ଗଙ୍ଗା ଠାରୁ ଅଧିକ ପବିତ୍ର ହୋଇଥାନ୍ତି ଏହି ୨ ଟି ରାଶିର ଝିଅ ମାନେ – କେବଳ ଭାଗ୍ୟବାନ ଲୋକଙ୍କୁ ମିଳିଥାଏ ଏମାନଙ୍କ ସାଥ୍..ଦେଖନ୍ତୁ କେଉଁ ରାଶି ସାମିଲ ଅଛି..

କୁହାଯାଏ କି ସଚ୍ଚା ପ୍ରେମ କାହାକୁ ମିଳିପାରିନଥାଏ , ଓ ଯାହାକୁ ବି ମିଳିଯାଏ ତାର ଜୀବନ ବଦଳିଯାଏ । ଏହି କାରଣରୁ ବ୍ୟକ୍ତି ସଚ୍ଚା ପ୍ରେମରେ ଲାଗିପଡେ , ସମସ୍ତେ ଚାହଁନ୍ତି କି ତାର ଜୀବନରେ କେଉଁ ଏମିତି ବ୍ୟକ୍ତି ଆସୁ ଯିଏ କି ତାହାଙ୍କୁ ବହୁତ ଭଲ ପାଇବା ଦିଅନ୍ତୁ , କିନ୍ତୁ ବହୁତଥର ଦେଖାଯାଇଛି , ଲୋକଙ୍କୁ ପ୍ରେମ ମିଳିପାରେ ନାହିଁ  କିନ୍ତୁ ଅଧିକାଂଶ ଲୋକଙ୍କୁ ଭଲ ପାଇବା ଠିକ୍ ଭାବେ ମିଳିପାରେ ନାହିଁ , ଓ ଧୋକା ପାଇଥାନ୍ତି , ଆମର ଶାସ୍ତ୍ରରେ କିଛି ଝିଅମାନଙ୍କୁ ଗଙ୍ଗା ପରି ପବିତ୍ର ବୋଲି କୁହାଯାଇଛି, ସେମାନେ କେବେ ହେଲେ ବି ନିଜ ପ୍ରେମରୁ ଦୁରେଇ ରହିପାରନ୍ତି ନାହିଁ । ଆମ ଜ୍ୟୋତିଷ୍ୟ ଶାସ୍ତ୍ରରେ ଏମିତି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଆଲୋଚନା କରାଯାଇଛି, ଯାହା ବିଷୟରେ ଆପଣ ପତ୍ତା ଲଗାଇପାରିବେ , ଯେଉଁ ରାଶିର ଝିଅମାନେ ବହୁତ ହିଁ ସୌଭାଗ୍ୟଶାଳି ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ୨ ଟି  ରାଶି ବିଷୟରେ ।

କୁମ୍ଭ ରାଶି : କୁମ୍ଭ ରାଶିର ଝିଅମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ । କାରଣ ସେମାନେ କେବେ କାହାକୁ ଧୋକା ଦିଅନ୍ତି ନାହିଁ , ଓ ଯେତେ ବାଧା ବିଘ୍ନ ଆସିଲେ ବି ସେମାନେ ନିଜ ପ୍ରେମରୁ ଅଲଗା ହୋଇନଥାନ୍ତି , ଯାହାର କାରଣାରୁ ଜ୍ୟୋତିଷ୍ୟ ଶାସ୍ତ୍ରରୁ ବି ଏହି ରାଶିର ସ୍ତ୍ରୀମାନଙ୍କର ବିଷୟରେ ଗଙ୍ଗାଙ୍କ ପରି ପବିତ୍ର ବୋଲି କୁହାଯାଈଛି , ଏହା ଛଡା କୁମ୍ଭ ରାଶିର ଝିଅ ବହୁତ ସୁନ୍ଦର ହୋଇଥାନ୍ତି ।

 

କୁମ୍ଭ ରାଶିର ଝିଅମାନେ ନିଜ ପାର୍ଟନର୍ ମାନଙ୍କୁ ବହୁତ ଅଧିକା ଭଲ ପାଆନ୍ତି , ଓ ସେମାନଙ୍କୁ ପାଇବା ପାଇଁ ସେମାନେ ଯଥା ସମ୍ଭବ କାମ କରିପାରିବେ , ସେମାନେ ନିଜ ପାର୍ଟନରଙ୍କ ପାଇଁ ବହୁତ ଅଧିକା ବିଶ୍ୱସ୍ତ ହୋଇଥାନ୍ତି , ଏହି ରାଶିର ଝିଅ ସବୁଠାରୁ ଭଲ ହୋଇଥାନ୍ତି , ଏହା ସହ ଏହି ରାଶିର ମହିଳାମାନଙ୍କ ଭାବନାଗୁଡିକ ସମୁଦ୍ର ପରି ଗଭୀର ହୋଇଥାଏ , ସେମାନେ ବହୁତ ଭାବୁକ ହୋଇଥାନ୍ତି , ପ୍ରେମ କିମ୍ବା ବାହାଘର ଏମାନଙ୍କ ମନରେ ଆସିଲେ , ସେମାନେ ଏହି ସଂମ୍ପର୍କକୁ ଶେଷ ଯାଏଁ ନିଭାଇଥାନ୍ତି ।

 

କର୍କଟ ରାଶି : କର୍କଟ ରାଶିର ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏହି ରାଶିର ଝିଅ ନିଜ ପାର୍ଟନରଙ୍କୁ ବହୁତ ଅଧିକା ଭଲ ପାଇଥାନ୍ତି , ଓ କେବେ ବି ତାଙ୍କୁ ଧୋକା ଦିଅନ୍ତି ନାହିଁ , ସେଥିପାଇଁ କର୍କଟ ରାଶିର ଝିଅମାନଙ୍କୁ ପବିତ୍ର ବୋଲି ମାନିଥାନ୍ତି , ଯଦି କନ୍ୟା ଝିଅ ଆପଣଙ୍କ ଜୀବନରେ ଆସିଯାଏ । ତେବେ ସମାଜରେ ମାନ ସମ୍ମାନ ବଢିଯିବ , ଆପଣଙ୍କ ଜୀବନସାଥୀ ରୁ ପୂର୍ଣ୍ଣ ସୁଖ ପ୍ରାପ୍ତ ହୋଇଥାଏ , ଏହି ରାଶିର ଝିଅମାନଙ୍କର କେବେ ନିଜ ମତଲବ ପାଇଁ ଭାବନ୍ତି ନାହିଁ , ଏହି ରାଶିର ମହିଳାମାନେ ନିଜ ଜୀବନରେ ସବୁ ସଂମ୍ପର୍କକୁ ଇମାନଦାରୀ ସହ ନିଭାଇଥାନ୍ତି । ଯେବେ ତାଙ୍କ ଜୀବନ ସାଥୀଙ୍କ୍ କଥା ଆସେ , ସେ ତାଙ୍କୁ ଖୁସ୍ କରିବାପାଇଁ କିଛି ବି କରିପାରିବେ , ଏହା ସହ ସେ ନିଜ ସ୍ୱାମୀଙ୍କୁ ଶିଖରରେ ପହଞ୍ଚାଇବାପାଇଁ ସବୁ ଚେଷ୍ଟା କରିଥାନ୍ତି ।

Leave a Reply

Your email address will not be published.