ୍ୟାଧିକ ପ୍ରେମ ସଂମ୍ପର୍କ ସକାଶେ ନିଜ କ୍ୟାରିୟର ଶେଷ କରିଦେଇଥିଲେ , ଆଜି ଆମେ ଆପଣଙ୍କୁ ଏହି ଷ୍ଟାର୍ କ୍ରିକେଟିୟରଙ୍କ ବିଷୟରେ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ସେହି କ୍ରିକେଟିୟର କିଏ ବୋଲି ,ଆପଣଙ୍କୁ କହିଦେବୁ କି ଆମେ ଯେଉଁ ଲୋକପ୍ରିୟ କ୍ରିକେଟିୟର କଥା କହୁଛୁ ସେ ଆଉ କିଏ ନୁହେଂମ୍ ପାକିସ୍ଥାନର ପୂର୍ବତନ ବୋଲର୍ ଅଟନ୍ତି , ଯିଏକି ପ୍ରଥମଥର ପାକିସ୍ଥାନ ପାଇଁ ଶତକ ମାରିଥିଲେ ,

 

ଏହି ପ୍ରସିଦ୍ଧ କ୍ରିକେଟିୟରଙ୍କ ନାଁ ହେଲା ନଜର ମହମ୍ମଦ , ନଜର ଯେବେ ପର୍ଯ୍ୟନ୍ତ କ୍ରିକେଟ୍ ଦୁନିଆଁରେ ରହିଥିଲେ , ସେ ପ୍ରଥମରୁ ପାକିସ୍ଥାନର ଓପନିଙ୍ଗ୍ ବୋଲର୍ ହିସାବରେ ପରିଚୟ ସୃଷ୍ଟି କରିଥିଲେ,  ଆପଣଙ୍କୁ କହିଦେବୁ କି ନଜର ମହମ୍ମଦ ପୂର୍ବରୁ ପାକିସ୍ଥାନ ପ୍ଲେୟାର୍ ଥିଲେ , ଯିଏକି ଟେଷ୍ଟ ମ୍ୟାଚ୍ ରେ ଡବଲ୍ ସେଞ୍ଚୁରି ମାରିଥିଲେ , କହିଦେବୁ କି ୫ ମାର୍ଚ୍ଚ ୧୯୨୧କୁ ପଞ୍ଜାବର ଜନ୍ମ ହୋଇଥିଲେ , ସେ ଛୋଟ ବେଳରୁ ଭାରତୀୟ ବୋଲର୍ ମଇଦାନରେ ଖେଲିଥିଲେ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ମହମ୍ମଦ ଞ୍ଜର ୧୩ ବର୍ଷ ବୟସରେ ଭାରତ ପାଇଁ ଖେଳିଥିଲେ ।

 

ନଜର ମହମ୍ମଦଙ୍କ ଆଫେୟାର୍ କଥା କହିଲେ ସେ ଜଣାଶୁଣା ଅଭିନେତ୍ରୀ ଗାୟିକା ନାରଙ୍କ ସହ ପ୍ରେମ ଜାଲରେ ଜଣାଯାଇଥିଲେ , ଖବରରୁ ଜଣାଯାଏ କି ନୁର୍ ଯେଉଁଠି ଭାଗବଣ୍ଟା ସମୟରେ କରାଚୀରେ ରହିଯାଇଥିଲେ , କିନ୍ତୁ ନୁର୍ ବିବାହିତ ହେବା ପରେ ବି ନଜରଙ୍କ ପ୍ରେମରେ ପାଗଳ ହୋଇଥିଲେ , ଦିନେ ସେମାନେ ଦୁହେଁ ଗୋଟେ ହୋଟେଲ୍ ର ରୁମ୍ ରେ ନଜର ଆସିଥିଲେ , ଏହାପରେ ନୁରଜାହଁଙ୍କ ସ୍ୱାମୀ ଶୋକତ୍ ରିଜଭିଙ୍କୁ ଏହି ବିଷୟରେ ଜଣା ପଡିଯାଇଥିଲା ,

ଏହାପରେ ଶୋକତ୍ ସିଧା ନଜରଙ୍କ ଉପରେ ଟାର୍ଗେଟ୍ କରିଥିଲେ , ଓ ସେ ସିଧା ହୋଟେଲ୍ ରେ  ବନ୍ଧୁକ ନେଇ ପହଞ୍ଚିଯାଇଥିଲେ , ଓ ସେ ଭୟଭିତ ହୋଇ ନିଜ ଜୀବନ ବଞ୍ଚାଇବାପାଇଁ ହୋଟେଲ୍ ଉପର ମହଲାରୁ ତଳକୁ ଡେଇଁ ପଡୀଥିଲେ ଯାହା ଦ୍ୱାରା ତାଙ୍କ ଡାହାଣ ହାତ ଭାଙ୍ଗିଯାଇଥିଲା । ଏହାପରେ ତାଙ୍କ କ୍ରିକେଟ୍ କ୍ୟାରିୟର ବର୍ବାଦ ହୋଇଥିଲା , ଓ ଏହାପରେ ନୁର୍ ଙ୍କ ଛାଡପତ୍ର ହୋଇଯାଇଥିଲା  ସେମିତି ନଜର ମହମ୍ମଦଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହୋଇଯାଇଥିଲା କିନ୍ତୁ ବହୁତ ଦିନ ଯାଏଁ ସେ ପାକିସ୍ଥାନ କ୍ରିକେଟ୍ ରେ କୋଚ୍ ଥିଲେ , ଓ ବହୁତଥର କମେଣ୍ଟେଟର୍ ଭାବେ ନଜର ଆସିଥିଲେ ,

Leave a Reply

Your email address will not be published. Required fields are marked *