April 11, 2024

Odia Express

News For Public

ବଲିଉଡ୍ ଏହି ସୁନ୍ଦର ହିରୋଇନ ତାଜମହଲ ଦେଖିବାକୁ ଯାଇଥିଲେ , ଲୋକ ତାଜକୁ ଛାଡି ତାଙ୍କୁ ଦେଖିବାକୁ ପାଗଳ ହେଲେ – ଦେଖନ୍ତୁ କିଏ ସେହି ସୁନ୍ଦରୀ ହିରୋଇନ..

ଏହି କଥା ଆପଣ ସମସ୍ତେ ଜାଣିଥିବେ କି ତାଜମହଲ ସାତଟି ଅଜବରୁ ଗୋଟେ ଅଟେ । ଯେବେ ବି ଯଦି ନାଁ ଆସେ ଦୁନିଆଁର ସବୁଠାରୁ ସୁନ୍ଦର ଇମାରତ ଆସେ ତେବେ ଦିମାଗରେ ତାଜମହଲର ଚିତ୍ର ଆସିଯାଏ , ଏହାକୁ ମୋଗଲ ବାଦଶାହ ଶାହଜାହାନ୍ ନିଜ ବେଗମ୍ ମମତାଜଙ୍କ ସ୍ମୃତିରେ ବନାଇଥିଲେ , ବୋଧେ ସେହି କାରଣ ପାଇଁ ପ୍ରେମୀ ଯୋଡି ଏହି ପ୍ରେମର ଅଦଭୁତ ମିଶାଲକୁ ଦେଖିବାକୁ ଆସନ୍ତି , ବିଶେଷ କରି ନବବିବାହିତ ଯୋଡି ଅଧିକା ଆସନ୍ତି , ଓ ବହୁତ ଦୁର ଦୂରରୁ ଆସିଥାନ୍ତି ।

ତାଜ ମହଲ ଶାହଜାହନଙ୍କ ତୃତୀୟ ବେଗମ୍ ମମତାଜ ମହଲ ମଜାର ଅଛି , ମମତାଜ ଚାଲିଯିବାପରେ ଶାହଜାହାନ ତାଙ୍କ ସ୍ମୃତିରେ ବନାଇଥିଲେ , କୁହଯାଇଛି କି ମମତାଜ ମହଲ ମରିବା ସମୟରେ ମକବରା ବନାଇଥିଲେ , ଓ ତାଙ୍କ ଇଚ୍ଛା ପ୍ରକାଶ କରିଥିଲେ । ସେଥିପାଇଁ ଶାହଜାହନ ତାଜମହଲ ବନାଇଥିଲେ,  ତାଜମହଲକୁ ଧଳା ମାର୍ବଲରେ କରାଯାଈଛି , ଓ ଏହାର ଚାରୋଟି କୋଣରେ ଚାରୋଟି ମିନାର ଅଛି ,

 

ଏହିଥର ଏମିତି ଜଳେ ହସ୍ତି ତାଜମହଲକୁ ଦେଖିବାପାଇଁ ଆସିପହଞ୍ଚିଥିଲେ,  ଓ ଲୋକଙ୍କର ଭିଡ ହୋଇଯାଇଥିଲା , କିଛି ଦିନ ପୂର୍ବରୁ ଉର୍ବଶୀ ରାଉତେଲା ତାଜମହଲ ବୁଲିବାକୁ ଯାଇଥିଲେ, ଓ ତାଙ୍କୁ ଦେଖି ଚାରିଆଡୁ ଭିଡ ଖେଳିଯାଇଥିଲା , ସେଥିପାଇଁ ସୁରକ୍ଷା କର୍ମୀଙ୍କ ଆଢୁ ଆଳରେ ସେ ରହିଥିଲେ,  ଉର୍ବଶୀ ୧୭ ବର୍ଷ ବୟସରେ ମିସ୍ ଇଣ୍ତିଆ ଜିତି ଥିଲେ , ଓ ଏବେ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ।।

 

ତାଜମହଲ ବୁଲିବାକୁ ଆସିଥିବା ସବୁ ଲୋକେ ତାଙ୍କୁ ଦେଖିବାକୁ ପାଗଳ ହୋଇଥିଲେ,  ଏଥିରୁ ଜଣା ପଡେ କି ଲୋକେ ଆମର ବଲିଉଡ୍ କଳାକାରଙ୍କୁ କେତେ ଅଧିକା ପସନ୍ଦ କରନ୍ତି , ଯେମିତି ଦେଖିପାରୁଥିବେ କି ଉର୍ବଶୀ ତାଜମହଲର ଡାଏନା ସିଟ୍ ରେ ବସି ଫଟୋ ଉଠାଇଥିଲେ,  ତାଙ୍କ ସୁନ୍ଦରତା ଆଗରେ ତାଜମହଲ ବି ଫିକା ପଡିଗଲା ।

 

ତାଜମହଲରେ ସେ କେବଳ ୨୦ ମିନିଟ୍ ପାଇଁ ଯାଇଥିଲେ ,କିନ୍ତୁ ଖବରରୁ ଜଣାପଡେ କି ଏତେ ଭିଡ ହୋଇଯାଇଥିଲା କି ସେ ତାଜମହଲର ଗୁଂବଦ ଯାଏ ପହଞ୍ଚିପାରିଲେ ନାହିଁ , ବହୁତ ଅସୁବିଧାରେ ସେ ଭିଡରୁ ବାହାରିଥିଲେ , କିନ୍ତୁ ତାଙ୍କ ଫିଲ୍ମ ହେଟ୍ ଷ୍ଟୋରୀ ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବଢାଇଦେଇଥିଲା ।

ହେଟ୍ ଷ୍ଟୋରୀ ଛଡା ଉର୍ବଶୀ ସିଂ ସାହେବ ଦି ଗ୍ରେଟ୍ ,ସନମ ରେ , ଗ୍ରାଣ୍ଟ ମସ୍ତି, ପରି ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ଫିଲ୍ମର ସହ ଉର୍ବଶୀ ଜଣେ କୋରିଓଗ୍ରାଫର ବି କାମ କରିଛନ୍ତି ଫିଲ୍ମ ରେ ।

Leave a Reply

Your email address will not be published. Required fields are marked *