ଆମେ ସମସ୍ତ ଭାରତୀୟ ଘରେ ମୁଖ୍ୟ ରୁପରେ ଖାଇବାରେ ଚାଉଳକୁ ବେଶୀ ପସନ୍ଦ କରାଯାଏ , ସେମିତି ଆମେ ସମସ୍ତେ ଜାଣିଛେ କି ଭାରତୀୟ ଖାଇବାରେ ଏକ ପ୍ରମୁଖ ଖାଦ୍ୟ ହୋଇସାରିବା ପରେ ବି ଆମେ ଚାଉଳ ବିଷୟରେ କିଛି ବିଶେଷ କଥା ବିଷୟରେ ଜାଣିନଥାଉ , ହଁ ଆଜ୍ଞା ଆମେ ସମସ୍ତେ ଏହା ଜାଣିଛେ କି ଚାଉଳ ଆମ ମୋଟାପା ଦୂର କରିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଚାଉଳ ବିଷୟରେ କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଶୁଣିନଥିବେ , ଆଜି ଆମେ ଆପଣଙ୍କୁ ଚାଉଳର କିଛି ବିଶେଷ ଗୁଣ ବିଷୟରେ କହିବାକୁ ଯାଉଛୁ , ଯାହା ଶରୀର ପାଇଁ କ୍ଷତି କାରକ ନୁହେଁ ବରଂ ଲାଭକାରୀ ହୋଇଥାଏ । ଖରା ଦିନରେ ଯଦି ପୁରି ଜାଗାରେ ଚାଉଳ ଭାତ ଖାଇଲେ ଏହା ବହୁତ ସ୍ୱାସ୍ଥ୍ୟକର ହୋଇଥାଏ , କିନ୍ତୁ ଏହା ସତ୍ତ୍ୱେ ଲୋକ ମନରେ ଚାଉଳକୁ ନେଇକରି ଭୁଲ୍ ଧାରଣା ରହିଥାଏ , ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇଯାଏ ,
ସେମିତି କି ଆମେ ସମସ୍ତେ ଜାଣିଛେ କି ଦୁନିଆଁରେ ଏକ ବଡ ଭାଗ ଚାଉଳ ଉପରେ ନିର୍ଭର କରିଥାଏ , ଏଥିପାଇଁ ଆମେ ଆପଣଙ୍କୁ ଆଜି କହିବୁ ଚାଉଳର ଭାତ ଖାଇଲେ କଣ ମୁଖ୍ୟ ଫାଇଦା ହୋଇଥାଏ । ଚାଉଳରେ ଭିଟାମିନ୍ ଓ ମିନେରାଲ୍ସ ମିଳିଥାଏ , ଯାହା ପେଟ ଖରାପ ହେଲେ ଓ ପତଳା ଝାଡା ହେଲେ ଚାଉଳ ଖାଈବାକୁ କୁହାଯାଏ , କିନ୍ତୁ ଏହି ବ୍ରାଉନ୍ ରାଇସ୍ ସେବନ କରିବା ସ୍ୱାସ୍ଥ୍ୟ ହିସାବରେ ଭଲ ହୋଇଥାଏ , ବ୍ରାଉନ୍ ରାଇସ୍ କିନ୍ତୁ ଡାଇବେଟିଜ୍ ଓ ଆସ୍ତମା ରୋଗୀଙ୍କ ପାଇଁ ହିତକର ନୁହେଁ , ଚାଊଲକୁ ଖାଇଲେ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା ଯୋଗାଇ ଥାଏ । ଚାଉଳ ଖାଇଲେ ଶରୀରକୁ ଏନର୍ଜୀ ମିଳିଥାଏ ।
