April 20, 2024

Odia Express

News For Public

ଆଜି ଶନିବାର ଦିନ ନିଜ ପକେଟ୍ କିମ୍ବା ପର୍ସରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ, ସଂନ୍ଧ୍ୟା ଭିତରେ ଆସିବ ଏହାର ଫାଇଦା ଓ ମିଳିବ ଖୁସି ଖବର

ଯଦି ଆପଣ ଶନିଦେବଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ବିଲକୁଲ୍ ଭଲ ଦିନ ଅଟେ , ଏହି ଦିନ ଶନି ମନ୍ଦିର ଯାଇ ଶନିଦେବଙ୍କ୍ କୁ ପ୍ରଭାବରୁ ବଞ୍ଚିବାକୁ ହେଲେ , ତାଙ୍କ ପୁଜା କରୁଥିବେ , ଶନିବାର ଦିନ ଆପଣ ଦେଖିଥିବେ କି ବହୁତ ଲୋକ ନିଜ ନାଁ ରେ ଦାନ ଦେଇଥାନ୍ତି , ଦାନରେ ଅଧିକାଂଶ ସୋରିଷର ତେଲ ଓ ପଇସା ଦେଇଥାନ୍ତି । ଯାହାଙ୍କ ଉପରେ ଶନିଦେବଙ୍କ ପ୍ରକୋପ ହୋଇଥାଏ , ସେମାନେ ନିଜ କାମ ଛାଡିକରି ଶନିଦେବଙ୍କୁ ଖୁସି କରିବାରେ ଲାଗିଯାଇଥାଏ ।କିଛି ଲୋକ ଚାହିଁକରି ବି ମନ୍ଦିରକୁ ଯାଇପାରନ୍ତି ନାହିଁ , କିନ୍ତୁ ତାଙ୍କୁ ଶନିଦେବଙ୍କୁ ଖୁସି କରିବାର ଥାଏ , ତେବେ ସେ କଣ କରିବେ ତେବେ ଚିନ୍ତା କରନ୍ତୁ ନାହିଁ  , ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣାଇ ଶନିଦେବଙ୍କ କୃପା ପାଇପାରିବେ , ଆଜି ଆମେ ଏମିତି ଉପାୟ କହିବୁ ଯେଉଁ ଜିନିଷକୁ ପର୍ସରେ କିମ୍ବା ପକେଟରେ ରଖିଲେ ଶନିଦେବଙ୍କ ଆଶିର୍ବାଦ ମିଳିଥାଏ ।

 

ଶନିଦେବଙ୍କୁ ନୀଳ ଫୁଲ ବହୁତ ପସନ୍ଦ ହୋଇଥାଏ , ଏଥିପାଇଁ ଭକ୍ତ ମାନେ ତାଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରିଥାନ୍ତି , ଯଦି କେଉଁ କାରଣ ବଶତଃ ନୀଳ ଫୁଲ ଚଢାଇପାରନ୍ତି ନାହିଁ ତେବେ ଏକ ନୀଳ ଫୁଲକୁ ନିଜ ପକେଟ୍ ରେ କିମ୍ବା ପର୍ସରେ ରଖିଦିଅନ୍ତୁ ଦେଖିବେ ବହୁତ ଫାଇଦା ମିଳିବ , ଓ ଆପଣଙ୍କ ହେଇପାରୁନଥିବା କାର୍ଯ୍ୟ ସମ୍ପାଦନ ହେବ ।

 

ଶନିବାର ଦିନ ଯଦି ଆପଣ ରାଶି ଦାନ କରୁଛନ୍ତି ତେବେ ଆପଣଙ୍କ ଜୀବନ ସୁଖମୟ ହେବ , ଶନିଦେବ ଏଥିରେ ବହୁତ ପ୍ରସନ୍ନ ହୋଇଥାନ୍ତି , ଯଦି ଆପଣ ଶନିବାର ଦିନ ମନ୍ଦିର ଯାଇନପାରିଲେ ତେବେ ସେହି ରାଶିକୁ ଆପଣ ପକେଟ୍ କିମ୍ବା ପର୍ସରେ ରଖିପାରିବେ ଏହା ଦ୍ୱାରା ନିଶ୍ଚିତ ଭାବେ ସଂନ୍ଧ୍ୟା ମଧ୍ୟରେ କିଛି ଭଲ ଖବର ମିଳିବ ।

କଳା ଉଦଡର ଡାଲି ଶନିବାର ଦିନ ଦାନ କଲେ ଆପଣଙ୍କର ସବୁ ଶାରରୀକ କଷ୍ଟ ଲାଘବ ହୋଇଯାଏ , ଦାନ ନକରିପାରିଲେ ଏମିତି ସ୍ଥିତିରେ ଆପଣଙ୍କ ପକେଟ୍ କିମ୍ବା ପର୍ସରେ ରଖିପାରିବେ ।

 

ଶାସ୍ତ୍ରରେ ଶନିଦେବଙ୍କୁ ପ୍ରସନ୍ନ କରିବାର ନାନାଦି ଉପାୟ ବିଷୟରେ କୁହାଯାଇଛି , ଯଦି ଆପଣ କଳା ରଙ୍ଗର କପଡା କିମ୍ବା ବସ୍ତ୍ର ଦାନ କରୁଛନ୍ତି ତେବେ ଶୁଭପ୍ରଦ ହୋଇଥାଏ , ଯଦି ଆପଣ ଦାନ ନ କରିପାରିଲେ ନାହିଁ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆପଣ ଏହାକୁ ପକେଟ୍ କିମ୍ବା ପର୍ସରେ ରଖିପାରିବେ ,

ଏହି ଦିନ ଆପଣ ଲୁହା କାଚର ଜିନିଷ ନିଜ ପାଖରେ ରଖିପାରିବେ , ଏମିତି କଲେ ଶନିଦେବ ଓ ରାହୁ ଦୁହେମ୍ଂ ଅଶୁଭ ଫଳରୁ ବଞ୍ଚିପାରିବେ ।

Leave a Reply

Your email address will not be published. Required fields are marked *