March 26, 2024

Odia Express

News For Public

ସ୍ୱାମୀଙ୍କ ଦାରିଦ୍ରତାର କାରଣ ହୋଇପାରେ ସ୍ତ୍ରୀର ଗୋଡ ମୁଦି, ଏଥିପାଇଁ ସ୍ୱାମୀଙ୍କୁ ସବୁବେଳେ ରଖିବାକୁ ହେବ ଏହି କଥାର ଦାୟିତ୍ୱ …

ହିନ୍ଦୁ ଧର୍ମରେ ବିବାହିତ ଝିଅମାନେ ପାଦରେ ଗୋଡ ମୁଦି ପିନ୍ଧିଥାନ୍ତି , ଆମର ଧର୍ମରେ ଦୁଇ ଗୋଡର ମଧ୍ୟରେ ତିନୋଟି ଆଙ୍ଗୁଠି ମଧ୍ୟରେ ଗୋଡ ମୁଦି ପିନ୍ଧିବାର ଚଳଣି ଅଛି , ଝିଅମାନଙ୍କର ସବୁ ସିଙ୍ଗାର ଗୋଡ ମୁଦି ଓ ଟିକା ମଧ୍ୟରେ ହୋଇଥାଏ , ଗୋଡ ମୁଦି ଝିଅଙ୍କ ଶେଷ ଆଭୂଷଣ ହୋଇଥାଏ , ଝିଅମାନେ ନିଜ ମୁଣ୍ତରେ ଟିକା ଓ ରୁପାର ଗୋଡ ମୁଦି ପିନ୍ଧିବାର କାରଣ ଏହା ହୋଇଥାଏ କି ଆତ୍ମକାରକ ସୂର୍ଯ୍ୟ ଓ ମନ କାରଣ ଚନ୍ଦ୍ରମା ଦୁହିଁଙ୍କ କୃପା ଜୀବନ ସାରା ରହୁ , ଆପଣଙ୍କୁ କହିଦେବୁ କି ଝିଅଙ୍କର ଗୋଡ ମୁଦି ସ୍ୱାମୀର ଦାରିଦ୍ରତା କାରଣ ବି ହୋଇପାରେ , ହିନ୍ଦୁ ଧର୍ମରେ ବିବାହିତ ଝିଅମାନେ ପାଦରେ ଗୋଡ ମୁଦି ପିନ୍ଧିଥାନ୍ତି , କେବଳ ଏହି କଥାକୁ ପ୍ରତିକ ନୁହେଁ କି ସେ ବିବାହିତ ଅଟନ୍ତି , ଏହା ପଛରେ ଏକ ବୈଜ୍ଞାନିକ କାରଣ ବି ଅଛି

 

ବୈଦିକ ନୀତି ଅନୁସାରେ ଏମିତି ମାନିଥାଉ କି ଏହାକୁ ନିୟମିତ ପାଦରେ ଧାରଣ କଲେ ଝିଅଙ୍କ ମାସିକ ଧର୍ମ ନିୟମିତ ହୋଇଥାଏ , ଭାରତର ସହରୀ କ୍ଷେତ୍ରରେ ଏହାର ଚଳଣି କମିବାରେ ଲ୍ଗିଛି , କିନ୍ତୁ ଗାଁ ମାନଙ୍କରେ ଆଜି ବି ଏହି ନୀତି ଚାଲୁଛି , ଗୋଡ ମୁଦି ସବୁବେଳେ ଡାହାଣ ତଥା ଡାହାଣ ଗୋଡର ଦ୍ୱିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ୍ , ଏହା ଗର୍ଭାଶୟ କୁ ନିୟନ୍ତ୍ରିତ କରିଥାଏ , ଓ ରକ୍ତଚାପକୁ ସନ୍ତୁଳିତ କରିଥାଏ । କାରଣ ଚାନ୍ଦୀ ଏକ ସୁଚାଳକ ଅଟେ , ଏହା ପୃଥବୀର ଧୃବୀୟ ଉର୍ଜାକୁ ଠିକ୍ କରି ଶରୀର ମଧ୍ୟରେ ପହଞ୍ଚିଥାଏ , ଯାହା ଦ୍ୱାରା ଶରୀର ସତେଜ ହୋଇଥାଏ ।

 

ଭାରତୀୟ ପରମ୍ପରା ମୁତାବିକ ସବୁ ଝିଅ ବାହାଘର ପରେ ଗୋଡ ମୁଦି ପିନ୍ଧିଥାନ୍ତି , ଏଠାରେ ଏହିକଥାକୁ ଧ୍ୟାନ ରଖିବାକୁ ହେବ କି ଗୋଡ ମୁଦି କେବଳ ବିବାହିତ ଝିଅ ମାନେ ହିଁ ପିନ୍ଧିଥାନ୍ତି , ଅବିବାହିତ ଯୁବତୀ ଏହାକୁ ଧାରଣ କରିବା ଉଚିତ୍ ନୁହେଁ । କିନ୍ତୁ ଏହି କଥା ଜାଣିବାକୁ ହେବ କି ସ୍ତ୍ରୀର ଗୋଡରେ ଗୋଡ ମୁଦି ପିନ୍ଧିବା ଦ୍ୱାରା ସ୍ୱାମୀର ଦରିଦ୍ରତା କାରଣ ହୋଇପାରେ , ଜ୍ୟୋତିଷ୍ୟ ଶାସ୍ତ୍ର ମୁତାବିକ ଏହାକୁ ପିନ୍ଧିଲେ ଏଥିରୁ ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ପ୍ରତିକ ମାନିଥାଆନ୍ତି , ଏହି କଥାକୁ ଧ୍ୟାନ ରଖିବାକୁ ହୋଇଥାଏ କି ଗୋଡ ମୁଦି ସବୁବେଳେ ରୂପାର ବ୍ୟବହାର କରିବେ , ଭୁଲ୍ ରେ ବି କେବେ ବି ସୁନାର ଗୋଡ ମୁଦି ପିନ୍ଧନ୍ତୁ ନାହିଁ , ସ୍ତ୍ରୀମାନଙ୍କର ଗୋଡ ମୁଦି ଏତେ ଢିଲା ହୋଇଥାଏ କି ସେ ପାଦରୁ ବାହାଯାଇପାରେ , ଏହି କଥାକୁ ଧ୍ୟାନ ରଖିବେ , ଓ ନିଜ ଗୋଡ ମୁଦି କାହାକୁ ଦିଅନ୍ତୁ ନାହିଁ , ଏମିତି ଯଦି କରନ୍ତି ତେବେ ସ୍ୱାମୀର ଦାରିଦ୍ରତା ଓ ରୋଗାକ୍ରାନ୍ତ ହୋଇପାରନ୍ତି ,

Leave a Reply

Your email address will not be published. Required fields are marked *