ଏହି ଦୁନିଆଁରେ ମନୁଷ୍ୟ ଜନ୍ମ ନେଇଥାଏ ଓ ତାପରେ ଆରମ୍ଭ ହୋଇଥାଏ , କାରଣ ସେ ଚାହେଁ ଗୋଟେ ଭଲ ଜୀବନ ଅତିବାହିତ କରିବ , ରୁଟି, କପଡା , ଘର ସବୁ ଜିନିଷ ମଣିଷର ଦରକାରିତା ଓ ଅପରିହାର୍ଯ୍ୟ ହୋଇଥାଏ , ସେ ଏହାକୁ ପୁରା କରିବାକୁ ଯାଇ ଦିନ ରାତି ପରିଶ୍ରମ କରେ , ସମସ୍ତେ ଚାହଁନ୍ତି କି ସେ ଆରାମଦାୟକ ଜୀବନ ଅତିବାହିତ କରନ୍ତୁ , , କିନ୍ତୁକିଛି ଲୋକ ଦିନ ରାତି ପରିଶ୍ରମ କରୁ , କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କ ପରିଶ୍ରମ କିଛି କାମକୁ ଆସିପାରେନା , ଓ ସମସ୍ତଙ୍କ ସ୍ୱପ୍ନ ପୁରା ହୋଇପାରେନା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହାକୁ କରିଲେ ଆପଣ ଜୀବନରେ ସଫଳ ହୋଇପାରିବେ ଓ ନା କିଛି ଅସୁବିଧା ଆସିବ ଆପଣଙ୍କ ଜୀବନରେ ।
କହିଦେବୁ କି ଆଜି ଆମେ ଯେଉଁ ଉପାୟ କହିବୁ ତାହା ଆପଣଙ୍କ ଜୀବନରେ ଚାଲୁଥିବା ଦଶା ଓ ଦିଗ ଦୁହେଁ ବଦଳାଇ ଦେବ , ଆମେ ଏମିତି କହୁନୁ ଏହା ଶାସ୍ତ୍ରରେ ଏହି କଥାକୁ ବର୍ଣ୍ଣନ କରାଯାଇଛି, ଆଜି ଆମେ କହିବୁ କଳା ହଳଦୀ ଓ ତାର ଥିବା ଗୁଣକାରୀ ଉପାୟ ବିଷୟରେ , କହିଦେବୁ କି ଶାସ୍ତ୍ରରେ କଳା ହଳଦୀ ଏକ ଅଚୁକ ହତିଆର ବୋଲି ମାନାଯାଇଛି , ଏମିତି କୁହାଯାଇଛି କି କଳା ହଳଦୀ ଦ୍ୱାରା ସବୁ କାର୍ଯ୍ୟ ସଫଳ ହୋଇଯିବ , କୁହାଯାଏ କି କଳା ହଳଦୀର ଦ୍ୱାରା ତନ୍ତ୍ରମନ୍ତ୍ର କାମ ପାଇଁ ବହୁତ କାମ କରିଥାଏ ।
ଏହାର ଉପଯୋଗ ଦ୍ୱାରା ବ୍ୟକ୍ତିର ରୋଗକୁ ସୁସ୍ଥ୍ୟ କରାଯାଇପାରେ , ଯଦି ଏହି ତାନ୍ତ୍ରିକ ବିଧି ସିଦ୍ଧ କରାଯାଏ ତେବେ ବ୍ୟକ୍ତିକୁ ଧନ ବାନ ବି ବନାଇଦେଇଥାଏ , କହିଦେବୁ କି କଳା ହଳଦୀ ଆପଣଙ୍କୁ ପଂସାରୀ ଦୋକାନରେ ସହଜରେ ମିଳିଯିବ , ଏବେ ଚାଲନ୍ତୁ କହିବୁ ଏହା ଦ୍ୱାରା କରାଯାଇଥିବା କିଛି ଖାସ୍ ଉପଯୋଗ , ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ , ବହୁତଥର ଦେଖାଯାଏ ।
