April 17, 2024

Odia Express

News For Public

ସବୁ ବିଷୟରେ ୩୫-୩୫ ନମ୍ବର ରଖି ପାସ୍ ହେଲା ଏହିପିଲା – ଘର ଲୋକେ ଖୁବ ଖୁସି ମନାଇଲେ , କହିଲେ ଏଭଳି କଥା ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଛୁଆଙ୍କ ରେଜଲ୍ଟ ଉପରେ  ମା ବାପାଙ୍କର ବେଶୀ ଆଶା ଥାଏ , ଖାସ୍ କରି ଯେବେ ବୋର୍ଡ ପରୀକ୍ଷା ଫଳାଫଳ ଆସିଥାଏ , ମା ବାପା ଏହି ଇଚ୍ଛା ହୋଇଥାଏ କି ତାଙ୍କ ଛୁଆ କମ୍ ସେ କମ୍ ପଡୋଶୀ ଛୁଆଠୁ ଭଲ ନମ୍ବର ଆଣୁ , ଏତିକି ନୁହେଁ , ଯଦି ଛୁଆ ନମ୍ବର କମ୍ ଆଣେ ତେବେ ମା ବାପା ତାକୁ ବହୁତ ଗାଳି କରିଥାନ୍ତି , ତାକୁ ବାଡେଇବି ଥାନ୍ତି , କିନ୍ତୁ ସୋସିଆଲ୍ ମିଡିଆରେ ଏକ ପିଲାର ରେଜଲ୍ଟ ଭାଇରାଲ୍ ହେଲା , ଯାହାଙ୍କ ବାପା ମା ବହୁତ ଖୁସିଥିଲେ , ଏବେ ଆପଣ ଭାବୁଥିବେ କି ନିଶ୍ଚିତ ଏହି ଛୁଆଟି ଟପ୍ କରିଥିବ , କିନ୍ତୁ ଏମିତି କିଛି ନଥିଲା । ବରଂ ଏହି ପୁଅଟି ଫୋକସ୍ ଅନ୍ କରି ଟାର୍ଗେଟ୍ କରିଥିଲା ,

 

ଶନିବାର ଦିନ ମହାରାଷ୍ଟ୍ରର ମାଧ୍ୟମିକ ବିଦ୍ୟାଳୟ ପ୍ରମାଣପତ୍ର ରେଜଲ୍ଟ ଘୋଷଣା ହେଲା , ଯେଉଁଥିରେ ଜଣେ ଯୁବକ ୩୫ ପ୍ରତିଶତ ମାର୍କରେ ପାସ୍ ହୋଇଯାଇଥିଲା , ତାର ଫ୍ୟାମିଲି ବହୁତ ପାର୍ଟି କରିଥିଇଲେ , ମୁମ୍ବାଇରେ ଥିବା ମୀରା ରୋଡ୍ ରେ ୧୬ ବର୍ଷୀୟ ଅକ୍ଷତ ସବୁ ବିଷୟରେ ପାସ୍ ମାର୍କ ଆଣିଥିଲେ , ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ,  ସେମିତି କେଉଁ ଗୋଟେ ବିଷୟରେ କମ୍ ଆସିଥାଏ ତ ଆଉ କେଉଁ ଥିରେ କମ୍ ଆସିଥାଏ , କିନ୍ତୁ ସବୁ ବିଷୟରେ ଗୋଟେ ମାର୍କ ଆଣିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା , ଏଥିରୁ ଜଣା ପଡୀଲା କି ଛୁଆଟି ପଢିଲା , ଓ ପାସ୍ ହୋଇଗଲା , ଏମିତି ମାର୍କ କେଉଁଠି ଦେଖିବାକୁ ମିଳିନଥିଲା ।

 

ପରିବାର ଲୋକେ କହିଲେ କି ସେ ତାଙ୍କ ପୁଅ ପାସ୍ ହୋଇଛନ୍ତି ବୋଲି ବହୁତ ଖୁସ୍ ଅଛନ୍ତି , ଯାହାର କାରଣରୁ ସେ ପାର୍ଟି ରଖିଛନ୍ତି , ଅକ୍ଷୟଙ୍କ ବାପା କହିଲେ କି ତାଙ୍କୁ ଆଶା ଥିଲା ତାଙ୍କ ପୁଅ ୫୫ ପ୍ରତିଶତ ଆଣିବ , କିନ୍ତୁ ଏପରି ହେଲା ନାହିଁ , କିନ୍ତୁ ଆମେ ଖୁସି ଅଛୁ , ତାହା ସହ ଅକ୍ଷତର ବାପା କହିଲେ କି ମୋର ପୁଅ ଫୁଟବଲ୍ ରେ ନିଜ କ୍ୟାରିୟର ବନାଇବାକୁ ଚାହୂଁଛି, ଓ ଏଥିପାଇଁ ବହୁତ ପରିଶ୍ରମ କରୁଛି , ଏଥିପାଇଁ ତାର ମାର୍କ୍ସ ଦେଖି ବହୁତ ଖୁସି ଅଛନିତ୍ ,

 

ଅକ୍ଷତର ପାଠ ପଢାରୁ କମ୍ ଗେମ୍ ଉପରେ ବେଶୀ ଧ୍ୟାନ ଅଛି , ଯାହାପାଇଁ ସେ ବହୁତ ଚେଷ୍ଟା ବି କରିଛି, ଅକ୍ଷତ ନବମ ଫେଲ୍ ହେଲା , ଯାହା ପରେ ସେ ପ୍ରାଇଭେଟ୍ ରେ ଦଶମ ଫର୍ମ ଫିଲଅପ୍ କରି ସବୁ ବିଷୟରେ ୩୫ ପ୍ରତିଶତ ମାର୍କ ଆଣିଲେ , ଅକ୍ଷତଙ୍କ ଫଳାଫଳ ସେମିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି, ତାଙ୍କ ଫ୍ୟାମିଲି ଓ ସାଙ୍ଗମାନେ ବହୁତ ଖୁସି ଅଛନ୍ତି , ସୋସିଆଲ୍ ମିଡିଆରେ ଲୋକଙ୍କ କହିବା କଥା କି କିପରି ଫାମିଲି ଅଟନ୍ତି , ଆମ ଫ୍ୟାମିଲିର ଆମକୁ ଘରୁ ବାହାରକୁ ବାହାର କରିଦେଇଥାନ୍ତେ ।

Leave a Reply

Your email address will not be published. Required fields are marked *