ମୁସଲିମ୍ ପରିବାରକୁ ଚମତ୍କାର ଦେଖାଉଛି ଏହି ତୁଳସୀର ଗଛ , ୬ ମାସ ମଧ୍ୟରେ ୬ ଫୁଟ୍ ବଡ ହୋଇଗଲା ଏହି ଗଛ – ଆପଣ ମଧ୍ୟ ଦେଖି ନିୟନ୍ତୁ..

ଦୁନିଆଁରେ କେବେ କେଉଁ ଚମତ୍କାର ହୋଇଯାଏ ତେବେ ତାହା କେହି ବି କହିପାରିବେ ନାହିଁ , ବହୁତଥର ଏହି ଚମତ୍କାର ଆମର ଆଖପାଖରେ ହୋଇଥାଏ , ଏମିତି ଏକ ଆଶ୍ଚର୍ଯ୍ୟ ଅଟେ ତୁଳସୀର ଏହି ୬ ଫୁଟ୍ ର ଗଛ , ଯିଏ ହିନ୍ଦୁ ପରିବାରରେ ପୂଜ୍ୟନୀୟ ଅଟେ  ,କିନ୍ତୁ ଏହି ଗଛ ଏବେ ଲୋକ ଇଶ୍ୱରଙ୍କ ଚମତ୍କାରରୁ କମ୍ ମାନୁନାହାନ୍ତି ,ହନୁମାନତାଳର ଚାନ୍ଦିନୀଚୌକ ନିବାସୀ ନଜମା ଖାନ୍ ୬ଫୁଟ୍ ୩ ଇଞ୍ଚ ଓ ୬ ଫୁଟ୍ ୪ ଇଞ୍ଚ ଉଚ୍ଚତା ତୁଳସୀର ଗଛ ଲଗାଇଛନ୍ତି , ସାଧାରଣତଃ ତୁଳସୀର ଗଛ ହିନ୍ଦୁ ପରିବାରରେ ଧାର୍ମିକ ମାନ୍ୟତା ସହ ଯୋଡି ହୋଇଛି, କିନ୍ତୁ ନଜମା ଏହି ଗଛକୁ ଦାୟିତ୍ୱ ନେଇ ଯତ୍ନ କରୁଛନ୍ତି ଯାହା କେବଳ ୬ ମାସରେ ହିଁ ଏହାର ଉଚ୍ଚତା ୬ ଫୁଟ୍ ପାର୍ କରିସାରିଛି ,

 

ସାଧାରଣତଃ ସାର୍ ପ୍ରୟୋଗ କଲେ ଏହା ବଢିଥାଏ , କିନ୍ତୁ ଏହା ବଢିବାରେ ଲାଗିଛି, ନଜମା ଜଣେ ଗୃହଣୀ ଅଟନ୍ତି , କିନ୍ତୁ ଗଛ ପାଇଁ ତାଙ୍କ ବହୁତ ଧ୍ୟାନ ଅଛି , ଏହି କାମରେ ତାଙ୍କ ପୁଅ ଅମନ ଓ ଅଦନାନ୍ ବି ବହୁତ ସାଥ୍ ଦେଇଛନ୍ତି ।

ନଜମା କହିଲେ କି ତୁଳସୀର ଗଛରେ ଆସୁଥିବା ଫୁଲ ଓ ମଞ୍ଜି ଯାହାକୁ ମଞ୍ଜରୀ କହନ୍ତି , ତାଙ୍କୁ ଛିଡାଯାଏ , ଏହି ଗଛ ବଢିଥାଏ , ଯଦି ଏହାକୁ ଛିଡା ନହୁଏ ତେବେ ଏହାର ହାଇଟ୍ ବୃଦ୍ଧି ହେବାରେ ଅଟକିଯାଇଥାଏ , ଏହା ପାଇଁ ୬ ମାସରେ ଏପରି ଉଚ୍ଚତାରେ ପହଞ୍ଚିସାରିଛି, ଏହା ସହ ନଜମା ଚିକୁ, ଡାଲଚିନି, ତେଜପତ୍ର , ଅଦା ଆଦି ଜିନିଷ ଲଗାଇଛନ୍ତି , ଯାହାର ସେ ଏକ ଦାନୀରେ ଲଗାଇଛନ୍ତି , ତୁଳସୀ ଅନ୍ୟ ଗଛର ଗ୍ରୋଥ ପାଇଁ ନଜମା ବିଶେଷ ପ୍ରକାରର ଖାଦ ପ୍ରୟୋଗକରନ୍ତି ନାହିଁ ବରଂ ଚାହାର ପତ୍ରକୁ ଧୋଇକରି ସେ ଏହାକୁ ମିଶାଈ ଦିଅନ୍ତି , ଗୋବର ସାର୍ ରୁପେ ବ୍ୟବହାର ହୁଏ ,

 

ଏହାର କାରଣ କହିଛନ୍ତି ନଜମା କି କଣ ପାଇଁ ଏହାର ଉଚ୍ଚତା ବୃଦ୍ଧି ହୋଇଛି, ସେଥିରେ ବାସ୍ତବରେ ୯୦ ପ୍ରତିଶତ ଅଛି , ସାଇନ୍ସ କଲେଜ ଅଫ୍ ବଟାନି ତଥ୍ୟ ମୁତାବିକ ଏହା ସାର୍ ଓ ପୋଷଣ ମିଳୁଥିବାରୁ ବଢିବାରେ ଲାଗିଛି , ଓ ଉଚ୍ଚତା ବୃଦ୍ଧି ହୋଇଛି,

କେଉଁ ଗଛର ଗ୍ରୋଥ ତାହାର ଭାଗ ଉପରେ ନିର୍ଭର କରିଥାଏ । ଏପିକଲ୍ ଓ ଏକ୍ସିଲାରୀ , ଏପିକଲ୍ ଗଛର ଲମ୍ବାଇ ବଢିଥାଏ , ଯେବେ କି ଆକ୍ସିଲେରୀ ଶାଖାଗୁଡିକ ସଂଖ୍ୟା ବୃଦ୍ଧି କରିଥାଏ , ଯଦି ଅକ୍ସିଲେରୀ ଗଛ ଅଲଗା କରିଦିଆଯାଏ , ତେବେ ଫଳ ଓ ମଞ୍ଜି ହୋଇଥିଲେ , ଗଛର ଜଡ ଦ୍ୱାରା ସୁଖାଇଯାଇଥିବା ପୋଷକ ଏପିକଲ୍ ଟ୍ରାନ୍ସଫର୍ ହୋଇଯାଏ , ଯଦି ଅକ୍ସିଲେରୀ ଅଲଗା ନ କରାହୁଏ ତେବେ ଯଡରୁ ମିଳୁଥିବା ପୋଷଣ ବଡ ଭାଗ ଦ୍ୱାରା ପହଞ୍ଚିଥାଏ , ଅକ୍ସିଲେରୀ ଅଲଗା ଦେଉଥିବା ପୋଷଣ ଦୁଇ ଗୁଣା ଖୁରାକ୍ ଆପିକଲ୍ ଭାଗକୁ ମିଳିବାକୁ ଲାଗେ ।

Leave a Reply

Your email address will not be published.