April 16, 2024

Odia Express

News For Public

ଫିଲ୍ମରେ ସଫଳତା ପାଇବା ପାଇଁ ଏହି ହିରୋ ମାନେ ବଦଳାଇଦେଇଥିଲେ ନିଜ ନାମ – ପ୍ରଭାସ ଓ ସଲମାନ ଙ୍କ ଅସଲି ନାମ ଜାଣିଲେ ଆପଣ ହସି ହସି ଗଡିବେ..

ବଲିଉଡ୍ ରେ କାମ କରିବା ଇଚ୍ଛା କାହାର ବା ନଥାଏ , କିନ୍ତୁ ସମସ୍ତଙ୍କୁ ଏହି ମଉକା ମିଳିପାରେନା , ଏମିତି ଜରୁରୀ ନୁହେଁ କି ଯଦି ମଉକା ମିଳିଯାଏ ତେବେ ସଫଳତା ମିଳିଯିବ , ଫିଲ୍ମରେ କାମ କରି ଦର୍ଶକମାନଙ୍କୁ ନିଜ ହୃଦୟରେ ରଖିବାର କଳା କାହାକୁ ମିଳିପାରିନଥାଏ , କିନ୍ତୁ କିଛି କଳାକାର ଅଛନ୍ତି ଯାହାଙ୍କ ମଧ୍ୟରେ ସେହି ଦକ୍ଷତା ଥିଲା,  ଏମାନେ ନିଜ ଲୋକପ୍ରିୟତା ବଢୁଥିବାର ଦେଖି ନିଜ ନାଁ ବଦଳାଇଦେଇଥିଲେ ।

 

ମିଥୁନ ଚକ୍ରବର୍ତ୍ତୀ : ବଲିଉଡ୍ ରେ ଡ୍ୟାନ୍ସର କିଙ୍ଗ୍ ମିଥୁନ୍ ଚକ୍ରବର୍ତ୍ତୀ ଫିଲ୍ମରୁ ଆସିବାପୂର୍ବରୁ ନକ୍ସଲୀଙ୍କ ସହ କାମ କରିଥିଲେ , ତାଙ୍କର ନାଁ ଗୌରାଙ୍ଗ ଚକ୍ରବର୍ତ୍ତୀ ଅଟେ , କିନ୍ତୁ ଫିଲ୍ମରେ ଆସିବାପରେ ସେ ନିଜ ନାଁ ମିଥୁନ୍ ଚକ୍ରବର୍ତ୍ତୀ ରଖିଥିଲେ ।

 

ଅମିତାଭ ବଚ୍ଚନ : ସଦୀର ମହାନାୟକ ଭାବେ ଜଣାଯାଉଥିବା ଅଭିନେତା ଅମିତାଭ ବଚ୍ଚନଙ୍କ ଅସଲି ନାଁ ଇନକଲାବ ଶ୍ରୀବାସ୍ତବ ଅଟେ , କିନ୍ତୁ ଫିଲ୍ମରେ ଆସିବାପରେ ସେ ବିଗ୍ ବି ମାନେ ଅମିତାଭ ବଚ୍ଚନଙ୍କ ନାଁରେ ଜଣାଗଲେ ।

 

ପ୍ରଭାସ : ଫିଲ୍ମ ବାହୁବଳୀର ଦ୍ୱାରା ଲୋକପ୍ରିୟତା ହାସିଲ୍ କରିଥିବା ଭେଙ୍କୟା ସତ୍ୟନାରାୟଣ ପ୍ରଭାସ ରାଜୁ ଉପଲ୍ଲାପତି ଅଟନିତ୍ , କିନ୍ତୁ ସେ ନିଜ ନାଁ ପ୍ରଭାସ ରଖିଥିଲେ ।

 

ଗୋବିନ୍ଦା : ଫିଲ୍ମରୁ ନିଜ ଡ୍ୟାନ୍ସ ଓ କମେଡି ଦ୍ୱାରା ଲୋକଙ୍କ ଦ୍ୱାରା ପରିଚିତ ହୋଇଥିବା ଗୋବିନ୍ଦାଙ୍କ ଅସଲି ନାଁ ଗୋବିନ୍ଦା ଆହୁଜା ଅଟେ , ସେ ବିହାରରୁ ବାସିନ୍ଦା ଅଟନ୍ତି । ସେ ନିଜ ନାଁ ଫିଲ୍ମରେ ଆସିବା ପୁର୍ବରୁ ବଦଳାଇଦେଇଥିଲେ ।

 

ଜନ୍ ଆବ୍ରାହମ୍ : ଫିଲ୍ମରେ ବଡି ଓ ସ୍ମାଇଲ୍ ପାଇଁ ଜଣାଯାଉଥିବା ଜନ୍ ଆବ୍ରାହମ୍ ଏବେ ବହୁତ ସଫଲ ଅଭିନେତା ଅଟନ୍ତି , କିନ୍ତୁ କହିବାକୁ ଗଲେ ତାଙ୍କର ଅସଲି ନାଁ ଫରହାନ ଅବ୍ରାହମ୍ ଅଟେ ।

 

ଜନି ଲିଭର : କମେଡି କିଙ୍ଗ୍ ଜନି ଲିଭରଙ୍କ ଅସଲି ନାଁ ଜନ୍ ପ୍ରକାଶ ରାଓ ଜାନୁମଲା ଅଟେ ।

 

ଟାଇଗର୍ ଶ୍ରଫ୍ : କହିଦେବୁ କି ନିଜ ଫିଲ୍ମରେ ଆକ୍ସନ ଓ ଡ୍ୟାନ୍ସର ତଡକା ଲଗାଉଥିବା ଅଭିନେତା ଟାଇଗରଙ୍କ ଅସଲି ନାଁ ହେମନ୍ତ ଶ୍ରଫ୍ ଅଟେ ।

 

ସଲମାନ ଖାଁ : ଆପଣଙ୍କୁ କହିଦେବୁ କି ସଲମାନ ବହୁତ ଚର୍ଚ୍ଚିତ ଅଭିନେତା ଅଟନ୍ତି , କିନ୍ତୁ ଫିଲ୍ମରେ ଆସିବା ପୂର୍ବରୁ ତାଙ୍କ ନ୍ଁ ଅବଦୁଲ୍ ରାସିଦ୍ ସଲିମ୍ ସଲମାନ ଥିଲା ।

 

ସନି ଦେଓଲ : ପଞ୍ଜାବର ଶାନ୍ କୁହାଯାଉଥିବା ସନିଦେଓଲ ଏବେ ବହୁତ୍ ଫିଲ୍ମରେ କାମ୍ କରିସାରିଛନିତ୍ , ଓ ଏବେ ସେ ପଞ୍ଜାବର ଗୁରୁଦାସପୁରରେ ସାଂସଦ ଅଛନ୍ତି ,ଭାଜପା ଏହି ଲୋକସଭାରେ ତାଙ୍କୁ ଟିକେଟ୍ ଦେଇଥିଲେ । ତାଙ୍କ ଅସଲ ନ୍ଁ ଅଜୟ ସିଂ ଅଟେ ।

Leave a Reply

Your email address will not be published. Required fields are marked *