April 20, 2024

Odia Express

News For Public

ଗୋଟେ କଦଳୀ ଉଡାଇଦେଲା ଜଣେ ମହିଳାଙ୍କ ହୋସ୍ , ଜାଣନ୍ତୁ ଏମିତି କଣ ହୋଇଥିଲା ତାଙ୍କ ସହ ପଢିଲେ ଆପଣ ମଧ୍ୟ ଚମକି ପଡିବେ..

ଏମିତି ଆପଣ ନିଜ ଜୀବନରେ ବହୁତ କଦଳି ଖାଈଥିବେ , ଏମିତିରେ ବହୁତ କମ୍ ଲୋକ ଜାଣିଥିବେ କି ଯାହାଙ୍କୁ କଦଳିର ସଠିକ୍ ଦାମ୍ ଜଣାଥିବ , ଅଧିକାଂଶ କଦଳି ଡର୍ଜନ ୨୦ ଟଙ୍କା ,୨୫ ଟଙ୍କା ,କିମ୍ବା ୩୦ ଟଙ୍କା ହୋଇପାରେ , କିନ୍ତୁ ଆଜି ଆମେ ଯେଉଁ କଦଳିର ଦାମ୍ କହିବାକୁ ଯାଉଛୁ , ତାହା ବିଷୟରେ ଜାଣିଲେ ଆପଣ ବି ବିଶ୍ୱାସ କରିପାରିବେ ନାହିଂ , ସେମିତି ଏହି ଦୁନିଆଁରେ ଏମିତି କେଉଁ ବ୍ୟକ୍ତିଥିବ , ଯିଏ କଦଳି ପାଇଁ ଦଶ, କୋଡିଏ , କିମ୍ବା ତିରିଶ୍ ଟଙ୍କା ଅଧିକା ଦେବାକୁ ପସନ୍ଦ କରିବ ।

 

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଆଜି ଯେଉଁ ଖବର ଆପଣଙ୍କୁ କହିଦେବୁ କି ଯାହା ଭାରତର ନୁହେଁ ବରଂ ବ୍ରିଟେନ୍ ର ଅଟେ , ବ୍ରିଟେନ୍ ର ନର୍ଟିଘମରେ ଜଣେ ମହିଳା ରହୁଥିଲେ , ଯିଏ ଅନଲାଇନ୍ ରେ କେବଳ ଗୋଟିଏ କଦଳିର ଅର୍ଡର ଦେଇଥିଲେ । ସେହି ସମୟରେ ମହିଳାଙ୍କୁ ଅଚାନକ କଦଳି ଖାଇବାକୁ ଇଚ୍ଛା ହେଲା , ଯାହା ପରେ ସେ ଅନଲାଇନ୍ ରୁ ସୁପରମାର୍କେଟ୍ ରୁ କଦଳୀ କିଣିଥିଲେ । ଆପଣଙ୍କୁ କହିଦେବୁ କି ଏହି ମହିଳାଙ୍କ ନାଁ ବବି ଗାର୍ଡନ ଅଟେ , ଆପଣଙ୍କୁ କହିଦେବୁ କି ଯେବେ ସେ ଅନଲାଇନ୍ ରେ ଏହି କଦଳି ଅର୍ଡର କରିଥିଲେ ତେବେ ଏହି କଦଳୀର ଦାମ୍ ଅଧିକା ପାଉଣ୍ତ ଥିଲା ।

 

