ପୋଷ୍ଟ ଅଫିସ୍ ରେ ଏହି ସ୍କିମ୍ ଅଛି ବହୁତ ଖାସ୍ – ମାତ୍ର ୧୫୦ ଟଙ୍କା ନିବେଶ କରିଲେ ଆପଣ ପାଇବେ ପୁରା ୬୦ ଲକ୍ଷ ଟଙ୍କା..ଦେଖନ୍ତୁ କିପରି

ଏମିତି ଦେଖାଯାଉଛି କି ଲୋକେ ଛୋଟ ସଞ୍ଚୟରୁ ଅଧିକା ଫାଇଦା ଆମେ ବୁଝିପାରିନଥାଉ , କାରଣ ଆମେ ବଡ ଭରସା ଉପରେ ଆମେ ବିଶ୍ୱାସ କରିଥାଉ , ଏହା ସତ କି ଛୋଟ ସଞ୍ଚୟରୁ ଆମେ ଫାଇଦା ଉଠାଇପାରିବା ନାହିଁ , ସବୁଦିନ ଖର୍ଚ୍ଚରୁ କିଛି ନା କିଛି ଜରୁରୀ ଖର୍ଚ୍ଚ ରୋକିଲେ ଆମେ ୧୦୦-୧୫୦ ଟଙ୍କା ସଞ୍ଚୟ ହୋଇଯାଏ , ସେମିତି ଏହି ପଇସାରୁ ସରକାରଙ୍କ ଛୋଟ ସଞ୍ଚୟ ଯୋଜନା ଗୁଡିକ କରିଲେ ବଡ ଫାଇଦା ମିଳିଥାଏ ।ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ପିପିଏସ୍ଫ୍ ସ୍କିମ୍ ବିଷୟରେ କହିବୁ , ସବୁଦିନ ୧୫୦ ଟଙ୍କା ହିସାବରେ ନିବେଶ କରିଲେ ପ୍ରାୟ ୨୦ ବର୍ଷର ଚାକିରି ଅତିରିକ୍ତ ୨୬,୬୮ ଲକ୍ଷ ଟଙ୍କା ଫଣ୍ତ ମିଳିଯିବ ।

 

୨୦ ବର୍ଷରେ ହେବ ୨୫ ଲକ୍ଷ ଟଙ୍କା ଫଣ୍ତ , କହିଦେବୁ କି ୨୫ ବର୍ଷ ବୟସରେ ଜଦି ଆପଣଙ୍କର ୩୦-୩୫ ହଜାର ଟଙ୍କାର ଆମଦାନୀ ହୋଇଥାଏ ,ତେବେ କେଉଁ ଅନ୍ୟ ସଞ୍ଚୟ ଛଡା ପ୍ରାରମ୍ବିକ ହିସାବରେ ୧୦୦-୧୫୦ ଟଙ୍କା ହିସାବରେ ସଞ୍ଚୟ କରାଯାଈପାରିବ  ,ଜଣାଇଦେବୁ କି ଏହି ସଞ୍ଚୟ ୪୫ ବର୍ଷ ବୟସର ଅତିରିକ୍ତ ୨୫ ଲକ୍ଷ ଟଙ୍କା ଫଣ୍ତ ଦେଇପାରେ , ଯାହା ଦ୍ୱାରା ଚାକିରି କରୁଥିବା ଆପଣଙ୍କ ଛୋଟ ବଡ ସଞ୍ଚୟ ଆରାମରେ ପୁରା କରିପାରିବେ ।

 

କହିଦେବୁ କି ପୋଷ୍ଟ ଅଫିସରେ ଆପଣଙ୍କୁ ପିପିଏଫ୍ ଏକାଉଣ୍ଟ ଖୋଲିବାର ସୁଯୋଗ ଦେଇଥାଏ , ଏହି ଏକାଉଣ୍ଟ ୧୫ ବର୍ଷ ପାଇଁ ଖୋଲିପାରିବେ , ଯାହାର ଆଗକୁ ୫ ବର୍ଷ ପାଇଁ ବଢାଇପାଇବେ , କହିଦେବୁ କି ପିପିଏଫ୍ ଉପରେ ୮ ପ୍ରତିଶତ ସୁଧ ଦର ମିଳେ , ଯାହା ବାର୍ଷିକ କମ୍ପାଉଣ୍ତ ଅଛି ,

