ଏଡସ୍ ଓ କ୍ୟାନସରର ରାମବାଣ ଚିକିତ୍ସା ଅଟେ ଏହି ଚମତ୍କାରୀ ଫଳ , ବୈଜ୍ଞାନିକ ମାନେ ଏହାକୁ ମାନିଲେ

ଏଡସ୍ ଓ କ୍ୟାନ୍ସରର ରାମବାଣ ଚିକିତ୍ସା ଅଟେ ଏହି ଫଳ , ବୈଜ୍ଞାନିକ ମାନେ ବି ଏହାକୁ ସ୍ୱୀକାର କରିଛନ୍ତି , ଆଜି କାଲି କର୍ମବ୍ୟସ୍ତ ଜୀବନରେ ବହୁତ ସାରା ଜୀନିଷକୁ ଧ୍ୟାନ ରଖିବାକୁ ପଡିଥାଏ , ଯେପରି କି ଆମର ସ୍ୱାସ୍ଥ୍ୟ ଶରୀର , ଆଜିର ଟେକ୍ନୋଲୋଜି ସମୟରେ ଏତେ ସମୟ କାହା ପାଖରେ ନାହିଁ , ଯାହାକି ସ୍ୱାସ୍ଥ୍ୟ ଉପରେ ଦାୟିତ୍ୱ ନେଇପାରିବେ , ଏହି ଟେନସନ୍ ରେ ଆମେ ମାନେ ଯୋଡି ହୋଇ ରହୁଛି , ଏମିତି ପ୍ରତିଦିନ କାର୍ଯ୍ୟର ସହ ନିଜ ସ୍ୱାସ୍ଥ୍ୟକୁ ଦାୟିତ୍ୱ ନେଇପାରିବେ ।ଆପଣଙ୍କୁ ଜଣାନାହିଁ କି ବିନା ବାୟ୍ୟାମ୍ ଓ କିଛି ନିଜର କାର୍ଯ୍ୟ ବିନା ଏହା ମୁସକିଲ୍ ଅଟେ , କିନ୍ତୁ ଏହା ଜରୁରୀ ଅଟେ , ଏହା ନିୟମିତ ରୁପେ କରିବା ଉଚିତ୍ , ଯେବେ ଆପଣ କେଉଁ ଜିମ୍ କିମ୍ବା ଏକ୍ସଟ୍ରା ୱାର୍କ କରନ୍ତି , ତେବେ ନିଜ ଖାଇବା ପିଇବାରେ ବି ଟିକେ ଧ୍ୟାନ ଦିଅନ୍ତୁ , ଯାହା ଦ୍ୱାରା ଆପଣ ବିଲକୁଲ୍ ସୁସ୍ଥ୍ୟ ରହିପାରିବେ , ଏବେ ଆମେ ଆପଣଙ୍କୁ ସୁସ୍ଥ୍ୟ ରହିବା ପାଈଁ କିଛି ସୁଚନା ଦେବାକୁ ଯାଉଛୁ , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

 

ଏହି ଚମତ୍କାରୀ ଫଳର ନାଁ ହେଲା ବେଶକ ନୋନୀ , ମୋରିଣ୍ତା ସିଟ୍ରୋଫୋଲିଆ ଏହାକୁ ଖାଇଲେ ଆପଣଙ୍କ ପାଖରେ କୌଣସି ରୋଗ ହେବ ନାହିଁ , ଏହା ନାନା ପ୍ରକାରର ରୋଗରୁ ବଞ୍ଚାଇଥାଏ , ଓ ଏହା କ୍ୟାନସର୍ ଓ ଏଡସ୍ ପରି ରୋଗରୁ ରକ୍ଷା କରିଥାଏ , ଅଧିକାଂଶ ଲୋକେ ଏହି ଫଳକୁ ବିଲକୁଲ୍ ଜାଣିନାହାନ୍ତି , କିନ୍ତୁ ଆପଣଙ୍କୁ ସୁସ୍ଥ୍ୟ ରହିବାକୁ ଏହା ଅଧିକା ଲାଭଦାୟକ ଅଟେ , ଏହା ସଞ୍ଜିବନୀ ବୁଟି ପରି ଅଟେ ।

 

