ଶାସ୍ତ୍ର ଅନୁସାରେ ଏହି କାମ କଲେ ବଦଳିଯିବ ଆପଣଙ୍କ ଭାଗ୍ୟ , ଭଗବାନ ବିଷ୍ଣୂ ସଂଗେ ସଂଗେ ସବୁ ବାଧା ଦୂର କରିବେ…

ସବୁ ମଣିଷର ଏକ ଇଚ୍ଛା ହୋଇଥାଏ , ସେ ନିଜ ଜୀବନ ସୁଖୀ ଓ ଶ୍ରେଷ୍ଠ ହିସାବରେ ବ୍ୟତିତ କରୁ , ଯାହାପାଇଁ ସେ ବହୁତ ପ୍ରକାରର ପ୍ରୟାସ କରିଥାଏ , ବ୍ୟକ୍ତି ନିଜ ଜୀବନ ଖୁସି ବନାଈବାପାଇଁ ବହୁତ ଚେଷ୍ଟା କରେ , କିନ୍ତୁ  ଏହା ଛଡା ଶ୍ରେଷ୍ଠ ଜୀବନ ଶାସ୍ତ୍ରରେ କିଛି ନିୟମ ଓ ପରମ୍ପରା ବିଷୟରେ ଉଲ୍ଲେଖ କରାଯାଈଛି , ଯଦି ବ୍ୟକ୍ତି ଏହି ନିୟମ ପରମ୍ପରାକୁ ପାଳନ କରିଥାଏ , ତେବେ ଧନର ପ୍ରାପ୍ତି ହୋଇଥାଏ , ଓ ତାହାର ଭାଗ୍ୟରୁ ସବୁ ଦୋଷ କଟିଯାଏ ,

 

ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ କିଛି ଏପରି ଜରୁରୀ କାର୍ଯ୍ୟ କହିବାକୁ ଯାଉଛୁ , ଯାହା ଆପଣଙ୍କ ଭାଗ୍ୟ ବଦଳାଇପାରିବ , ଯଦି ଆପଣ ଏହି କାମ କରୁଛନ୍ତି ତେବେ ଆପଣଙ୍କ ଖରାପ ସମୟ କଟିଯିବ , ଓ ସୌଭାଗ୍ୟ ପ୍ରାପ୍ତି ହେବ , ଏହା ଆପଣଙ୍କ ଜୀବନରେ ବହୁତପ୍ରକାରର ବାଧା ଦୂର କରିପାରିବ ।

 

ଶାସ୍ତ୍ର ଅନୁସାରେ କରନ୍ତୁ ଏହି କାର୍ଯ୍ୟ ବଦଳାଇଦେବ ଆପଣଙ୍କ ଭାଗ୍ୟ :

 

ଭଗବାନ ବିଷ୍ଣୁଙ୍କ ପୁଜା : ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବିଷ୍ଣୁ ଜଗତର ପାଳନ କର୍ତ୍ତା ଅଟନ୍ତି , ଯଦି ଆପଣ ଭଗବାନ ବିଷ୍ଣୁଙ୍କ ପୁଜା ଅର୍ଚ୍ଚନା କରନ୍ତି ତେବେ ସୁଖ ସମୃଦ୍ଧି ଓ ଶାନ୍ତି ପ୍ରାପ୍ତି ହେବ , ଭଗବାନ ବିଷ୍ଣୁ ଜି ଅବତାରକୁ ପୁଜା କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ , ସେଥିପାଇଁ ବିଷ୍ଣୁଙ୍କ ପୁଜା କରିବା ଉଚିତ୍ ।

 

ଏକାଦଶୀ ବ୍ରତ : ଯଦି ଆମେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦେଖିବା ତେବେ ସବୁ ମାସରେ ଦୁଇଟି ଏକାଦଶୀ ଆସିଥାଏ , ପ୍ରଥମ କୃଷ୍ଣ ପକ୍ଷ ଓ ଦ୍ୱିତୀୟ ଟି ହେଲା ଶୁକ୍ଳ ପକ୍ଷ , ଏହି ଦୁହେଁ ପକ୍ଷରେ ଏକାଦଶୀ ବ୍ରତ ରଖିବାର ପରମ୍ପରାଗତ ଚାଲି ଆସୁଛି , ଯଦି ଆପଣ ଏହି ବ୍ରତକୁ ବିଧି ବିଧାନ ସହ କରିବେ ତେବେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ , ଏକାଦଶୀ ବ୍ରତ କରିଲେ ସୁଖ ସମୃଦ୍ଧି ଆସିଥାଏ ।

ଶ୍ରୀମଦ ଭାଗବତ ଗୀତା ପାଠ : ଶ୍ରୀମଦ ଭାଗବତ ଗୀତା ପାଠ ଶ୍ରୀକୃଷ୍ଣଙ୍କ ସାକ୍ଷାତ ରୁପ ବୋଲି ମାନାଯାଏ , ଯଦି ବ୍ୟକ୍ତି ନିୟମିତ ରୁପରେ ଗୀତାର ପାଠରେ ତା ମଧ୍ୟରେ ଦିଆଯାଈଥିବା ଶ୍ଲୋକ ପାଠ କରେ ତେବେ ଏହା ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ କୃପା ମିଳିଥାଏ , ଯଦି ଏହାର ପାଠ କରନିତ୍ ତେବେ ଆପଣଙ୍କ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ ,

 

ହିନ୍ଦୁ ଧର୍ମରେ ତୁଳସୀର ଗଛ ବହୁତ ଶୁଭ ଓ ପବିତ୍ର ବୋଲି ମାନାଯାଇଛି , ତୁଳସୀର ଏହି ଗଛ ଧାର୍ମିକ ମହତ୍ତ୍ୱ ଥିବା ସହ ଆୟୁର୍ବେଦରେ ଏହାକୁ ଉଲ୍ଲେଖ କରାଯାଇଛି , ତୁଳସୀର ଗଛ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ଘରେ ତୁଳସୀର ଗଛ ଥିଲେ ବାତାବରଣ ସକରାତ୍ମକ ହୋଇଥାଏ , ଓ ବାତାବରଣରେ ଥିବା ବ୍ୟାକ୍ଟେରିଆ ନଷ୍ଠ ହୋଇଯାଆନ୍ତି , ଆପଣଙ୍କ ଘର ଆଖପାଖ ନକରାତ୍ମକ ଉର୍ଜା ସମାପ୍ତ ହୋଇଯାଏ , ସବୁଦିନ ତୁଳସୀର ଗଛର ଯତ୍ନ ନିଅନ୍ତୁ , ଓ ଏହାର ପୂଜା ଅର୍ଚ୍ଚନା କରନ୍ତୁ , ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କର ସାଥ୍ ଦେବୀ ଦେବତାଙ୍କ କୃପା ମିଳିପାରିବ ।

ଗାଇର ସେବା କରନ୍ତୁ : ହିନ୍ଦୁ ଧର୍ମରେ ଗାଇକୁ ମା ଦର୍ଜା ଦିଆଯାଈଛି, ଗାଇ ମଧ୍ୟରେ ୩୩ କୋଟି ଦେବାଦେବୀ ବାସ କରନ୍ତି , ଗାଇରୁ ମିଳୁଥିବା ଜିନିଷ ଯେପରି କ୍ଷୀର, ମୁତ୍ର ଓ ଗୋବର ଆଦି ପବିତ୍ର ଓ ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଥାଏ , ଯଦି ଆପଣ ଗୋମୁତ୍ର ନିୟମିତ ରୁପେ ସେବନ କରୁଛନ୍ତି , ତେବେ ଆପଣଙ୍କୁ କ୍ୟାନ୍ସର ପରି ଗମ୍ଭୀର ରୋଗରୁ ମୁକ୍ତି ମିଳିବ , ଆପଣ ଗାଇ ମାତା ସେବା କରନ୍ତୁ , ଯଦି ଆପଣଙ୍କୁ ଆଖପାଖରେ ଗାଇ ମିଳୁନାହାନ୍ତି ତେବେ କେଉଁ ଗୋଶାଳାରେ ଯାଈ ଶ୍ରଦ୍ଧା ଓ ଶକ୍ତି ଅନୁସାରେ ଧନର ଦାମ କରନ୍ତୁ ,

Leave a Reply

Your email address will not be published.