ବିନା ପ୍ୟାଣ୍ଟ ପିନ୍ଧି ରୋଡରେ ବୁଲୁଥିବାର ନଜର ଆସିଲେ ବଲିଉଡ୍ ର ଏହି ହିରୋଇନ, ଯିଏବି ଦେଖିଲେ ସେ ଚକିତ ହୋଇଗଲେ..

ମୁମ୍ବାଇରେ ଅଧିକାଂଶ ଫିଲ୍ମ ତାରକା ବୁଲୁଥିବାର ନଜର ଆସିଯାଆନ୍ତି , ଏହି ମୁମ୍ବାଇର ଲୋକଙ୍କ ପାଇଁ ଏକ ସାଧାରଣ କଥା ଅଟେ , ୧୮ ଜୁନ୍ କୁ ବଲିଉଡ୍ ବହୁତ ତାରକା ରାସ୍ତାରେ ବୁଲୁଥିବାର ଦେଖାଯାଈଥିଲା ଯେଉଁଥିରେ ରାଜକୁମାର ରାତ , ଉର୍ବଶୀ ରୋତେଲା। ରାଧିକା ଆପଟେ, ଓ ରିଚା ଚଡ୍ଡା ପ୍ରମୁଖ ଅଛନ୍ତି । କିନ୍ତୁ ଏହି କଳାକାର ମଧ୍ୟରେ ଯଦି କେଉଁ ସମସ୍ତଙ୍କ ଧ୍ୟାନ ଭାଙ୍ଗିଛନ୍ତି ତେବେ ସେ ଥିଲେ ପୁନମ୍ ପାଣ୍ତେ , ଯିଏକି ବିବାଦରେ ଘେରି ରୁହନ୍ତି , ପୁନମ୍ ପାଣ୍ତେ ଆଉଥରେ ବିବାଦୀୟ କପଡା ପିନ୍ଧିକରି ସଡକରେ ନଜର ଆସିଥିଲେ । ଆପଣକୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ପୁନମ୍ ଡେନିମ୍ ସର୍ଟ ପିନ୍ଧିଥିଲେ , ସେ ତଳେ କିଛି ବି ପିନ୍ଧି ନଥିଲେ , ସେ ନିଜ ଘର ବାହାରେ ହାଇ ହିଲ୍ ସହ ଗୋଲାପି ଚଷମାରେ ନଜର ଆସିଥିଲେ ।

 

ତାଙ୍କ ଆଖପାଖରେ ଯିଏ ବି ଯାଉଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଉଥିଲା , ପୁନମ୍ ପାଣ୍ତେଙ୍କ ବିବାଦ ବହୁତ ପୁରୁଣା ଅଟେ , ଏହା ପୂର୍ବରୁ ସେ ବହୁତ ଥର ବିବାଦ ଘେରରେ ଆସିଛନ୍ତି , ଓ ବହୁତ ଫଟୋସୁଟ୍ ବିବାଦିୟ ରହିଛି ।

 

ଯଦି କଥା ହେବା ତାଙ୍କ ଫିଲ୍ମର ତେବେ ସେ ନିଜରଆଗାମୀ ଫିଲ୍ମ ଦି ଜର୍ନୀ ଅଫ୍ କର୍ମା ପାଇଁ ବ୍ୟସ୍ତ ଅଛନ୍ତି , ଏହି ଫିଲ୍ମରେ ସେ ଶକ୍ତିକାପୁର ଙ୍କ ନଜର ଆସିବେ ।

Leave a Reply

Your email address will not be published.