ଏବେ ଏହି କଥା ସତ ଯେ ଯେବେ କେଉଁ ବ୍ୟକ୍ତି ଯଦି ଅନଲାଇନ୍ ରୁ କୌଣସି ଜିନିଷ ଅର୍ଡର କରିବ ତାହାର ଦାମ୍ କିପରି ପାଉଣ୍ତରୁ ଅଧିକା ହୋଇପାରିବ , ଯେବେ ସେହି କଦଳି ମହିଳାଙ୍କୁ ଡେଲିଭରି ଦିଆଗଳା , ଏହା ଦାମ୍ ଦେଖିକରି ସେହି ମହିଳାଙ୍କ ହୋସ୍ ଉଡିଗଲା । ହଁ ଆଜ୍ଞା କହିଦେବୁ କି ସେ କେବଳ ସୁପରମାର୍କେଟ୍ ରୁ ଏହି କଦଳିର ଅର୍ଡର ଦେଇଥିଲେ , କିନ୍ତୁ ଯେବେ କଦଳିର ଡେଲିଭରି ମିଳିଲା ତାହାର ଦାମ୍ ଏତେ ଅଧିକା ଥିଲା କି ସେହି କଦଳିକୁ ବିକିଲେ ଗୋଟେ ଛୋଟ ଦୋକାନ କିଣିହୋଇପାରିବ ,

 

ଯେଉଁ ସମୟରେ ସେ ସେହି କଦଳୀର ଅର୍ଡର ଦେଇଥିଲେ ସେହି ସମୟରେ କଦଳିର ଦାମ୍ ୩ ପାଉଣ୍ତ ଥିଲା , ଆରମ୍ଭରୁ ଏହି କଦଳିର ଦାମ୍ ୧୦ ପାଉଣ୍ତରୁ କମ୍ ଥିଲା , ଏହାର ମତଲବ ଏହା କି ଡେଲିଭରି ସମୟରେ ଏହି କଦଳୀର ଦାମ୍ ବଢିକରି ୯୩୦ ପାଉଣ୍ତ ମାନେ ୮୭୦୦୦ ହଜାର ହୋଇଗଲା । ଏବେ ଆପଣ ନିଜେ ଭାବନ୍ତୁ ଏମିତିରେ ଏହି କଦଳିର ଦାମ୍ ଏତେ ଅଧିକା କିପରି ହୋଇପାରେ , ଏହି କଦଳୀକୁ ଖାଈବା ଅପେକ୍ଷା ସେ ଭୋକିଲା ରହିବାକୁ ପସନ୍ଦ କରିବ ।

 

ଆପଣ କେବେ ବି ଏମିତି ଅଧିକା ରେଟ୍ ବାଲା କଦଳୀ କେବେ ଶୁଣିନଥିବେ । ଆମେ ଜାଣିଛେ କି ଏବେ ବଜାରରେ ଦରଦାମ୍ ବୃଦ୍ଧି ଘଟିଛି , କିନ୍ତୁ ଏତେ ଅଧିକା ବଢିଯାଇଛି କି ଯାହା କେହି ସ୍ୱପ୍ନରେ ଭାବିବି ପାରିବେ ନାହିଁ , କହିଦେବୁ କି ଏହି କଦଳିର ଅସଲ ଦମ୍ ୧୧ ପ୍ୟାନ୍ସ ଅଟେ , ଓ ବବି ଏହାର ଫଟୋ ସୋସିଆଲ୍ ମିଡିଆରେ ଦେଇଛନ୍ତି , ଯେଉଁଥିରୁ ପ୍ରମାଣିତ ହେଉଛି କି ବବି ଯାହା କହୁଛନ୍ତି ତାହା ସତ ଅଟେ , ଏହି କଦଳିର ଅସଲ ଫଟୋ ଆପଣ ସୋସିଆଲ୍ ମିଡିଆରେ ଦେଖିପାରିବେ ,

ସେଥିପାଇଁ ଆମେ ସଚେତନ କରାଇଦେଉଛୁ କି ଯଦି କେଉଁ ଜିନିଷକୁ ଅନଲାଇନ୍ ଅର୍ଡର୍ କରୁଛନ୍ତି ତେବେ ପ୍ରଥମେ ତାର ଯାଞ୍ଚ କରିନିଅନ୍ତୁ , ତାପରେ ସେହି ଜିନିଷକୁ କିଣନ୍ତୁ ।

Leave a Reply

Your email address will not be published. Required fields are marked *