ଏହି ହିରୋଇନ ମାନଙ୍କର ଅସଲ ବୟସ ଜାଣିପାରିବା ବହୁତ ମୁସକିଲ୍ ଅଟେ ,ଜଣକ ବୟସ ୪୫ ହେଇସାରିଲାଣି – ଦେଖିନିୟନ୍ତୁ ଏବେ..

ବଲିଉଡ୍ ଅଭିନେତ୍ରୀଙ୍କ ପାଇଁ ତାଙ୍କର ସୁନ୍ଦରତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ , ଜଣେ ଅଭିନେତ୍ରୀ ନିଜକୁ ସୁନ୍ଦର ଓ ଆକର୍ଷକ କରିବାପାଈଁ ନିଜର ସବୁ ପରିଶ୍ରମ ଲଗାଇଦେଇଥାଏ , ସେମିତି ନିଜ ଖାଇବା ପିଇବାରୁ ନେଇକରି ଫିଟନେସ୍ ଯାଏଁ ସେ ବହୁତ ଧ୍ୟାନ ରଖନ୍ତି , ଓ ନିଜ ପରିଶ୍ରମ ବଳରେ ସେ ସୁନ୍ଦରତା ଲମ୍ବା ସମୟ ଯାଏଁ ରହିଥାଏ , ଏହା ପରେ ବୟସ ଯେପରି ଅଟକିଯାଏ , ଏହି ଫଟୋଗୁଡିକ ଦେଖିକରି ଆପଣଙ୍କୁ କହିବାକୁ ଟିକିଏ କଷ୍ଟକର ହୋଇପାରେ , ଏମାନଙ୍କ ବୟସ ପ୍ରକୃତରେ କେତେ ହୋଇଥିବ , ଆଜି ଆମେ ଆପଣଙ୍କୁ ଏମିତି ୩ ଜଣ ବଲିଉଡ୍ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ଆଜି ବି ସେତିକି ସୁନ୍ଦର ଲାଗୁଛନ୍ତି , ଯାହାକି ତାଙ୍କର ପ୍ରକୃତ ବୟସ ବିଷୟରେ ପତ୍ତା ଲଗାଇବା କଷ୍ଟକର ହୋଇଯାଇଛି ।

 

୧) କରିନା କାପୁର ଖାନ୍ : ବଲିଉଡ୍ ରେ ବେବୋ ନାଁରେ ଜଣାଯାଉଥିବା କରୀନା କାପୁର ବହୁତ ଲମ୍ବା ସମୟରୁ ବଲିଉଡ୍ ରେ ଅଛନ୍ତି , ସେ ଏକ ଛୁଆର ମା ବି ହୋଇସାରିଲେଣି , ଯାହାଙ୍କ ନାଁ ତୈମୁର ଖାନ୍ ଅଟେ , କରୀନା କାପୁରଙ୍କ ଜନ୍ମ ୨୧ ସେପ୍ଟେମ୍ବର ୧୯୮୦ କୁ ହୋଇଥିଲା , ଓ ଆପଣ ଜାଣିକରି ଆଶ୍ଚର୍ଯ୍ୟ ହେବେ କି ଏହି ସମୟରେ ତାଙ୍କର ବୟସ ୩୮ ବର୍ଷ ଅଟେ , ଯାହାକି ୨୦ ବର୍ଷ ବୟସ ପରି ଚେହେରା ଲାଗେ ।

 

୨) ପ୍ରିୟଙ୍କା ଚୋପ୍ରା : ପ୍ରିୟଙ୍କା ଆଜି ହଲିଉଡ୍ ରେ ନିଜ ସଫଳତାର ପତାକା ଲଗାଇସାରିଲେଣି , ସେ ବହୁତ ଦିନ ହେଲା ଆମେରିକାରେ ଅଛନ୍ତି , ସେଠାରେ କାମ କରୁଛନ୍ତି , ପ୍ରିୟଙ୍କା ନାକର ସର୍ଜରୀ କରାଇଥିଲେ , ଓ ଯାହାର କାରଣରୁ ସେ ବହୁତ ସୁନ୍ଦର ଲାଗୁଛନ୍ତି , ପ୍ରିୟଙ୍କାଙ୍କ ଜନ୍ମ ୧୮ ଜୁଲାଇ ୧୯୮୩ କୁ ହୋଇଥିଲା , ଓ ଏହି ସମୟରେ ସେ ୩୬ ବର୍ଷର ହୋଇସାରିଲେଣି ।

 

୩) ଐଶ୍ୱର୍ଯ୍ୟା ରାୟ : ନିଜ ସୁନ୍ଦରତା ପାଇଁ ବଲିଉଡ୍ ରେ ସେ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ଏକ ପ୍ରଶଂସନୀୟ ଅଭିନେତ୍ରୀ ହୋଇପାରିଛନ୍ତି , ସେ ମିସ୍ ୱାର୍ଲଡ୍ ବି ହୋଇସାରିଛନ୍ତି , ତାଙ୍କର ସୁନ୍ଦରତାର କୋଟିଏ ଉପରେ ଦିୱାନା ଅଛନ୍ତି , ଐଶ୍ୱର୍ଯ୍ୟାଙ୍କ ଜନ୍ମ ୧ ନଭେମ୍ବର ୧୯୭୩ କୁ ହୋଇଥିଲା,  ଏହି ସମୟରେ ଐଶ୍ୱର୍ଯ୍ୟା ରାୟ ୪୫ ବର୍ଷୀୟ ମହିଳା ହୋଇସାରିଛନ୍ତି , ଏହି କଥାରେ ବିଶ୍ୱାସ କରିପାରିବା ମୁସକିଲ୍ ଅଟେ କି ଐଶ୍ୱର୍ଯ୍ୟା ଦେଖିବାକୁ ଆଜି ବି ସେତିକି ସୁନ୍ଦର ଲାଗନ୍ତି ଯେତିକି ଆଗରୁ ଲାଗୁଥିଲେ,  ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କ ସହ ବାହା ହୋଇସାରିଲେଣି , ଓ ତାଙ୍କର ଏକ ୬ ବର୍ଷର ଝିଅ ବି ଅଛି ।

Leave a Reply

Your email address will not be published.