ଜଣାଇଦେବୁ କି ପିପିଏଫ୍ ରେ ମିନିମମ୍ ୧୦୦ ଟଙ୍କାରୁ ଏକାଉଣ୍ଟ ଖୋଲିପାରିବେ , ଏଥିରେ ଫାଇନାନ୍ସସିଆଲ୍ ଇୟର୍ କମ୍ ସେ କମ୍ ୫୦୦ ଟଙ୍କା ନିବେଶ କରିପାରିବେ , ସେମିତି ଅଧିକାଂଶ ନିବେଶରେ କଥା କହିଲେ ବାର୍ଷିକ ଏକାଉଣ୍ଟରେ ଅଧିକା ୧,୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ୨୦ ବର୍ଷରେ ଆପଣଙ୍କୁ ମିଳିଯିବ ୨୬,୬୮ ଲକ୍ଷ ଟଙ୍କା , କହିଦେବୁ କି ଯଦି ଆପଣ ୧୫୦ ଟଙ୍କା ସବୁଦିନ ସଞ୍ଚୟ କରିବେ ତେବେ ପିପିଏଫ୍ ନିବେଶ ଉପରେ ୪୫୦୦ ଟଙ୍କା ମାସିକ ମିଳିବ , ମାନେ ସବୁ ମାସ ୪୫୦୦ ଟଙ୍କା ନିବେଶ କରିଲେ ବାର୍ଷିକ ୫୪ ହଜାର ଟଙ୍କା ହେବ , ସେମିତି ୨୦ ବର୍ଷରେ ନିବେଶ ୧୦,୮୦ ଲକ୍ଷ ଟଙ୍କା ହୋଇଯିବ , ୮ ପ୍ରତିଶତ ବାର୍ଷିକ କମ୍ପାଉଣ୍ଟ ହିସାବରେ ଏହା ଆପଣଙ୍କୁ ୨୦ ବର୍ଷରେ ୨୬,୬୮ ଲକ୍ଷ ଟଙ୍କା ଫଣ୍ତ ଦେବ । ମାନେ ଏହାର ମତଲବ ଏହା କି ଆପଣଙ୍କୁ ସମୁଦାୟ ୧୫,୮୮ ଲକ୍ଷ ଟଙ୍କା ଅତିରିକ୍ତ ସୁଧ ମିଳିବ ,

 

୧୫ ବର୍ଷରେ ମିଳିବ ୧୫,୮୩ ଲକ୍ଷର ଫଣ୍ତ , ଆପଣଙ୍କୁ କହିଦେବୁ କି ଯଦି ଆପଣ ୧୫୦ ଟଙ୍କା ସବୁଦିନ ସଞ୍ଚୟ କରୁଛନ୍ତି ତେବେ ପିପିଏଫ୍ ରେ ୧୫ ବର୍ଷରେ ୮ ଲକ୍ଷ ୧୦ ହଜାର ଟଙ୍କା ହେବ , ସେମିତି ବାର୍ଷିକ ୮ ପ୍ରତିଶତ କମ୍ପାଉଣ୍ତିଙ୍ଗ୍ ହିସାବରେ ୧୫ ବର୍ଷରେ ସମୁଦାୟ ଫଣ୍ତ ୧୫,୮୩ ଲକ୍ଷ ଟଙ୍କା ଆସିଯିବ , ମାନେ ଏହାର ମତଲବ ଏହା କି ଏହାର ସମୁଦାୟ ୭,୭୩ ଲକ୍ଷ ଟଙ୍କା ସୁଧ ମିଳିବ ।

 

ପିପିଏଫ୍ ଏକାଊଣ୍ଟରେ କଣ ମିଳିବ ଫାଇଦା : ଆପଣଙ୍କୁ କହିଦେବୁ କି ଏହି ଏକାଉଣ୍ଟରେ ଆପଣଙ୍କୁ ୧୦୦ ଟଙ୍କାରେ ଖାତା ଖୋଲିପାରିବେ , ଏହା ଛଡା ଏଥିରେ ଜଏଣ୍ଟ ଏକାଉଣ୍ଟ ଖାତା ଖୋଲିପାରିବେ , ଏଥିରେ ନୋମିନେସନ୍ ଫାସିଲିଟି ହୋଇଥାଏ , କହିଦେବୁ କି ୧୫ ବର୍ଷର ମ୍ୟାଚୁରିଟି ପିରିୟର୍ଡ ପୁରା ହେବା ପରେ ଏଥିରେ ୨ ଥର ୫-୫ ବର୍ଷ ପର୍ଯ୍ୟନ୍ତ ବଢାଇପାରିବେ , ଏଥିରେ ହେଉଥିବା ଆମଦାନୀ ଟ୍ୟାକ୍ସ ଫ୍ରୀ ହେବ , ଏହି ଏକାଊଣ୍ଟ ତୃତୀୟ ଫାଇନାନ୍ସ ସିଆଲ୍ ଇୟରରେ ଲୋନ୍ ବି ଲାଭ ମିଳିଥାଏ ।

 

Leave a Reply

Your email address will not be published.