April 16, 2024

Odia Express

News For Public

ନିର୍ବନ୍ଧରେ ଝିଅର ନାଚ ଦେଖିକରି କାନ୍ଧି ପକାଇଲେ ବାପା ମା, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଏହି ୨ ମିନିଟ୍ ର ଡ୍ୟାନ୍ସ – ୩୦ ଲକ୍ଷ ଲୋକ ଦେଖି ସାରିଲେଣି ଭିଡ଼ିଓ …

1 min read

ଝିଅ ମାନେ ପରର ଧନ ଅଟନ୍ତି , ଏହି କଥା ବାପା ମା ପୂର୍ବରୁ ବୁଝି ପାରନ୍ତି । କିନ୍ତୁ ଏହା ସେବେ ବିଶ୍ୱାସ କରନ୍ତି ଯେବେ ଝିଅ ବିଦା ହେବାପାଇଁ ତାଙ୍କ ପାଖରେ କିଛି ଘଣ୍ଟା ହୋଇଥାଏ , ଆଜି କାଲି ଝିଅମାନେ କେଉଁ ପୁଅଠୁ କମ୍ ନୁହନ୍ତି , ଓ ଏହି କଥା ବାପା ମା ଜାଣିଛନ୍ତି , ଗୋଟେ ପୁଅ ପାଇଁ ବାହାଘର ପରେ ବାପା ମା ବୋଧେ ତାର ବୋଝ ହୋଇପାରିବେ , କିନ୍ତୁ ଗୋଟେ ଝିଅ ପାଇଁ ମା ବାପା କେବେ ବୋଝ ହୋଇପାରିବେ ନାହିଁ । ବାହାଘରପରେ ସେ ତାର ଶଶୁରଘର ଦାୟିତ୍ୱ ନେଇଥାଏ , ଗୋଟେ ଝିଅର ସଂମ୍ପର୍କ ବିଲକୁଲ୍ ଅଲଗା ହୋଇଥାଏ , ଯିଏ କି ନିଜ ବାପା ମା ଙ୍କୁ ସବୁ କଥା ଖୋଲିକରି କହିପାରିବେ , ଝିଅ ମାନେ ମାର ରୋଷେଇ ସମୟରେ ସାହାଯ୍ୟ କରିଥାନ୍ତି ,

 

ଝିଅ ଥିଲେ ପରିବାରରେ ଚଳ ଚଞ୍ଚଳ ହୋଇଥାଏ , କିନ୍ତୁ ଝିଅ ବିଦା ହେଲା ବେଳେ ସବୁଠାରୁ ଅଧିକା ଦୁଃଖ ମା ବାପାଙ୍କୁ ହୋଇଥାଏ ।, ଆଜି କାଲି ସୋସିଆଲ୍ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ୍ ହେଉଛି , ଯେଉଁଠି କନ୍ୟା ଗୋଟେ ଗୀତରେ ଡ୍ୟାନ୍ସ କରୁଛି , ମାନେ ଲାଗେ କି ଏହା ବାଧ୍ୟତାମୁଳକ ହୋଇସାରିଛି କି ସେ ବାହା ହେବେ ମାନେ ଷ୍ଟେଜ୍ ରେ ଡ୍ୟାନ୍ସ କରିବେ , ଭିଡିଓ ନେଇକରି ଆସିଛୁ , ଯେଉଁଠି ଏକ ଝିଅ ନିଜ ନିର୍ବନ୍ଧରେ ମା ବାପାଙ୍କ ଆଗରେ ନାଚୁଛି, ନିଜ ଝିଅର ଏପରି ଡ୍ୟାନ୍ସ ଦେଖିକରି ମା ବାପା କାନ୍ଧିପକାଇଛନ୍ତି ।

ଡ୍ୟାନ୍ସ ଆରମ୍ଭ ହେବା ପୂର୍ବରୁ ଝିଅର ଇମୋସନାଲ୍ ସ୍ପିଚ୍ ଆସିଥିଲା , ଯେଉଁଥିରେ ସେ ନିଜ ବାପା ମାଙ୍କୁ ଧନ୍ୟବାଦ କହୁଛି , ପ୍ରଥମେ ଝିଅଟି ରାଜି ଫିଲ୍ମର ଗୀତ ଉଙ୍ଗୁଲି ପକଡ୍ କେ ତୁନେ ଗୀତରେ ଡ୍ୟାନ୍ସ କରୁଛି, ତାପରେ ନିଜ ଭଉଣୀ ସହ ଇମୋସନାଲ୍ ପରଫରମାନ୍ସ ଦେଲେ , ଏହି ପରଫରମାନ୍ସ ଦେଖିକରି ମା ବାପା ବହୁତ ଭାବୁକ ହୋଇଯାଇଥିଲେ , ଓ ସେ ଏହି ସମୟରେ ନିଜ ବାପା ମାଙ୍କ ପାଖକୁ ଷ୍ଟେଜ୍ ରୁ ଓହ୍ଲାଇ ଆସି ମା ବାପାଙ୍କୁ କୁଣ୍ତାଇ ପକାଉଛି , ଏହି ଭିଡିଓ ଦେଖିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏହି ଭିଡିଓ କୁ ଏବେ ପର୍ଯ୍ୟନ୍ତ ଲକ୍ଷେ ଲୋକ ଦେଖିସାରିଲେଣି । ଓ ସମସ୍ତଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି , ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି,, ଯଦି ଆପଣ ଏହି ଭିଡିଓ ଦେଖିନାହାନ୍ତି ନିଶ୍ଚିତ ଦେଖିନିଅନ୍ତୁ , ଏହା ସେହି ଝିଅମାନଙ୍କ ପାଇଁ ସମର୍ପିତ ଅଟେ ,ଯାହାଙ୍କ ବାହାଘର ହେବାକୁ ଯାଉଛି  ,

https://youtu.be/xlexUsnUOXY

Leave a Reply

Your email address will not be published. Required fields are marked *