ବହୁତଥର ଏମିତି ଦେଖାଯାଇଛି କି ଆପଣ ବହୁତ ଧନ କମାଇଥାନ୍ତି କିନ୍ତୁ ଏହି ପଇସା ଆପଣଙ୍କ ପାଖରେ ଅଟକେ ନାହୀଁ। କେଉଁ ନା କେଉଁ ଭଳି ଭାବେ ଏହା ଖର୍ଚ୍ଚ ହୋଇଯାଏ , ଏମିତିରେ ହଳଦୀର ଏହି ଉପାୟ କରିଲେ ଧନକୁ ଅଟକାଇବାରେ ଆପଣଙ୍କୁ ସାହାଯ୍ୟ କରିବ , ତେବେ ଆପଣଙ୍କୁ ଶୁକ୍ଳପକ୍ଷ ପ୍ରଥମ ଶୁକ୍ରବାରକୁ ଚାନ୍ଦୀର ଡବାରେ କଳା ହଳଦି , ନାଗକେଶର ଓ ସିନ୍ଦୁର ଏହା ସାଙ୍ଗେ ରଖି ମା ଲକ୍ଷ୍ମୀଙ୍କର ଚରଣ ସ୍ପର୍ଶ କରାଇ ଯେଉଁଠି ପଇସା ଅଛି ସେଠି ରଖିଦିଅନ୍ତୁ ।
ଯଦି ଆପଣ ବିଜନେସ୍ ମ୍ୟାନ୍ ଅଟନ୍ତି ,ତେବେ ବେପାରରେ ଲାଭ ମିଳିବ , ହଳଦୀ ଦ୍ୱାରା ବେପାରରେ ବୃଦ୍ଧି ଘଟୀବ , ଏଥିପାଇଁ ଆପଣଙ୍କୁ ଶୁକ୍ଳପକ୍ଷ ଗୁରୁବାରକୁ ହଳଦିଆ କପଡାରେ କଳା ହଳଦୀ, ୧୧ ଅଭିମନ୍ତ୍ରିତ ଗୋମତି ଚକ୍ର, ଚାନ୍ଦୀର ପଇସା , ୧୧ ଟି ଅଭିମନ୍ତ୍ରିତ ଧନଦାୟକ କଉଡି ବାନ୍ଧିକରି ୧୦୮ ଥର ଓ ନମୋ ଭଗବତେ ବାସୁଦେବାୟ ନମଃ ଜପ କରି ଧନ ରହୁଥିବା ସ୍ଥାନରେ ରଖିଦିଅନ୍ତୁ , ଏମିତି କଲେ ବେପାରରେ ଉନ୍ନତି ହେବ ।
ଯଦି ଆପଣଙ୍କ ବିଜନେସ୍ ରେ ମେସିନ୍ ସଂବନ୍ଧିତ କିଛି ଅସୁବିଧା ଦେଖାଦେଇଛି ତେବେ କଳା ହଳଦୀ ପେଷିକରି କେଶର ଓ ଗଙ୍ଗା ଜଳରେ ମିଶାଇ ମାସର ପ୍ରଥମ ବୁଧବାରକୁ ସେହି ମେସିନ୍ ରେ ଲଗାଇ ସ୍ୱସ୍ତିକ ଚିହ୍ନ କରିଦିଅନ୍ତୁ , ଏମିତି କଲେ ମେସିନ୍ ଖରାପ ଆଉ ହେବ ନାହିଁ ।
ଦୀପାବଳୀ ଦିନ ହଳଦିଆ ରଙ୍ଗର ବସ୍ତ୍ରରେ ରୁପା ପଇସା ସାତଟି କଳା ହଳଦୀ ବାନ୍ଧିକରି ର୍ଖିଲେ ସେହି ସ୍ଥାନରେ ଧନର ଭଣ୍ତାର ହୋଇଯାଏ , ଓ ମା ଲକ୍ଷ୍ମୀଙ୍କର ଅଶେଷ କୃପା ଲାଭ ହେବ ।
ସେମିତି ଯଦି ଆପଣଙ୍କ ଛୁଆର କେଉଁଠି ଆଖି ଦୃଷ୍ଟିଆ ହୋଇଛି ତେବେ କଳା ହଳଦୀ ବାନ୍ଧିକରି କଳା କପଡାରେ ତାହା ଉପରେ ଉତ୍ତାରି କରି ବହୁଥିବା ଜଳରେ ତାହାକୁ ପ୍ରବାହିତ କରିଦିଅନ୍ତୁ , ଏମିତି କଲେ ନଜର ଯେତେ ଲାଗିଥିବେ ବି ତୁରନ୍ତ ବାହାରି ଯିବ ।