April 15, 2024

Odia Express

News For Public

ଗରିବ ଛୁଆଙ୍କୁ ଥାନାବାବୁ ଦେଲେ ସ୍କୁଲ ଡ୍ରେସ୍ ଓ ପାଠ ବହି , କହିଲେ ଯେତେ ଚାହୁଁଛ ପଢ , ଖର୍ଚ୍ଚ ବାବଦରେ ମୁଁ ସବୁ ଭରଣା କରିବି ଆଉ ତାପରେ..

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ନ୍ୟୁ ହାଇଦରଗଞ୍ଜ ନିବାସୀ ଅମରନାଥ ସଆଦତଗଞ୍ଜ ଥାନା ପାଖରେ ଚାହା ବିକ୍ରି କଇ ପରିବାର ପାଳନ ପୋଷଣ କରନ୍ତି , ଆର୍ଥିକ ସ୍ଥିତି ଭଲ ନଥିବାରୁ ତାଙ୍କ ଝିଅ ମାହି ଅଷ୍ଟମ ପରେ ଆଉ ପଢିପାରୁନଥିଲେ , ଏହାର ସୁଚନା ପାଇ ୟୁପି ପୋଲିସ୍ ର ଇନସିପେକ୍ଟର ସଆଦତଗଞ୍ଜର ମହେଶ ପାଳ ସିଂ ଆର୍ଥିକ ସ୍ଥିତି ପାଇଁ ଆଗକୁ ଆସିଥିଲେ  , ସେ ହିନ୍ଧୁସ୍ଥାନ ବାଳ ବିଦ୍ୟା ମନ୍ଦିର ଇଣ୍ଟର କଲେଜରୁ ଛୁଆର ଦାଖିଲ୍ କରିବାପାଇଁ ତାକୁ ସବୁ ବହି ୟୁନିଫର୍ମ ଦେଇକରି ହୋସଲା ବଢାଇଥିଲେ , ଓ ସେ ଝିଅର ସବୁ ପାଠ ପଢା ପୁରା କରିବାର ଦାୟିତ୍ୱ ନେଇଥିଲେ ।

 

ଅମରନାଥ ସଆଦତଗଞ୍ଜ ଥାନାର ପାଖରେ ଚାହା ବିକ୍ରି କରି ନିଜ ପରିବାରର ଭରଣପୋଷଣ କରୁଥିଲେ , ସେ ଦୁଇଟି ଛୁଆ କରନନାଥ ଓ ଝିଅ ମାହି  ଅଛି ମାହିକୁ ସେ ବହୁତ କଷ୍ଟରେ ଅଷ୍ଟମ ଯାଏଁ ପଢାଇଲେ , କିନ୍ତୁ ଆଗକୁ ପଢାଇପାରିଲେ ନାହିଁ , ଇନସିପେକ୍ଟର ସଆଦତଗଞ୍ଜ ମହେଶ ପାଳ ସିଂ ଯେବେ ଉଦାଶ ରହିବାର କାରଣ ପଚାରିଲେ ତେବେ ଅମରନାଥ ପୁରା କଥା କହିଲେ ,

ଇନସିପେକ୍ଟର ଏହି କଥାରେ ମାହିର ଆଡମିଶନ୍ ହିନ୍ଦୁସ୍ଥାନ ବାଳ ବିଦ୍ୟା ମନ୍ଦିର କଲେଜରେ କରାଇଲେ , ଓ ଥାନା ଡକାଇ ସବୁ ପଢା ସାମଗ୍ରୀ ଦେଲେ , ତାହା ସହ କହିଥିଲେ କି ପଢିବାକୁ ଚାହିଁଲେ ପଢ ମୁଁ ତୁମକୁ ସାହାଯ୍ୟ କରିବି ।

Leave a Reply

Your email address will not be published. Required fields are marked *