ସଂସଦର ସପଥ ସମୟରେ ଲାଗିଥିବା ଜୟ ଶ୍ରୀରାମ ନାରାକୁ ମହାରାଷ୍ଟ୍ରର ଅମରାବତୀରୁ ନେଇକରି ନିର୍ଦଳିୟ ସାଂସଦ ନବନିତ କୌର ରାଣା କହିଲେ କି ଏହା ଠିକ୍ ଜାଗା ନୁହେଁ ଏଥିପାଇଁ ମନ୍ଦିର ଅଛି , ସବୁ ଦେବତା ସମାନ ଅଟେ , କାହାକୁ ଆକ୍ଷେପ କରି କହିବା ଭୁଲ୍ ଅଟେ ।କହିଦେବୁ କି ସଂସଦରେ ସପଥ ଗ୍ରହଣ ସମୟରେ ସାସଂଦ ଜୟଶ୍ରୀରାମ ନାରା ଲଗାଇବାକୁ ନେଇକରି ନବନୀତ କୌର ରାଣା ଉପେକ୍ଷା କରିଛନ୍ତି । ୧୭ ତମ ଲୋକସଭାର ପ୍ରଥମ ସତ୍ତ୍ର ସୋମବାରକୁ ଆରମ୍ଭ ହୋଇଥିଲା । ସାଂସଦଙ୍କ ପଦ ଓ ଗୋପନିୟତା ସପଥ ଦିଆ ଗଲା , ସପଥ ସମୟରେ ବହୁତ ସାଂସଦ ଜୟ ଶ୍ରୀରାମ ନାରା ଲଗାଇବାକୁ ଲାଗିଲେ ।
କହିଦେବୁ କି ନବନୀତ କୌର ରାଣା ରାଜନୀତିରେ ପ୍ରଥମ ତେଲେଗୁ ଫିଲ୍ମରେ ଅଭିନେତ୍ରୀ ଥିଲେ , ଫିଲ୍ମ ଦୁନିଆଁ ଛାଡୀ ସେ ରାଜନୀତିରେ ଆସିଛନ୍ତି , ନବନୀତ କୌର ମହାରାଷ୍ଟ୍ରର ଅମରାବତୀ ରୁ ନିର୍ଦଲୀୟ ସାଂସଦ ହୋଇଛନ୍ତି , ଏହା ତାଙ୍କର ପ୍ରଥମ ନିର୍ବାଚନ ଥିଲା , ଏହି ମଧ୍ୟରେ ସେ ଜିତ୍ ଦର୍ଜ କଲେ , ଏନସିପି ସମର୍ଥନ ହାସିଲ୍ କଲେ ,
ଲୋକସଭା ନିର୍ବାଚନର ମହାରାଷ୍ଟ୍ରରେ ସେ ୪୮ ଟି ଲୋକସଭା ସିଟ୍ ରୁ ୪୧ ଟି ସିଟ୍ ରୁ ଏନ୍ ଡିଏ ଜିତ୍ ହାସିଲ୍ କଲେ , ମୋଦୀଙ୍କ ନାଁ ସବୁ ମଧ୍ୟରେ ନିର୍ଦଳୀୟ ହୋଇକରି ଜିତ୍ ହାସିଲ୍ କରିବା ବଡ କଥା ଅଟେ , ଶିବସେନାର ସାଂସଦ ଅଡସୁଲ ଆନନ୍ଦ ରାଓ ବିଠୋବା ୩୬୯୫୧ ଭୋଟ୍ ଅନ୍ତରାଳରେ ହରାଇଥିଲେ , ଏହି ନିର୍ବାଚନରେ ନବନିତ କୌର ରାଣା ୫୧୦୯୪୭ ଭୋଟ୍ ରୁ ଜିତି ଥିଲେ , ଯେବେ କି ଶିବସେନା ଅଡସୁଲ ଆନନ୍ଦରାଓ ବିଟୋବା କେବଳ ୪୭୩୯୯୬ ରୁ ସନ୍ତୋଷରୁ ଲାଗିବାକୁ ପଡିଲା ।