ବଲିଉଡ୍ ରେ ପୁଣି ଶୋକର ଲହଡି , ଅମିତାଭ ବଚନ ଙ୍କ ସବୁଠୁ ପ୍ରିୟ ଲୋକଙ୍କ ମୃତ୍ୟୁ ହେଲା – କାନ୍ଦି କାନ୍ଦି ନୟାନ୍ତ ହେଲେ ଅମିତାଭ ଓ ଅଭିଷେକ…

ଏହି କିଛି ଦିନ ହେବ ବଲିଉଡ୍ ଜଗତରେ ଶୋକର ଛାୟା ଧମିବାର ନାଁ ନେଉନାହିଁ । ଯେମିତିକି ଆପଣଙ୍କୁ ଜଣାଥିବକି ଅଜୟ ଦେବଗନଙ୍କର ବାପା ବିରୁ ଦେବଗନ କାର୍ଡିୟାକ୍ ଆରେଷ୍ଟ ଦ୍ୱାରା ମୃତ୍ୟୁ ମୁଖକୁ ଚାଲିଯାଇଥିଲେ , ତାହାର ତୁରନ୍ତ ପରେ ରାଜସ୍ଥାନୀ କଳାକାର କ୍ୱିନ୍ ହରିଶ ଏକ କାର୍ ଆକ୍ସିଡେଣ୍ଟରେ ନିଧନ ହୋଇଯାଇଛି ,ଏହାପରେ ବଲିଉଡ୍ ରେ ଆଉଥରେ ଶୋକର ଛାୟା ଖେଳିଯାଇଛି, କାରଣ ଅମିତାଭ ବଚ୍ଚନଙ୍କ ସେ ସେକ୍ରେଟେରୀ ଓ ପ୍ରଡୁସର୍ ରହିସାରିଛନ୍ତି , ତାଙ୍କର ନାଁ ଶୀତଳ ଜୈନ୍ ଅଟେ , ଖବର ମୁତାବିକ ଗତ କିଛି ଦିନରୁ ସେ ରୋଗାକ୍ରାନ୍ତ ହୋଇଥିଲେ ।

 

ଶନିବାର ଦିନ ସକାଳୁ ସେ ଅନ୍ତିମ ନିଶ୍ୱାସ ନେଲେ ଓ ତାଙ୍କ ବୟସ ସେତେବେଳେ ୭୭ ବର୍ଷର ହୋଇଥିଲା , ତାଙ୍କର ଅନ୍ତିମ ସଂସ୍କାର ବିଲେ ୱାଲେ ୱେଷ୍ଟ୍ ମୁମ୍ବାଇରେ ଥିବା ପବନ ହଂସ ଶ୍ମଶାନ ଘାଟରେ କରାଯାଉଛି , ଯେଉଁଠି ବଲିଉଡ୍ ର ବଡ ବଡ ତାରକା ତାଙ୍କୁ ଦେଖାକରିବାକୁ ଆସିଥିଲେ , ସେମିତି ସେଠାରେ ବଲିଉଡ୍ ର ଅଭିନେତା ଓ ସଦିର ମହାନାୟକ ଅମିତାଭ ବଚ୍ଚନ ବି ଦେଖା କରିବାକୁ ଆସିଥିଲେ , ତାଙ୍କ ସହ ମିସ୍ ୱାର୍ଲଡ୍ ଐଶ୍ୱର୍ଯ୍ୟା ରାୟ ବି ଦେଖାଦେଇଥିଲେ , ଏହି ସମସ୍ତଙ୍କ ଚେହେରାରେ ଶୋକର ଛାୟା ଦେଖିବାକୁ ମିଳିଥିଲା,  ଯେମିତିକି ଏମାନଙ୍କ ଚେହେରାରୁ ଆପଣ ଦେଖିପାରୁଥିବେ ।

ଆପଣଙ୍କୁ କହିଦେବୁ କି ଶୀତଳ ଜୈନ୍ ଅମିତାଭ ବଚ୍ଚନଙ୍କ ପାଖରେ ଦୀର୍ଘ ୩୬ ବର୍ଷରୁ ସେକ୍ରେଟେରୀ ଥିଲେ , ସେ ଅମିତାଭ ବଚ୍ଚନଙ୍କ ଗୋଟେ ଫିଲ୍ମରେ ପ୍ରଡୁସର୍ ଥିଲେ ,  ଓ ସେହି ଫିଲ୍ମର ଡାଇରେକ୍ଟର ଡେଭିଡ୍ ଧବନ ଥିଲେ , ଓ ସେଥିରେ ଆକ୍ସନ ଓ କମେଡି କରିବାରେ ଗୋବିନ୍ଦା ବି ନଜର ଆସିଥିଲେ,  ବଲିଉଡ୍ ରେ ବହୁତ ତାରକା ଶୀତଳ ଜୈନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ , ଯେଉଁଥିରେ ଅନୁପମ ଖେର୍ , ଅମିତାଭ ବଚ୍ଚନଙ୍କ ପରି ବଡ ବଡ ସେଲିବ୍ରେଟି ସାମିଲ୍ ଥିଲେ ।

Leave a Reply

Your email address will not be published.