March 29, 2024

Odia Express

News For Public

ବାହାଘର ମଝିରେ ମଣ୍ଡପ କୁ ପଶିଆସିଲେ ପୁଅ ର ପୁରୁଣା ପ୍ରେମିକ ,ସମସ୍ତଙ୍କ ଆଗେ କରିଲେ ଏଭଳି କାମ ଯେ ସମସ୍ତେ ଦେଖିକି ଚକିତେ ହେଇଗଲେ..

ବହୁତଥର ମଣିଷ ଜୀବନରେ ଗୋଟେ ରୁ ଅଧିକା ରିଲେସନସିପ୍ ହୋଇଯାଇଥାଏ , ଓ ଯେବେ ସେ ସେହି ପରସ୍ପର ମଧ୍ୟରେ ହଜି ଯାଆନ୍ତି ତେବେ ବହୁତ ହଇରାଣ ହୋଇଥାନ୍ତି , ଓ ଏହିଥର ଏହାକୁ ମନା ବି କରାଯାଈପାରିବ ନାହିଁ , ଏମିତି କିଛି ହରିଦ୍ୱାରର ପାଖରେ ଥିବା ଗାଁରେ ରହୁଥିବା ଯୁବକଙ୍କ ସହ ହୋଇଥିଲା , ତାଙ୍କର ବାହାଘର ବିକାଶ ନଗରରେ ରହୁଥିବା ଏକ ଝିଅ ସହ ଠିକ୍ ହେଲା , ଓ ବରଯାତ୍ରୀ ବଡ ଧୁମ୍ ଧାମରେ ସେଠାରେ ପହଞ୍ଚିଥିଲେ । ସବୁ କିଛି ଠିକ୍ ହୋଇଥିଲା କିନ୍ତୁ ତେବେ ଅଚାନକ ବରର ପୁରୁଣା ଗାର୍ଲଫ୍ରେଣ୍ତ ସେଠାରେ ଆସି ପହଞ୍ଚିଲା , ବରର ଗାର୍ଲଫ୍ରେଣ୍ତ ଆସି ବରକୁ ବହୁତ ପିଟିଥିଲା ।

 

ଝିଅଟି ଆରୋପ ଲଗାଇଥିଲା କି ଯେଉଁ ବର ଏବେ ବାହା ହେବାକୁ ଯାଉଛି ସେ ତାର ପୁରୁଣା ବୟଫ୍ରେଣ୍ତ ଅଟେ , ଓ ସେ ବାହାଘର ହେବ ବୋଲି କହି ବହୁତଥର ସମ୍ପର୍କ ରଖିଥିଲା , ଓ ଯେବେ ବାହାଘର କଥା ଆସିଲା ତେବେ ସେ ଅନ୍ୟ ଏକ ଝିଅ ଖୋଜିବାକୁ ଚାଲିଗଲା,  ରାଗରେ ଆସି ତାର ଗାର୍ଲଫ୍ରେଣ୍ତ ବରକୁ ବହୁତ ପିଟିଥିଲା ।

 

ଯୁବତୀ ଜଣଙ୍କ ବର ଉପରେ ନିଜକୁ ପିଟିବା , ଜବରଦସ୍ତ କରିବା ଓ ପ୍ରତାଡନା କରିବା ବହୁତ ଗମ୍ଭୀର ଆରୋପ ଲଗାଇଥିଲେ , ଯାହାପରେ ବହୁତ ଅସୁବିଧା ବଢିଥିଲା , ଓ ଏମିତିରେ ଯୁବକ ପାଖରେ ନିଜ ଦୋଷ ଛଡାଇବାରେ କୌଣସି ଉତ୍ତର ନଥିଲା ଏମିତି ମାମଲା ପୋଲିସ୍ ଙ୍କ ପାଖରେ ପହଞ୍ଚିଲା , ଓ ପୋଲିସ୍ ମଉକାରେ ପହଞ୍ଚିକରି ପୁଅକୁ ଗିରଫ କଲେ , ଓ ଉଚିତ୍ କାର୍ଯ୍ୟନୁଷ୍ଠାନ ନେଇଥିଲେ , ଝିଅଟି କହିବା କଥା କି ତାଙ୍କ ସଂମ୍ପର୍କର ବହୁତ ଦିନ ହୋଇଯାଈଛି, ଓ ସେ ବିଶ୍ୱାସ କରିନଥିଲେ କି ତାଙ୍କ ସଂମ୍ପର୍କର ଏପରି କିଛି ଭାବିନଥିଲେ , ଏବେ ପର୍ଯ୍ୟନ୍ତ ପୁଅର ଘର ଲୋକେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।

 

 

Leave a Reply

Your email address will not be published. Required fields are marked *