ହିନ୍ଦୁ ଧର୍ମରେ ଏମିତି କୁହାଯାଇଛି କି ସବୁ ଦେବୀ ଦେବତାଙ୍କ ମଧ୍ୟରେ ହନୁମାନଜୀ ଏମିତି ଭଗବାନ ଅଟନ୍ତି ଯାହାଙ୍କ ପୁଜା କରିଲେ ସେ ଜଲଦି ଶୁଣିଥାନ୍ତି , ବଜରଙ୍ଗବାଲୀଙ୍କୁ ସଙ୍କଟମୋଚନ କୁହାଯାଇଥାଏ , କାରଣ ସେ ବିପଦ ହରି ନେଇଥାନ୍ତି , ଓ ତାଙ୍କର ଜପ କରିଲେ ବଡରୁ ବଡ ଅସୁବିଧା ଦୂର ହୋଇଯାଏ , ଶାସ୍ତ୍ରର ଓ ପୁରାଣରେ ହନୁମାନଙ୍କୁ ପ୍ରସନ୍ନ କରିବାକୁ ହେଲେ ବହୁତ ସାରା କଥା ଲେଖାଯାଇଛି ସେହି ମଧ୍ୟରୁ ଦୁଇଦିନ ମଙ୍ଗଳବାର କୁ ହନୁମାନଜୀଙ୍କୁ ପ୍ରସନ୍ନ କରିବାପାଇଁ ଭଲ ଦିନ ହୋଇଥାଏ , ଶନିବାର ଦିନ ଶନିଦେବଙ୍କ ପୁଜା କରିଲେ ବହୁତ ହିଁ ଶୁଭ ହୋଇଥାଏ , କାରଣ ଶନିଦେବ କେବଳ ହନୁମାନଜୀଙ୍କ ଠାରୁ ହାରି ପାରିବେ , ଏଥିପାଇଁ ଲୋକେ ହନୁମାନଜୀଙ୍କୁ ଆରଧନା ଶନିବାର ଦିନ କରନ୍ତି , ହନୁମାନଜୀଙ୍କୁ ପ୍ରସନ୍ନ କରିବାକୁ ହେଲେ ମଙ୍ଗଳବାର ଓ ଶନିବାର ଦିନ ଏହି ୭ ଟି କାମ କେବେ ବି କରିବା ଉଚିତ୍ ନୁହେଁ ,
୧) ମଙ୍ଗଳବାର ଦିନ ଓ ଶନିବାର ଦିନ ହନୁମାନ ଭକ୍ତ ଭୁଲ୍ ରେ ବି କଳା ଓ ଧଳା କପଡାକୁ ପିନ୍ଧିକରି ହନୁମାନଙ୍କ ପୁଜା କରିବା ଉଚିତ୍ ନୁହେଁ । ହନୁମାନଜୀଙ୍କୁ ଲାଲ କିମ୍ବା କେଶରୀ ରଙ୍ଗ ହି ଭଲ ଲାଗିଥାଏ , ଏଥିପାଇଁ ତାଙ୍କର ଏହି ରଙ୍ଗ ସହ ପୁଜା କରିବା ଉଚିତ୍ ।
୨) ହନୁମାନଜୀଙ୍କୁ ପ୍ରସନ୍ନ କରିବାକୁ ଯାଇ ବହୁତ ଲୋକ ଏହି ଦିନରେ ବ୍ରତ ରଖିଥାନ୍ତି , ଏମିତିରେ ଭକ୍ତମାନେ ଏହି ଦିନରେ ବ୍ରତ ଓ ଲୁଣ ସେବନ କରିବା ଉଚିତ୍ ନୁହେଁ ।
୩) ଏମିତିରେ ମଙ୍ଗଳବାର ଓ ଶନିବାର ଦିନ ବ୍ରତ ରଖୁଥିଲେ ତେବେ ଘରର ଆଖପାଖରେ ମନ୍ଦିରକୁ ଯାଇକରି ତାଙ୍କୁ ଦର୍ଶନ କରିବା ଉଚିତ୍ ଅଟେ , ବିନା ଦର୍ଶନରେ ବ୍ରତ ପାରଣ କରିବା ବ୍ରତ ଅଧୁରା ମାନିବା ସହ ସମାନ ହୋଇଥାଏ ।
୪) ହନୁମାନଜୀଙ୍କ ବ୍ରତ ରଖନ୍ତୁ କିମ୍ବା ନ ରଖନ୍ତୁ , କିନ୍ତୁ ଯଦି ଆପଣଙ୍କ ଆସ୍ଥା ବଜରଙ୍ଗବାଲୀଙ୍କ ସହ ଅଛି ତେବେ ସେହି ଦିନ ମାଂସ ମଦ ସେବନ କରିବେ ନାହିଁ , ଏମିତି କରିବା ଲୋକଙ୍କର ବିଲକୁଲ୍ ପସନ୍ଦ ଆସେ ନାହିଁ ।
୫) ଯଦି ଆପଣଙ୍କ ମନ କେଉଁ କାରଣ ପାଇଁ ଠିକ୍ ନାହିଁ ତେବେ ଆପଣଙ୍କ ମନକୁ ଶାନ୍ତି ପାଇଂ ହନୁମାନଙ୍କ ପୁଜା କରିବା ଭଲ ହୋଇଥାଏ , ଶାନ୍ତ ମନ ଓ ଶ୍ରଦ୍ଧା ପୂର୍ବକ ପୁଜା ହନୁମାନଜୀଙ୍କ ପ୍ରସନ୍ନ କରିବ ଦ୍ୱାରା ଭଲ ସାଧନ ହୋଇଥାଏ , ଯେଉଁ ଭକ୍ତ ଜରୁର୍ ଏହାକୁ କରିବା ଉଚିତ୍ ।
୬) ହନୁମାନଜୀଙ୍କ ପୁଜା ସମୟରେ ତାଙ୍କୁ ପ୍ରସାଦ ସ୍ୱରୁପ ଚରଣାମୃତ ଚଢାଇବା ଉଚିତ୍ , ତାଙ୍କୁ ବେସନ କିମ୍ବା ବୁନ୍ଦି ଲଡୁ ଚଢାଇଲେ ସେ ପ୍ରସନ୍ନ ହୋଇଥାନ୍ତି ।
୭) ଶାସ୍ତ୍ରର ମୁତାବିକ ଭଙ୍ଗା ମୂର୍ତ୍ତି ପୁଜା କରିବା ବର୍ଜିତ ଅଛି । ଏହାପାଇଁ ଆପଣଙ୍କୁ ଭୁଲ୍ ରେ ଘରର ଏପରି ଜାଗାରେ ରଖିବା ଉଚିତ୍ ନୁହେଁ ଯେଉଁଠି ସେ ସ୍ଥାନିତ ହେବା ଉଚିତ୍ ନୁହେଁ , କିମ୍ବା ପୁଜା କରିବା ଅନୁଚିତ୍ , ଏହା ଦ୍ୱାରା ଫଳ ପ୍ରାପ୍ତି ହୁଏ ନାହିଁ ।