ଏହି ପତ୍ରକୁ ରାତିରେ ନିଜ ପାଦରେ ଲଗାଇଦିଅନ୍ତୁ ମୂଳରୁ ଶେଷ ହୋଇଯିବ ସୁଗର୍ ପରି ବେମାରୀ…ଏବେ ଦେଖି ନିୟନ୍ତୁ

ଆଜିର କର୍ମବ୍ୟସ୍ତ ଜୀବନରେ ଯିଏ ହେଲେ ବି ରୋଗରେ ଗ୍ରସ୍ତ ହେଉଛେ । ଏହି ରୋଗଗୁଡିକରୁ ବଞ୍ଚିବାପାଇଁ ଆମେ ନାନା ପ୍ରକାରର ମେଡିସିନ୍ ଖାଇଥାନ୍ତି , ଏହି ରୋଗଗୁଡିକ ମଧ୍ୟରେ କିଛି ଏପରି ରୋଗ ହୋଇଥାଏ , ଯାହା ଚିକିତ୍ସା କରିଲେ ଠିକ୍ ହୋଇଯାଏ କିନ୍ତୁ କିଛି ରୋଗ ହୋଇଥାଏ , ଯାହାର ଚିକିତ୍ସା ଲଗେଇବା ପରେ ବି ତାହା ମୂଳରୁ ଶେଷ ହୋଇନଥାଏ , ସେମିତି ଯଦି ସୁଗର୍ କଥା କହିବା ତେବେ ଏହି ରୋଗ ଅଧାରୁ ଅଧିକ ଲୋକଙ୍କୁ ଗ୍ରସିତ ହୋଇଛନ୍ତି , ଏହି ରୋଗକୁ ଯେତେ ବି ଚିକିତ୍ସା କରିଲେ ବି ଏହାର ଚିକିତ୍ସା ହୋଇପାରେ ନାହିଁ  ଆପଣଙ୍କୁ କହିଦେବୁ କି ସୁଗର୍ ଦ୍ୱାରା ଗ୍ରସିତ ହୋଇଥିବା ଲୋକେ ନାନା ପ୍ରକାରର ଅସୁବିଧା ଭୋଗିଥାନ୍ତି ,

 

କହିଦେବୁ କି ସୁଗର୍ ଦ୍ୱାରା ବ୍ୟକ୍ତିର ଶରୀରରୁ ନିର୍ଜଳିତ ହୋଇଯାଇଥାଏ, ଏମିତିରେ ବହୁତ ଶୋଷ ଲାଗିଥାଏ , ଏହା ଛଡା କହିଦେବୁ କି ରକ୍ତରେ ଅତିରିକ୍ତ ସୁଗର୍ ଉପସ୍ଥିତି ହେବା ଦ୍ୱାରା ଏହା ରକ୍ତକୁ ସଫା କରିବାପାଈଁ ଅଧିକା କାମ କରିଥାଏ , ଏହା ମୁତ୍ର ଦାରା ଅତିରିକ୍ତ ସୁଗରକୁ ଶରୀରକୁ ବାହାର କରିଦିଏ , ଏହି କାରଣରୁ ବାରମ୍ବାର ପରିଶ୍ରା ଆସିଥାଏ ,  ଅଧିକା ଶୋଷ ଲାଗେ , ବାରମ୍ବାର ପରିଶ୍ରା କରିବା ଦ୍ୱାରା ଏହା ଡାଇବେଟିଜ୍ ରୋଗର ଲକ୍ଷଣ ହୋଇପାରେ , ସୁଗର୍ ସମୟରେ ଶରୀରରେ କୋଷିକା ଗୁଡୀକ ଗ୍ଲୁକୋଜ ପହଞ୍ଚିପାରେ ନାହିଁ , ଯାହା ଦ୍ୱାରା ଶରୀର ଦୁର୍ବଳ ଲାଗିଥାଏ , ଓ ଥକାପଣ ଲାଗେ । ଓ ଜଲଦି ଭୋକ ବି ଲାଗେ ।

 

ଆଜି ଆମେ ଏକ ଉପାୟ ନେଇକରି ଆସିଛୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କୁ ଏହି ରୋଗରୁ ମୁକ୍ତି ମିଳିପାରିବ , ଏତିକି ନୁହେଁ ଏହା ଦ୍ୱାରା କୌଣସି ସାଇଡ୍ ଇଫେକ୍ଟ ବି ହୁଏ ନାହିଁ , ଏଥିପାଇଁ ଆପଣଙ୍କୁ ଅରଖ ପତ୍ର ଆବଶ୍ୟକତା ପଡିପାରେ ।

ସବୁ ଠାରୁ ପ୍ରଥମେ ଆପଣଙ୍କୁ ଅରଖ ପତ୍ରକୁ ନେଇ ତାହା ଉପରେ ହାଲକା ଡେମ୍ଫକୁ କାଟିଦିଅନ୍ତୁ , ଏବେ ଆପଣ ଅରଖ ପତ୍ରକୁ ନିଜ ପାଦ ତଳେ ବାନ୍ଧିଦିଅନ୍ତୁ , ଅରଖ ପତ୍ର ଆପଣଙ୍କୁ ତଳ ପଟେ ଲାଗିରହିବା ଦରକାର ,

 

ଏହାପରେ ଆପଣ ଅରଖ ପତ୍ରକୁ ରାତିରେ ବାନ୍ଧି ଏହି ପ୍ରକାରର ନିଜ ତଳ ପାଦରେ ବାନ୍ଧି କରି ରଖନ୍ତୁ , ଆପଣ ଏହି ଫଟୋରେ ଦେଖିପାରିବେ କି ସକାଳୁ ଏହି ପତ୍ରକୁ ଖୋଲି ଦିଅନ୍ତୁ , ଏହି ପ୍ରକିୟାକୁ ଲଗାତାର ୨୦ ଦିନ ଯାଏଁ ଲଗାଇ କାଢିବେ , ଏହା ଦ୍ୱାରା ସୁଗର୍ ପରି ସମସ୍ୟା ଦୂର ହୋଇଯିବ ।

ଏହା ଯେଉଁ ବ୍ୟକ୍ତିର ହାଇ ବ୍ଲଡ୍ ପ୍ରେସର୍ ଅଛି ,ସେମାନେ ଖାଦ୍ୟ ପଦାର୍ଥ , ଯେଉଁଥିରେ ଫାଇବର୍ ଫ୍ୟାଟ୍ କମ୍ ଥିବ , ନେବା ଉଚିତ୍ , ସବୁ ବ୍ୟକ୍ତି ଯେଉଁଥିରେ ହାଇ ବ୍ଲଡ୍ ପ୍ରେସର୍ ହୋଇପାରେ , ଡାକ୍ତର ଉପଦେଶ ନେବା ଉଚିତ୍ ।

Leave a Reply

Your email address will not be published.