ଏହି ଝିଅ ର ପ୍ରେମରେ ପାଗଳ ଅଟନ୍ତି ଯୁବ କ୍ରିକେଟର ରିଷଭ ପନ୍ଥ – ନାମ ଜାଣିଲେ ଆପଣ ମଧ୍ୟ ଚମକି ପଡିବେ..

ଟିମ୍ ଇଣ୍ତିଆର ଯୁବା କ୍ରିକେଟିୟର୍ ରିଷଭ ପନ୍ଥ ଆଜି କାଲି ବହୁତ ଚର୍ଚ୍ଚାରେ ଅଛନ୍ତି । ଶିଖର ଧବନ ଆଘାତ ପାଇବାପରେ ଯୁବା ଉଇକେଟ୍ କିପର୍ –ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କୁ ୱାର୍ଲଡ କପ୍ ଖେଳିବାର ମଉକା ମିଳିଯାଈଛି, ୱାର୍ଲଡକପ୍ ରେ ପନ୍ଥଙ୍କ ଏଣ୍ଟ୍ରିକୁ ନେଇ ବହୁତ ଲୋକେ ଖୁସି ଜାହିର୍ କରିଛନ୍ତି , ପନ୍ଥଙ୍କ ବିସ୍ପୋରକ ବ୍ୟାଟିଙ୍ଗ୍ ବିଷୟରେ ଆପଣମାନେ ବହୁତ ଶୁଣିଥିବେ କିନ୍ତୁ ରିଷଭ ପନ୍ଥଙ୍କ ବ୍ୟକ୍ତିଗତ ଜୀବନରେ କଥା କହିଲେ ତାଙ୍କର ଏକ ସୁନ୍ଦର ଗାର୍ଲଫ୍ରେଣ୍ତ ଅଛି ।

 

ପ୍ରଥମଥର ୱାର୍ଲଡ୍ କପ୍ ରେ ପ୍ରବେଶ କରିବାପରେ ରିଷଭ ପନ୍ଥ କିଛି ଦିନ ପୂର୍ବରୁ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏକ ଫଟୋ ସେୟାର୍ କରିଥିଲେ,  ସେହି ଫଟୋରେ ତାଙ୍କର ନିଜର ଗାର୍ଲଫ୍ରେଣ୍ତ ପ୍ରଥମଥର ନଜର ଆସିଥିଲେ , ପନ୍ଥଙ୍କ ସହ ନଜର ଆସୁଥିବା ଏହି ଝିଅଙ୍କ ନାଁ ଇଶା ନେଗୀ ଅଟେ , ପନ୍ଥଙ୍କ ସହ ରିଲେସନସିପ୍ ହେବାପରେ ବି କମ୍ ଲୋକ ତାଙ୍କ ବିଷୟରେ ଜାଣନ୍ତି ।

 

ଇଶା ନେଗୀ ଉତ୍ତରାଖଣ୍ତରୁ ଅଟନ୍ତି, ସେ ନିଜ ଗ୍ଲାମରର୍ସ ଅନ୍ଦାଜ ପାଇଁ ଇନଷ୍ଟାଗ୍ରାମରେ ବହୁତ ଫେମସ୍ ହୋଇଛନ୍ତି , ଇଶା ନିଜ କମାଲ୍ ର ଡ୍ରେସିଙ୍ଗ୍ ସେନ୍ସ ପାଇଁ ବଲିଉଡ୍ ର ବହୁତ ଅଭିନେତ୍ରୀଙ୍କୁ ପଛରେ ପକାଇଦେଇଛନ୍ତି , ନିଜ ଇନଷ୍ଟାଗ୍ରମ ଏକାଉଣ୍ଟରେ ନିଜ ଟ୍ରାଡିସନାଲ୍ ଲୁକ୍ ରୁ ନେଇ ୱେଷ୍ଟର୍ଣ୍ଣ କପଡାରେ ସୁନ୍ଦର ନଜର ଆସନ୍ତି , ଏବେ ମଡେଲିଙ୍ଗ୍ ତାଙ୍କର ବିଲକୁଲ୍ ମନ ନାହିଁ ।

 

ଏହି ବର୍ଷ ଜାନୁୟାରୀକୁ ରିଷଭ ନିଜ ଇନଷ୍ଟାଗ୍ରାମ ଏକଉଣ୍ଟରେ ଇଶାଙ୍କ ଫଟୋ ସେୟାର୍ କରୁଥିବାବେଳେ ଲେଖିଥିଲେ କି ମୁଂ କେବଳ ତୁମକୁ ଖୁସି ରଖିବାକୁ ଚାହେଁ , କାରଣ ତୁମ କାରଣ ପାଇଁ ମୁଁ ଖୁସିରେ ଅଛି  ,ଏହା ଛଡା ଇଶା ନିଜ ଇନଷ୍ଟାଗ୍ରାମରେ କ୍ୟାପସନ୍ ଦେଇଥିଲେ କି ମାଇ ମ୍ୟାନ୍ , ମାଇ ସୋଲ୍ ମେଟ୍ , ମାଇ ବୟଫ୍ରେଣ୍ତ , ଦି ଲଭ ଅଫ୍ ମାଇ ଲାଇଫ୍ ରିଷଭ ପନ୍ଥ ।

 

ଇନଷ୍ଟାଗ୍ରମ ପ୍ରୋଫାଇଲ୍ ମୁତାବିକ ଇଶା ଇଣ୍ଟରପ୍ରେନୋର୍ ଓ ଇନଟେରିୟର୍ ଡେକୋର୍ ରେ ଡିଜାଇନର୍ ଅଛନ୍ତି , ଏମିଟିରେ ପଢୁଛନ୍ତି , ଏବେ ନୋଏଡା ସ୍ଥିତ ଏମିଟିରେ ସେ ଇଂରାଜୀ ସାହିତ୍ୟ ଉପରେ ଗ୍ରାଜୁଏସନ୍ କରୁଛନ୍ତି , ଏହା ସହ ଇଶା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଲେଖିଥିଲେ କି ଇଣ୍ଟେରିୟର ଡିଜାଇନିଙ୍ଗ୍ କ୍ଷେତ୍ରରେ ସେ କାମ କରିବେ ଖୁବ୍ ଶିଘ୍ର ।

Leave a Reply

Your email address will not be published. Required fields are marked *