ଏହା ମଧ୍ୟରେ କିଛି ଗୁଣ ଅଛି ,ଯାହା କେଉଁ ଅମୃତରୁ କମ୍ ନୁହେଁ , ଏହା ନଂପୁସକତା, ସ୍ତ୍ରୀମାନଙ୍କ ରୋଗ , ବାଞ୍ଜପଣ, ଆସ୍ତମା, ଗଣ୍ଠିବାତ ପରି ରୋଗ ପାଇଁ ଏହା ରାମବାଣ ଚିକିତ୍ସା ଅଟେ , ଓ ଏହା ଛଡା ତମାଖୁ, ଗୁଡଖା ପରି ନିଶାକୁ ଏହା ଦୂର କରିଥାଏ , ଆପଣ ଏହାର ନାଁ ଶୁଣିନଥିବେ କିନ୍ତୁ ଏହା ରୋଗ ସହ ଲଢେଇ କରିବାର ଶକ୍ତି ଅଛି, ଜଣେ ଶୋଧ କର୍ତ୍ତା ଏହା ସିଦ୍ଧ କରିଦେଖାଇଛନ୍ତି କି ଏହା ନୋନି ଫଳ ଏଡସ୍ ଓ କ୍ୟାନସର୍ ପାଇଁ ଲଢିବାରେ ସଫଳ ହୋଇଛି, ଏବେ ନୋନୀ ରହସ୍ୟମୟୀ ଚମତ୍କାରୀ ଗୁଣର ଖୁଲାସା ଭାରତୀୟ କୃଷି ଅନୁସନ୍ଧାନ ଏକ ସେମିନାର୍ ହୋଇଥିଲା , କୃଷି ବୈଜ୍ଞାନିକ ନୋନୀ କୁ ମାନବ ସ୍ୱାସ୍ଥ୍ୟ ପାଇଂ ପ୍ରକୃତିର ଏକ ଅନମୋଲ ବରଦାନ ଅଟେ ,

 

ପ୍ରାୟ ୯ ଟି ରାଜ୍ୟରେ ନୋନି ଫଳ ୬୫୩ ଏକର ଜାଗାରେ ଏହାର ଚାଷ ହୋଇଥାଏ , ଏହା ଓଡିଶା, ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ, ଆଣ୍ତାମାନ ନିକୋବର, ମହାରାଷ୍ଟ୍ର, ଆନ୍ଧ୍ର୍ ପ୍ରଦେଶ ସବୁ ମିଶାଇ ଚାଷ କରୁଛନ୍ତି , ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପୂର୍ବ ଚେୟାରମ୍ୟାନ୍ ଓ ୱାର୍ଲଡ ନୋନୀ ରିସର୍ଚ୍ଚ ଫାଉଣ୍ତଡେସନ୍ ର ଅଧ୍ୟକ୍ଷ୍ୟ ଡାକ୍ତର କିର୍ତ୍ତି ସିଂ କହିଲେ , ନୋନୀ ଫଳରେ ଭିଟାମିନ୍ , ଫୋଲିକ୍ ଏସିଡ୍, ଖଣିଜ ପଦାର୍ଥ, ପ୍ରୋଟିନ୍ ସହିତ ୧୬୦ ଟି ପୋଷକ ତତ୍ତ୍ୱ ଅଛି, ଏହି ପୋଷକ ତତ୍ତ୍ୱରେ ଉଚ୍ଚ ରକ୍ତାଚାପ , ହୃଦୟ , ମଧୁମେହ , ଗଣ୍ଠି ବାତ , ଥଣ୍ତା କାଶ ପରି ଅନେକ ରୋଗର ଔଷଧ ରୁପେ କାମ କରିଥାଏ ।

 

ସେ ଆଗକୁ କହିଲେ କି ଏହି ଫଳ ଏକ ଆଣ୍ଟି ଅକ୍ସିଡେଣ୍ଟ ପରି କାମ କରିଥାଏ , ଯଦି ଆରମ୍ଭରୁ ଏହାର ସେବନ କରାଯାଏ ତେବେ କ୍ୟାନସର୍ ହେବ ନାହିଁ , ଫାଉଣ୍ତଡେସନ୍ କ୍ୟାନ୍ସର ଓ ଏଡସ୍ ଉପରେ ନୋନିର ପ୍ରଭାବ ଉପରେ ଶୋଧ କରୁଛନ୍ତି ।

Leave a Reply

Your email address will not be published. Required fields are marked *