ଯେଉଁ ସ୍ତ୍ରୀମାନଙ୍କର ପାଖରେ ଏହି ୩ ଟି ଗୁଣ ଥାଏ , ସେମାନଙ୍କ ସ୍ୱାମୀ ସବୁବେଳେ ହୋଇଥାନ୍ତି ଧନବାନ , କଣ ଆପଣଙ୍କ ସ୍ତ୍ରୀ ପାଖେ ସେହି ଗୁଣ ଅଛି କି…

ଏଥିରେ କୌଣସି ସନ୍ଦେହ ନାହିଁ କି ଯେବେ କେଉଁ ଝିଅର ବାହାଘର ହୋଇଥାଏ , ତେବେ ତାର ଭାଗ୍ୟ ଓ ଭବିଷ୍ୟତ ନିଜଅ ସ୍ୱାମୀ ସହ ଯୋଡି ହୋଈଯାଏ , ମାନେ ବାହାଘରପରେ ସ୍ତ୍ରୀ ଯାହା କହେ କିମ୍ବା କରେ , ତାହାର ସ୍ୱାମୀ ଉପରେ ତା ସୁପ୍ରଭାବ ଓ କୁପ୍ରଭାବ ପଡିଥାଏ।  ମାନେ କହିବାକୁ ଗଲେ ଝିଅର ଜୀବନ ନିଜ ସ୍ୱାମୀ ସହ ଯୋଡିହୋଇଥାଏ । ସେମିତି ବାହାଘର ସେହି ସଂମ୍ପର୍କ ଯାହା ଲୋକଙ୍କୁ ପରସ୍ପର ମଧ୍ୟରେ ଯୋଡିଥାଏ । ଏମିତିରେ ଯଦି ସ୍ୱାମୀର ଗୋଟେ ଜୀବନ ମଧ୍ୟରେ କିଛି ଖରାପ ହୋଇଥାଏ , ତେବେ ତାହାର ପ୍ରଭାବ ଅନ୍ୟ ଜଣଙ୍କ ଉପରେ ପଡିଥାଏ ।

 

କିଛି ସ୍ତ୍ରୀ ଏପରି ହୋଇଥାନ୍ତି ଯେଉଁମାନେ ବାହାହୋଇସାରିଲାପରେ ନିଜ ସ୍ୱାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାଣ୍ତି , କିଛି ଏପରିଥାନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ପାଇଁ ଦୂଃଖ ଆଣିଥାନ୍ତି , କହିଦେବୁ କି ଯେଉଁ ସ୍ତ୍ରୀଲୋକମାନେ ନିଜ ସ୍ୱାମୀଙ୍କ ଜୀବନରେ ସୌଭାଗ୍ୟ ଆଣିଥାନ୍ତି , ସେମାନଙ୍କୁ ଭାଗ୍ୟଶାଳୀ ସ୍ତ୍ରୀ କୁହାଯାଏ , ଏହି ଦୁନିଆଁରେ ଗୁଣବାନ ସ୍ତ୍ରୀ ଅଛନ୍ତି । ଓ ଅନ୍ୟପଟେ କିଛି ସ୍ତ୍ରୀ ଏପରି ହୋଇଥାନ୍ତି , ଯିଏ ଭଲ ଗୁଣର ହୋଇନଥାନ୍ତି । ଏମିତି ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ଜୀବନରେ କଷ୍ଟ ଆଣିଥାନ୍ତି । ଆସନ୍ତୁ ଜାଣିବା ସେହି ସ୍ତ୍ରୀମାନଙ୍କର କିଛି ଭଲ ଗୁଣଗୁଡିକ ବିଷୟରେ ଯାହା କିଛି ଏହିପରି ହୋଇଥାଏ । ସେମିତି କିଛି ସ୍ତ୍ରୀମାନେ କିଛି ଏପରି ହୋଇଥାନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ଭାଗ୍ୟ ପୁରା ଭାବେ ବଦଳିଦେଇଥାନ୍ତି , ଯେଉଁ ସ୍ତ୍ରୀମାନଙ୍କ ମଧ୍ୟରେ ଏହି ଗୁଣ ମିଳିଯାଏ , ସେମାନେ ନିଜ ସ୍ୱାମୀଙ୍କ ଭାଗ୍ୟ ବଦଳିବାରେ କେହି ବି ଅଟକାଇପାରିବେ ନାହିଁ ,

 

୧) କୁହନ୍ତି ନା ଯେଉଁ ସ୍ତ୍ରୀ ସଚ୍ଚା ମନରେ ଓ ଶ୍ରଦ୍ଧାରେ ଭଗବାନଙ୍କ ପୁଜା କରିଥାଏ , ତାହାର ସ୍ୱାମୀ ସବୁବେଳେ ଧନବାନ ରହିଥାଏ , ଯଦି ଭଗବାନଙ୍କ ସଚ୍ଚା ମନରେ ଆରାଧନା କରାଯାଏ , ତେବେ ସେହି ଘରରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ , ଓ ସେହି ଘରରେ ଶୁଦ୍ଧ ବାତାବରଣ ରହିଯାଏ ।

୨) ଏହା ଛଡା ଯେଊଁ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ଦାୟିତ୍ୱ ନେଇଥାନ୍ତି , ସେମାନେ ଘରର ସବୁକାର୍ଯ୍ୟ ଶାନ୍ତିରେ ସଂପନ୍ନ କରିଥାନ୍ତି , ଓ ଏହା ସହ ଦିନ ରାତି ସ୍ୱାମୀଙ୍କ ସେବା କରିଥାନ୍ତି , ସେହି ସ୍ତ୍ରୀମାନଙ୍କ ଉପରେ ଲକ୍ଷ୍ମୀ ମା ବହୁତ ପ୍ରସନ୍ନ ହୋଇଥାନ୍ତି ।

 

୩) ଯେଉଁ ସ୍ତ୍ରୀ କେଉଁ ଗରିବ କୁ ଖାଲି ହାତରେ ନିଜ ଘର ପାଖରୁ କେବେ ଫେରାଇନଥାନ୍ତି , ଓ କିଛି ନା କିଛି ଦାନ କରିଥାଣ୍ତି , ସେହି ସ୍ତ୍ରୀମାନଙ୍କ ଘରେ ଧନ ଓ ଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ । ସେମିତି ସେମାନେ ଗରିବ ଲୋକଙ୍କୁ କିଛି ଦାନ କଲେ , ଭଗବାନ ତାଙ୍କ କୋଳ ଖୁସିରେ ଭରିଦିଅନ୍ତି , ଏହା ସହ ଯେଉଁ ଘରେ ଏପରି ସ୍ତ୍ରୀ ଥାନ୍ତି , ତାଙ୍କ ଘରେ କେବେ ବି ଦାରିଦ୍ରତା ଦେଖାଦେଇନଥାଏ , ଓ ବହୁତ ଧନ ପ୍ରାପ୍ତି କରିଥାନ୍ତି । ଓ ତାଙ୍କ ସ୍ୱାମୀଙ୍କର ବହୁତ ଧନ ଲାଭ ହୋଇଥାଏ ।

Leave a Reply

Your email address will not be published.