ବଲିଉଡ୍ ର ଏହି ହିରୋଇନ ହେଲେ ସବୁଠାରୁ ଧନୀ , ଘରେ ଅଛି ୩୦ କୋଟିର ପ୍ରାଇଭେଟ୍ ଜେଟ୍ ଓ ୧୦୦ କୋଟିର ଗାଡି..ଦେଖନ୍ତୁ କିଏ ସେ ହିରୋଇନ..

ଏକ ଭଲ ସ୍ଥାନ ପାଇବାକୁ ସମସ୍ତେ କଡା ପରିଶ୍ରମ କରିଥାନ୍ତି , ବହୁତ କମ୍ ଲୋକେ ଅଛନ୍ତି ଯେଉଁମାନେ କିଛି କାମ ନକରି ବସିକରି ସଫଳତା ପାଇଯାଆନ୍ତି , ବଲିଉଡ୍ ରେ ଏମିତି ବହୁତ ଅଭିନେତ୍ରୀମାନେ ଅଛନ୍ତି ଯାହାଙ୍କ ପାଖରେ ସୁନ୍ଦରତା ସହ ଟ୍ୟାଲେଣ୍ଟ ବି ଥାଏ , ଏହି ଅଭିନେତ୍ରୀଙ୍କ ଅଭିନୟ ଦର୍ଶକମାନେ ବହୁତ ପସନ୍ଦ କରନ୍ତି , ଏବେ ସେହି ଅଭିନେତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିନୟ ବଳରେ ଲୋକେ ତାଙ୍କୁ ଜାଣିବାକୁ ଲାଗିଲେଣି । ସେମିତି କହିବାକୁ ଗଲେ ବଲିଉଡ୍ ରେ ସ୍ଥାନ ପାଇବା ଏତେ ସହଜ ହୋଇନଥାଏ । ବହୁତ କଡା ପରିଶ୍ରମ କରିବାପରେ ହିଁ ଅଭିନେତ୍ରୀମାନେ ବଲିଉଡ୍ ରେ ଏକ ସଫଳ ସ୍ଥାନର ଅଧିକାରିଣୀ ହୋଇପାରନ୍ତି , ଆମେ ଆଜି କଥା ହେଉଛେ ସନି ଲିଓନିଙ୍କ ବିଷୟରେ , ଯିଏ ଏବେ ବଲିଉଡ୍ ରେ ଟପ୍ ହିରୋଇନ୍ ଲିଷ୍ଟରେ ଅଛନ୍ତି । ଆଜି ତାଙ୍କ ନାଁ ସବୁଠାରୁ ଧନୀ ଅଭିନେତ୍ରୀଙ୍କ ସହ ସାମିଲ୍ ଅଛି ।

 

ବିଗ୍ ବସ୍ ତାଙ୍କ ଜୀବନ ପୁରା ବଦଳାଇଦେଲା , ବିଗ୍ ବସ୍ ପରେ ସେ ଫିଲ୍ମରେ କାମ କରିବା ପାଇଁ ଅଫର୍ ଆସିଲା , ସନି ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ୨୦୧୨ ରେ ଫିଲ୍ମ ଜିସ୍ମରୁ କରିଥିଲେ,  ଏହାପରେ ସେ ରାଗିନି ଏମ୍ ଏମ୍ ଏସ୍ ୨ ରେ ଓ ଏଲ ପହେଲି ଲୀଲା, ୱାନ୍ ନାଇଟ୍ ଷ୍ଟାଣ୍ତ ଆଦି ଫିଲ୍ମରେ ନଜର ଆସିଥିଲେ , ସେମିତି ତାଙ୍କ ଫିଲ୍ମ ଗୁଡିକ ଫ୍ଲପ୍ ରହିଥିଲା , କିନ୍ତୁ ଏହି ଫିଲ୍ମରେ କାମ କରିବାପରେ ସେ ଷ୍ଟାର୍ ହୋଇଗଲେ ।

 

ଆଜି ଆଇଟମ୍ ନମ୍ବର ପାଇଁ ସନି ଡାଇରେକ୍ଟରଙ୍କ ପ୍ରଥମ ପସନ୍ଦ ଅଟନ୍ତି  ଆଇଟମ୍ ନମ୍ବର କଥା କହିଲେ ସେ ଏବେ ପର୍ଯ୍ୟନ୍ତ ଲୈଲା ହୋ ଲୈଲା , ପିଙ୍କ୍ ଲିପ୍ସ, ଦେଶି ଲୁକ୍ ପାନି ବାଲା ଡ୍ୟାନ୍ସ ପରି ଗୀତ କରି ଲୋକପ୍ରିୟତା ହାସିଲ୍ କରିଥିଲେ , ଓ ଏହି ଗୀତ ଗୁଡିକ ପାଇଁ ସେ ବଲିଊଡ୍ ରେ ଟପ୍ ଅଭିନେତ୍ରୀ ହୋଇପାରିଥିଲେ ।

 

ଆଜି ସନୀ ନିଜ ଜୀବନରେ ବହୁତ କିଛି ହାସିଲ୍ କରିଛନ୍ତି , ଯାହାର ସ୍ୱପ୍ନ ଏକ ସାଧାରଣ ଝିଅ ଦେଖିଥାଏ , ସନି ନିଜ ସ୍ୱାମୀ ଡ୍ୟାନିଏଲ୍ ବେବର୍ ଓ କୋଳାଇନେଇଥିବା ଝିଅ ସହ ଏବେ ଖୁସିରେ ଜୀବନ କାଟୁଛନ୍ତି , ସନି ପ୍ରାୟ ୪୦୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି , ତାଙ୍କ ପାଖରେ ପ୍ରାୟ ୧୦୦ କୋଟି ଗାଡି କଲେକ୍ସନ ଅଛି , ଏହି କାରଣରୁ ସନି ଆଜି ବଲିଉଡ୍ ର ସବୁଠାରୁ ଧନୀ ଅଭିନେତ୍ରୀ ହୋଇପାରିଛନ୍ତି ।

Leave a Reply

Your email address will not be published.