April 14, 2024

Odia Express

News For Public

ଯଦି ଆପଣଙ୍କ ନଖରେ ହୋଇଛି ଅର୍ଦ୍ଦଚନ୍ଦ୍ରମା ତେବେ ନିଶ୍ଚିତ ଠାରେ ଏହି ଖବର ପଢିନିଅନ୍ତୁ..

ଯେଉଁ ଭଳି ସବୁ ମଣିଷ ଦେଖିବାକୁ ଅଲଗା ଅଲଗା ହୋଇଥାନ୍ତି ସେମିତି ସବୁ ମଣିଷର ଅଙ୍ଗଗୁଡିକର ଗଢଣ ଅଲଗା ଅଲଗା ପ୍ରକାରର ହୋଇଥାଏ , ମଣିଷର ଅଙ୍ଗର ଗଢଣ କେଉଁ ନା କେଉଁ କଥାର ସଙ୍କେତ ଦେଇଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଗଢଣ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣ ନିଶ୍ଚିତ ଦେଖିଥିବେ । ଆଜି ଆମେ ଆପଣଙ୍କୁ ମଣିଷଙ୍କ ନଖ ବିଷୟରେ କହିବୁ , ନଖ ସହ ଯୋଡି ହୋଇଥିବା ଏମିତି କଥା ଯାହା ଲୋକଙ୍କ ପାଇଁ ଫାଇଦାଦାୟକ ଅଟେ , କିଛି ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ , ପୁର୍ବରୁ ନିଜ ହାତର ଆଙ୍ଗୁଠିକୁ ଦେଖିନିଅନ୍ତୁ , ଓ ନଖରେ ଅର୍ଦ୍ଧଚନ୍ଦ୍ରମା ହୋଇଥିଲେ ଏହା ଆପଣ ବିଷୟରେ ଅଟେ , ଯେଉଁଠି ଆଙ୍ଗୁଠି ଶେଷ ହୋଇଥେ , ସେଥିରେ ଅର୍ଦ୍ଧଚନ୍ଦ୍ରମା ହୋଇଥାଏ , ତାହା ଭଲ ସଙ୍କେତ ହୋଇଥାଏ ।

 

ଅର୍ଦ୍ଧଚନ୍ଦ୍ରମା ଧଳା ରଙ୍ଗର ଚିହ୍ନ ଦେଖାଇଥାଏ , କିନ୍ତୁ ଅସଲରେ ତାହାର ରଙ୍ଗ ଧଳା ହୋଇନଥାଏ , ସେ ନଖର ମୁଖ୍ୟ ଭାଗ ହୋଇଥାଏ , ଯଦି ସେହି ଭାଗକୁ ଆଘାତ ଲାଗିଥାଏ , ତେବେ ନଖ ଭାଙ୍ଗିଯିବାର ସମ୍ଭାବନା ରହିଥାଏ ।

 

ଅର୍ଦ୍ଧଚନ୍ଦ୍ରମା ବିଷୟରେ କୁହାଯାଏ କି ଯାହାର ନଖ ଉପରେ ଏହି ଚିହ୍ନ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ , ଏମିତି ଚିହ୍ନ ରହିଲେ ବ୍ୟକ୍ତି ବହୁତ ବୁଦ୍ଧିମାନ ଓ ଚାଲାକ୍ ହୋଇଥାଏ , ଏହି ଲୋକ ତୁରନ୍ତ କିଛି ଫଇସଲା ନେଇପାରନ୍ତି , ଏମାନଙ୍କପାଖରେ ସେହି କ୍ଷମତା ହୋଇଥାଏ , ଯାହା ମାନସିକ ଭାବେ ଉନ୍ନତ କରିଥାଏ , ଯଦି ଆପଣଙ୍କ ନଖ ଉପରେ ଅର୍ଦ୍ଧଚନ୍ଦ୍ରମା ଅଛି ତେବେ ବିଶ୍ୱାସ କରନ୍ତୁ , ଆପଣ ଅଲଗା ବ୍ୟକ୍ତିଙ୍କ ଠାରୁ ଅଧିକା ବୁଦ୍ଧିମାନ ଅଟନ୍ତି, ।

Leave a Reply

Your email address will not be published. Required fields are marked *