ସକାଳୁ ଉଠିଲେ ପରେ ନାଭିରେ ଖାଲି ଲଗାଇଦିଅନ୍ତୁ ଏହି ଜିନିଷ – ଆପଣଙ୍କ ଘରେ ଏତେ ପଇସା ଆସିବ କି ସମ୍ଭାଳି ପାରିବେ ନାହିଁ ଆପଣ..

ଆଜି କାଲିର ଦୁନିଆଁରେ ଲୋକେ ଆରାମ ଦାୟକ ଜୀବନ ଚଳିବା ପସନ୍ଦ କରନ୍ତି । ଓ ସେ ଚାହଁନ୍ତି କି ତାଙ୍କ ଜୀବନ ଲକ୍ଜୁରୀ ପରିପୁର୍ଣ୍ଣ ହେଉ । ତାଙ୍କର ସବୁ ଇଚ୍ଛା ପୂରା ହେଉ,  ଓ ଦେଖିବାକୁ ଗଲେ ଆରାମରେ ଚଳିବାକୁ କାହାର ବା ଇଚ୍ଛା ହୋଇନଥାଏ , କିନ୍ତୁ କହନ୍ତି ନା ସମସ୍ତଙ୍କୁ ଏମିତି ସୌଭାଗ୍ୟ ମିଳେ ନାହିଁ , ମତଲବ ସମସ୍ତେ ଧନୀ ହୋଇନଥାନ୍ତି , ଏହି ସବୁର ପଛରେ ବ୍ୟକ୍ତିର କର୍ମ ଓ ଗ୍ରହର ପ୍ରଭାବ ହୋଇଥାଏ । ଅଭାବ ଗ୍ରସ୍ତ ଜୀବନ ବଞ୍ଚିବା ପଛରେ ଶୁକ୍ର ଗ୍ରହର ଦୂର୍ବଳ ହେବା ସବୁଠାରୁ ବଡ କାରଣ ହୋଇଥାଏ ।

 

ଶୁକ୍ରର ନିର୍ବଳ ଅଥବା ଦୁଷ୍ପଭାବିତ ହୋଇଥିଲେ ଭୌତିକ ଅଭାବ ଗୁଡିକ ସାମ୍ନା କରିବାକୁ ପଡିଥାଏ , ଯଦି ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଅନୁଭବ ହେଉନାହିଁ , ଓ ଏହା ଛଡା ଆପଣଙ୍କ ଇଚ୍ଛା କରୁଥିବା ଜିନିଷ ଆକର୍ଷିତ ହେଉନାହିଁ , ତେବେ ଏହାର ପଛରେ କାରଣ ଆପଣଙ୍କ ଶୁକ୍ର ଗ୍ରହ ଦୂର୍ବଳ ହୋଇଥାଏ । ଯେବେ ଶୁକ୍ର ଗ୍ରହ ଦୁର୍ବଳ ହୋଇଥାଏ ତେବେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ବୈବାହିକ ଜୀବନରେ ପ୍ରଭାବ ଦେଖିବାକୁ ମିଳେ , ଯଦି ଆମେ ନିଜ ଜୀବନର ସୁଖ ସମୃଦ୍ଧିକୁ ଅନୁଭବ କରିବାର ଅଛି ତେବେ ଆମର ଶୁକ୍ର ଗ୍ରହ କୁ ମଜବୁତ କରିବା ଜରୁରୀ ଅଟେ ।

 

ଆମର ଶାସ୍ତ୍ରରେ ଶୁକ୍ର ଗ୍ରହ ଓ ଇତ୍ରର ଗଭୀର ସଂମ୍ପର୍କ ଥାଏ , ଏହା ସହ ଯୋଡି ହୋଇଥିବା ଉପାୟ କରିଲେ , ଆର୍ଥିକ ପକ୍ଷ ମଜବୁତ ହୋଇଥାଏ , ସମାଜରେ ମାନ ସମ୍ମାନ ବଢିଥାଏ । ଓ ସ୍ୱାସ୍ଥ୍ୟରେ ସଂବନ୍ଧିତ ବହୁତ ସାରା ଲାଭ ପ୍ରାପ୍ତ ହୋଇଥାଏ , ଏହାପାଇଁ ଆପଣଙ୍କୁ ପ୍ରତିଦିନ ଘରୁ ବାହାରିବା ସମୟରେ ନାଭିରେ ଚନ୍ଦନ , ଗୋଲାପ ଓ ମୋଗରା ଇତ୍ର ଲଗାଇବା ଦ୍ୱାରା ଏଥିରୁ ସଂପର୍ଣ୍ଣତା ଓ ବୈଭବ ବଢିଥାଏ , ଚନ୍ଦନ ମୋଗରା ଇତ୍ର ନାଭିରେ ଲଗାଇଲେ ଭିଉ ଅକି ସବୁ ସମସ୍ୟା ଯେପରି ମାଇଗ୍ରେନ୍ , ମୁଣ୍ତ ବିନ୍ଧା , କ୍ରୋଧ ନିଦ ସଂବନ୍ଧିତ ସମସ୍ୟା ଗୁଡିକ ଦୁର ହୋଇଯାଏ ।

 

ଇତ୍ରର ପ୍ରୟୋଗ ହିନ୍ଦୁ ଧର୍ମରେ ପୂଜା ପାଠରେ କରାଯାଏ , ନିଜକୁ ସୁଗନ୍ଧିତ ରଖିବାପାଈଁ ବହୁତ ଲୋକ ଇତ୍ର ଲଗାଇଥାନ୍ତି , କିନ୍ତୁ ଆପଣଙ୍କୁ କେଉଁ ଦିନ କିମ୍ବା ସବୁଦିନ ଯେବେ ବି ଆପଣ ଘରୁ ବାହାରକୁ ବାହାରିବେ ତେବେ ସକାଳ ନିଜ କାର୍ଯ୍ୟକୁ ଯିବା ପୂର୍ବରୁ ନିଜ ନାଭିରେ ଇତ୍ର ଲଗାଇବାକୁ ପଡେ ।

 

ସବୁଠାରୁ ପ୍ରଥମେ ଏହି ଜିନିଷ ଜାଣିନିଅନ୍ତୁ କି ଏହି ଇତ୍ର ଆପଣଙ୍କ ନିଜକୁ ପଇସାରୁ କିଣିଥିବା ଦରକାର , ମାନେ ଗିଫ୍ଟ କରାଯାଇଥିବା ଇତ୍ର କିଛି ବି କାମକୁ ଆସିବ ନାହିଁ , ତେବେ ସକାଳୁ ଉଠିବା ପରେ ସ୍ନାନ କରିବାପରେ ଆପଣ ସବୁଦିନ କାର୍ଯରେ ନିର୍ବତ ହୋଇଯାଆନ୍ତୁ , ମାନେ ଆପଣ ପୂଜା ପାଠ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ , ଓ ଆପଣଙ୍କ ଘର ମନ୍ଦିର ଧୁପ ଅଗରବତୀ ପ୍ରଭୁଙ୍କ ଯାହା ବି ପୁଜା ଅର୍ଚ୍ଚନା କରନ୍ତି , ତାଙ୍କ ଆଗରେ ହାତ ଯୋଡନ୍ତି , ସେତିକି କରିନିଅନ୍ତୁ , ଏହାପରେ ପଶ୍ଚାତ ଜଳଖିଆ ଗ୍ରହଣ କରିବା ପୂର୍ବରୁ ଆପଣଙ୍କୁ ନାଭିରୁ ଟିକିଏ ମାତ୍ର ଇତ୍ର ଲଗାଇବାର ଅଛି ।

 

ଏହା ଆଅଣ କେଉଁ ଆଙ୍ଗୁଠିରେ ଲଗାଇପାରିବେ , ଓ ଏହାକୁ ଆପଣଙ୍କୁ ଆଙ୍ଗୁଠିରେ ନେଇକରି ନାଭିରେ ବିଲକୁଲ୍ ହାଲକା ଟଚ୍ କରିବାର ଅଛି , ଏହା ବି କହିଦେବୁ କି ଗୋଲାପର ଇତ୍ର ହିଁ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ , ଏଥିପାଇଁ ଆପଣଙ୍କୁ ଧନର ସଂବନ୍ଧି କିଛି ଅସୁବିଧା ଅଛି ତେବେ ଏଠାରେ ଅଟକି ହୋଇଥିବା ପଇସା ହିଁ ଗୋଲାପର ଇତ୍ର ଲଗାନ୍ତୁ , ଏହା ଆପଣଙ୍କୁ ସବୁଠାରୁ ଭଲ ହେବ ।

Leave a Reply

Your email address will not be published.