March 26, 2024

Odia Express

News For Public

ସବୁ ଦିନ ୩୦୦୦ ଗ୍ୟାଲୋନ୍ ପାଣି ପିଆଇ ହଜାର ହଜାର ସଂଖ୍ୟକ ପଶୁଙ୍କ ଜୀବନ ବଞ୍ଚାଉଛନ୍ତି ଏହି ଲୋକ – ତାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ କହିବେ ସାବାସ…

ମଣିଷତ୍ୱ କାହା ଭିତରେ କେଉଁଠି ବି ହୋଇପାରେ । ମଣିଷତ୍ୱ ଭାବନା ରଖୁଥିବା ଅନ୍ୟମାନଙ୍କ ଭଲ ଉଦ୍ଧେଶ୍ୟରେ ଭାବିଥାଏ , ସେ ପଶୁ ହେଉ କିମ୍ବା ମଣିଷ । ଆସନ୍ତୁ ଦେଖା କରିବେ ପାଟ୍ରିକ୍ କିଲୋଞ୍ଜୋ ମୋଲା ଓରଫ୍ ୱାଟର୍ ମ୍ୟାନ୍ , ପ୍ୟାଟ୍ରିକ୍ ସବୁ ଦିନ କେନିଆର ଟିସାଭୋ ୱେଷ୍ଟ ନ୍ୟାଶାନାଲ୍ ପାର୍କ ରେ ଜଙ୍ଗଲି ପଶୁଙ୍କୁ ପାଣି ପିଆଇଥାଏ , ଏହି ଇଲାକା ସୁଖିଲା ଅଟେ ,ଏଠାରେ ପଶୁ ମାନେ ପିଇବା ପାଣି ବି ପାଆନ୍ତି ନାହିଁ , ପାଟ୍ରିକ୍ ସବୁଦିନ ଏଠାରେ ପାଣିର ଟ୍ୟାଙ୍କର୍ ଆଣି ୩୦୦୦ ହଜାର ଗ୍ୟାଲୋନ୍ ପାଣି ଏହି ଇଲାକାର ଛୋଟ ଗାତରେ ଭରିଥାଏ , ତାହା ପରେ ଯାହା ଦେଖିବାକୁ ମିଳେ ତାହା ଦେଖିବା ପରି ଲାଗେ ।

 

ପାଟ୍ରିକ୍ କହନ୍ତି କି ଏବେ ଏହି ଇଲାକାରେ ପୂର୍ବ ପରି ବର୍ଷା ହେଉନାହିଁ , ଯଦି ସେମାନେ ଏହା କରିବେ ନାହିଁ , ତେବେ ଜୀବଜନ୍ତୁ ଗୁଡିକ ମରିଯିବେ , ହଜାର ସଂଖ୍ୟକ ଜୀବଜନ୍ତୁ ପାଟ୍ରିକ୍ ର ପୁଣ୍ୟ କାମ ପାଇଁ ଜୀବିତ ଅଛନ୍ତି , ଜୀବ ଜନ୍ତୁ ଆଖିରେ ସେଇ ସମୟରେ ଖୁସି ଦେଖିବାକୁ ମିଳେ , ଯେବେ ସବୁଦିନ ପାଣିର ଟ୍ୟାଙ୍କର୍ ଆସିଥାଏ ।

 

କିଛି ଦିନ ପୂର୍ବରୁ ଯେବେ ୫୦୦ ମଇଁଷି ଏକ ଗାତ ପାଖକୁ ଆସି ପାଟ୍ରିକ୍ ର ଅପେକ୍ଷା କରିଥିଲେ , ସେପଟେ ପାଣିର ବାସ୍ନା ଆସିଥିଲା , ପାଟ୍ରିକ୍ ଙ୍କ ପୁଣ୍ୟ ଦେଖିକରି କିଛି ଆମେରିକା ମହିଳା ତାଙ୍କର ଆର୍ଥିକ ସାହାଯ୍ୟ ପାଇଁ ଗୋ ଫଣ୍ତ ମି ନାମରେ ଇଣ୍ଟରନେଟ୍ ରେ ଫଣ୍ତରାଇଜିଙ୍ଗ୍ କ୍ୟାମ୍ପେନ୍ ଚଲାଉଛନ୍ତି ।

Leave a Reply

Your email address will not be published. Required fields are marked *