ଏହା ଶରୀରକୁ କାର୍ବୋହାଇଡ୍ରେଡ୍ ମିଳିଥାଏ , ଯେଉଁଥିରେ ବ୍ରେନ୍ ଭଲ ଭାବେ କାମ କରିଥାଏ , ଏହକୁ ଖାଇଲେ ଶରୀର୍ ଆକ୍ଟିଭ୍ ରହିଥାଏ , ଚାଉଳକୁ ସେବନ ଗରମ ଦିନରେ କରିବା ଉଚିତ୍ , କାରଣ ଏହାକୁ ଖାଈଲେ ଶରୀରକୁ ଥଣ୍ତା ମିଳିଥାଏ , ରାତିରେ ଚାଉଳର ଡାଲି ସହ ଖାଇଲେ ଆପଣ ପେଟରେ ପାଚନ କ୍ରିୟା ନିୟନ୍ତ୍ରିତ ରହିଥାଏ , ଲେପ୍ଟିନ୍ କାର୍ଯ୍ୟକ୍ଷମତା ବଢାଇବାରେ କାମ କରିଥାଏ , ଯେଉଁଥିରେ ଓଜନ ନିୟନ୍ତ୍ରିତ ରହିଥାଏ । ଚାଉଳକୁ ଭଲ୍ ମାତ୍ରାରେ ଖାଇଲେ କାର୍ବୋହାଇଡ୍ରେଡ୍ ମିଳିଥାଏ , ଯାହାକି ଶରୀରରେ ଉର୍ଜା ବଢାଇବା କାମ କରିଥାଏ , ଏହି ଉର୍ଜା ଶରୀରର ସବୁ ଭାଗକୁ ମିଳିଥାଏ , ମସ୍ତିଷ୍କ ଏହି ଉର୍ଜାକୁ ଶରୀରରେ ସଂଞ୍ଚାଳନ କରିଥାଏ , ଚାଉଳରେ ଉର୍ଜା ଉପାଚୟ କ୍ରିୟା ବି ନିୟନ୍ତ୍ରିତ କରିଥାଏ ।
ଚାଉଳରେ ସୋଡିୟମ୍ ମାତ୍ରା ବରାବର ହୋଇଥାଏ , ଏହା ସେହି ଲୋକଙ୍କ ପାଇଁ ସବୁଠାରୁ ଅଧିକା ଲାଭକାରୀ ହୋଇଥାଏ , ଯାହାଙ୍କୁ ବ୍ଲଡ୍ ପ୍ରେସର୍ ଓ ଡିପ୍ରେସନ୍ ସମସ୍ୟା ଥାଏ , ଚାଉଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ ,ଏଥିରେ ନା ତ ହାନିକାରକ ଫ୍ୟାଟ୍ ଥାଏ , ନା ହି କୋଲେଷ୍ଟ୍ରୋଲ୍ ଓ ନା ହିଁ ସୋଡିୟମ୍ , ଏହା ଏକ ବ୍ୟାଲାନ୍ସ ଡାଇଟ୍ ଅଟେ । ଚାଉଳରେ ମେଥିଓନିନ୍ , ଭିଟାମିନ୍ ବି୧ , ଓ ରେଜିଷ୍ଟେଣ୍ଟ ଷ୍ଟାର୍ଚ୍ଚ ମିଳିଥାଏ , ଯାହା ମେଥିଓନିନ୍ ପରି ଏକ ଏମିନୋ ଏସିଡ୍ ହୋଇଥାଏ , ଓ ମେଥିଓନିନ୍ ସଲଫର ପ୍ରଚୁର ମାତ୍ରାରେ ମିଳିଥାଏ ,ଯାହା ତ୍ୱଚାକୁ ବହୁତ ସମସ୍ୟାରୁ ମୁକ୍ତି ଦେଇଥାଏ ,
ଚାଉଳର ସେବନ କରିଲେ ସବୁଠାରୁ ଚମତ୍କାରୀ ଲାଭ ଏହା ବି ଅଟେ , ଯାହା କ୍ୟାନ୍ସର ପରି ଘାତକ ରୋଗକୁ ଦୁର କରିଥାଏ , ତାହା ସହ ସ୍ୱାସ୍ଥ୍ୟକୁ ସୁସ୍ଥ୍ୟ ରଖିଥାଏ , ଓ ଖରାପ ବ୍ୟାକ୍ଟେରିଆକୁ ଶେଷ କରିଦିଏ , ଚାଉଳରେ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ମିନେରାଲ୍ସ ଖଜଣା ଅଟେ ,ଏଥିରେ ନିୟାସିନ୍ , ଭିଟାମିନ୍ ଡି , କ୍ୟାଲସିୟମ୍ ,ଆଇରନ୍ , ଥାୟମିନ୍ , ରାଇବୋ ଫ୍ଲେବିନ୍ ପର୍ଯ୍ୟାପ୍ତ ମାତ୍ରାରେ ହୋଇଥାଏ , ଚାଉଳରେ ଅଧିକା ମାତ୍ରାରେ ଫାଇବର୍ ଥାଏ , ଯାହା ପାଚନ ତନ୍ତ୍ରକୁ ଚଳାଇବାରେ ସାହାଯ୍ୟ କରେ , ଫାଇବର୍ ଆପଣଙ୍କ ଡାଇବେଟିଜ୍ କୁ ଦୂର କରିଥାଏ ।