March 27, 2024

Odia Express

News For Public

ଶୋଇବା ସମୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୩ ଟି ଭୁଲ୍ , ନହେଲେ ହୋଇପାରନ୍ତି ରୋଗାକ୍ରାନ୍ତ…

ବହୁତଥର ଆମେ ଶୋଇ ପଡନ୍ତି କିନ୍ତୁ ଆମର ଶୋଇବା ଶୈଳୀ ଭିନ୍ନ ଧରଣର ହୋଇଥାଏ , ସେମିତି କାହାକୁ ଏହା ଜଣା ନଥିବ କି ଭୁଲ୍ ବଶତଃ ଆମେ କିଛି ଭୁଲ୍ କରିବସୁ , ଯାହା ଆମକୁ ବହୁତ ଅସୁବିଧାର କାରଣ ହୋଇପାରେ , ସବୁ ଲୋକ ଅଲଗା ଅଲଗା ଭାବେ ଶୋଇଥାନ୍ତି , ଯଦି ଆପଣ ସଠିକ୍ ଶୈଳୀରେ ନ ଶୁଅନ୍ତି ତେବେ ଆପଣଙ୍କୁ ନାନାଦି ରୋଗ ଘେରେଇପାରେ । ଏହା ଆମେ ସମସ୍ତେ ଜାଣିଛେ କି ଶୋଇବାର ଚାରୋଟି ପୋଜିସନ୍ ଅଛି ଗୋଟେ ହେଲା ଡାହାଣ କଡ, ବାମ କଡ , ସିଧା ଓ ଓଲଟା କିମ୍ବା ପେଟେଇ କରି , କିନ୍ତୁ ବହୁତ ଥର ଦେଖିଥିବେ କି ଆମେ ଅସଂଯତ ଅବସ୍ଥାରେ ଶୋଇପଡିଲେ ଆମକୁ ଅଜବ ସ୍ୱପ୍ନ ଦେଖାଦିଏ , ଓ ଆମେ ଭଲ ଭାବେ ଶୋଇପାରିନଥାଉ , ଓ ଏହା ରୋଗକୁ ଡକରାଦେଇଥାଏ , ଯଦି ଆମେ ଠିକ୍ ଭାବେ ଶୋଇବା ତେବେ ଆମ ମସ୍ତିଷ୍କ ଶାନ୍ତ ରହିବା ସହ ଭଲ ସ୍ୱାସ୍ଥ୍ୟ ବି ପାଇଥାଉ ।

 

୧) ସେମିତି ଆମେ ଖାଇବାପରେ ବାଁ କଡକୁ କଡେଇ ହୋଇ ଶୋଇପଡୁ , ଶରୀରରେ ଭୋଜନ ଥିରେ ଥିରେ ପାଚନ ହୋଇଥାଏ , ଏହା କରିବା ଦ୍ୱାରା ଶରିରର ତାପମାତ୍ରା ବି ସଠିକ୍ ରହିଥାଏ , କାରଣ ବାଁ କଡରେ ପାଚନ ତନ୍ତ୍ର ହୋଇଥାଏ , ଓ ହୃଦୟ ଡାହାଣ କଡରେ ହୋଇଥାଏ , ଏହା ଛଡା ଯଦି ଡାହାଣ କଡରେ ଶୋଇବା ତେବେ ଏହା ଖାଦ୍ୟକୁ ଜଲଦି ପାଚନ କରାଇଥାଏ , ଓ ଏହା ବହୁତ କ୍ଷତି କାରକ ହୋଇଥାଏ ।

୨) ବହୁତଥର ଆମେ ତକିଆ ଦେଇ ସିଧା ଶୋଇପାରୁନଥାଉ , କାରଣ ଏହା କରିଲେ ଆପଣଙ୍କ ପିଠି ହାଡ ଉପରେ ପ୍ରେସର୍ ପଡିଥାଏ , ଏଥିପାଇଁ ଆପଣଙ୍କୁ ବାମ କଡେ କଡେଇ ଶୋଇବାର ଅଛି, ଏହା କରିଲେ ପିଠି ହାଡ ଏକଦମ୍ ସିଧା ରହିଥାଏ ।

 

୩) ସେମିତି କହିଦେବୁ କି କେବେ ହେଲେ ବି ପେଟେଇ କରି ଶୋଇବା ଉଚିତ୍ ନୁହେଁ , ଏମିତି କରିଲେ ଶରୀର ପାଇଁ ଅଧିକା କ୍ଷତି କାରକ ହୋଇପାରେ , ଓ ଏହା ଦ୍ୱାରା ଅଧିକ ଓଜନ ପଡିଥାଏ , ଏହା ହୃଦରୋଗ ସଂବନ୍ଧି ରୋଗ ହେବାର ଭୟ ରହିଥାଏ , ଆପଣଙ୍କୁ କହିଦେବୁ କି ଏକ ଗବେଷଣାରୁ ଜଣାପଡିଛିକି ଶୋଇବାର ଖରାପ ପୋଜିସନ୍ ପେଟେଇକରି ଶୋଇବା ହୋଇଥାଏ , ଏଥିପାଇଁ ଧ୍ୟାନ ରଖନ୍ତୁ କି ପେଟେଇକରି ନ ଶୁଅନ୍ତୁ ।

 

୪) ଆଉ ଏକ ଗବେଷଣାରୁ ଜଣା ପଡିଛି କି ପ୍ରାୟ ୭୫ ପ୍ରତିଶତ ଲୋକେ ଶୋଇଲା ସମୟରେ ଆଣ୍ଠୁ ଯାକି କରି ଶୋଇଥାନ୍ତି , ଯାହା ଦ୍ୱାରା ଏହା ଆଣ୍ଠୁ ଗଣ୍ଠି ଉପରେ ପ୍ରେସର୍ ଆସିଥାଏ , ଓ କଷ୍ଟ ଅନୁଭବ ହୁଏ  ଯଦି କେଉଁ ବ୍ୟକ୍ତି ଆଣ୍ଠୁ ଯାକି କରି ଶୋଉଛି ତେବେ ତାଙ୍କୁ କହିବେ କି ତକିଆ ବ୍ୟବହାର କରିବେ , ଏହି ପରି ଶୋଇଲେ ଗୋଡ ଉପରେ ଅଧିକା ପ୍ରେସର୍ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *