ଅକ୍ଷୟ କୁମାରଙ୍କ ଶାଳୀ ତାଙ୍କ ସ୍ତ୍ରୀ ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର , ସୁନ୍ଦରତା ଓ ହଟ୍ ନେସ୍ ଦେଖିଲେ ଆପଣ ମଧ୍ୟ ତାଙ୍କ ଦିବାନା ହେଇଯିବେ..

ଆପଣ ସମସ୍ତଙ୍କୁ ବଲିଉଡ୍ ଆକ୍ସନ ହିରୋ ଅକ୍ଷୟ କୁମାରଙ୍କ ବିଷୟରେ ବେଶୀ ଜାଣିନାହାନ୍ତି , ଅକ୍ଷୟ କୁମାର ବଲିଉଡ୍ ର ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନ୍ନାଙ୍କୁ ୨୦୦୧ ରେ ବାହା ହୋଇଥିଲେ । ଟ୍ୱିଙ୍କଲ୍ ଖାନା ରାଜେଶ୍ ଖାନ୍ନା ଓ ଡିମ୍ପଲ୍ କାପାଡିଆଙ୍କ ବଡ ଝିଅ ଅଟନ୍ତି , ସେମିତି ଟ୍ୱିଙ୍କିଲ୍ ଖାନ୍ନା ବହୁତ ଫିଲ୍ମରେ କାମ କରିଛନ୍ତି , କିନ୍ତୁ ତାଙ୍କୁ ଅକ୍ଷୟ କୁମାରଙ୍କ ଯୋଗୁଁ ଅଧିକା ଜାଣିଛନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଅକ୍ଷୟ କୁମାରଙ୍କ ବିଷୟରେ ନୁହେଁ ନା ହିଁ ତାଙ୍କ ସ୍ତ୍ରୀ ଟ୍ୱିଙ୍କଲ୍ ଖାନ୍ନାଙ୍କ ବିଷୟରେ କହିବୁ ,ଅକ୍ଷୟ କୁମାରଙ୍କ ଶାଳୀ ମାନେ ଟ୍ୱିଙ୍କଲ୍ ଖାନ୍ନାଙ୍କ ଭଉଣୀ ରିଙ୍କି ଖାନ୍ନା ଅଟନ୍ତି , ମୁମ୍ବାଇରେ ବଢିଥିବା ରିଙ୍କିଙ୍କ ଜନ୍ମ ୨୭ ଜୁଲାଇ ୧୯୭୭ କୁ ହୋଇଥିଲା।

 

ରିଙ୍କି ଟ୍ୱିଙ୍କଲ୍ ଙ୍କ ଠାରୁ ଛୋଟ ଅଟନ୍ତି , କିନ୍ତୁ ଯେବେ ସୁନ୍ଦରତା କଥା ଆସେ ତେବେ ସେ ନିଜ ବଡ ଭଉଣୀଙ୍କୁ ପଛରେ ପକାଇଦିଅନ୍ତି ।

ନିଜ ପରିବାର ଓ ପରମ୍ପରା ନିଭାଇକରି ରିଙ୍କି ଫିଲ୍ମରୁ ହାତ ମାରିଥିଲେ , ରିଙ୍କି ପ୍ୟାର୍ ମେଁ କଭି କଭି, ଜିସ୍ ଦେଶ୍ ରେ ଗଙ୍ଗା ରହିଥାଏ , ମୁଝେ କୁଛ୍ କେହେନା ହୈ , ଓ ଝଙ୍କାର୍ ବିଟସ୍ ପରି ଫିଲ୍ମରେ ଜଣେ ଅଭିନେତ୍ରୀ ହିସାବରେ ସହାୟକ ଅଭିନେତ୍ରୀ ହିସାବରେ ନଜର ଆସିଥିଲେ । ସେ ୨୦୦୩ ରେ ରୋହିତ୍ ଶରଣଙ୍କ ସହ ବିବାହ କରିଥିଲେ ।

 

ରିଙ୍କି ୨୦୦୩ ରେ ରୋହିତ୍ ଶରଣ ନାମକ ବ୍ୟକ୍ତିଙ୍କୁ ବାହା ହୋଇଥିଲେ । ରୋହିତ୍ ଏକ ବିଜନେସ୍ ମ୍ୟାନ୍ ଅଟନ୍ତି , ରିଙ୍କିଙ୍କର ଏକ ଝିଅ ଅଛି , ଯାହାଙ୍କ ନାଁ ନୋମିକା ସାରଣ ଅଟେ ।

ଇଂଲଣ୍ତରେ ରହୁଛନ୍ତି ରିଙ୍କି , ସେ ନିଜ ସ୍ୱାମୀ ରୋହିତ୍ ଓ ଝିଅ ନୋମିକା ଙ୍କ ସହ ଇଂଲଣ୍ତରେ ରହୁଛନ୍ତି , ରିଙ୍କି ଫିଲ୍ମ ପ୍ୟାର୍ ମେଁ କଭି କଭି ରେ ବେଷ୍ଟ ଫିମେଲ୍ ଡେବ୍ୟୁ ଅଭିନେତ୍ରୀଙ୍କ ସହ ଅଭିନୟ କରିଥିଲେ।  ଯେଉଁଥିରେ ସେ ଜି ସିନେ ଆୱାର୍ଡ ମିଳିସାରିଛି ,

 

ଟ୍ୱିଙ୍କିଲ୍ ଖାନା ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ,  ଏଥିପାଇଁ ସେ ମିଡିଆରେ ଚର୍ଚ୍ଚିତ ରୁହନ୍ତି , ସେମିତି ଅନ୍ୟ ଏକ ବିଜନେସ୍ ମ୍ୟାନ୍ ବାହା ହେବା ପରେ ଓ ଇଂଲଣ୍ତରେ ରହୁଥିବା କାରଣରୁ ଏବେ ରିଙ୍କି ମିଡିଆରେ ଲାଇମ୍ ଲାଇଟ୍ ରୁ ଦୁରେଇ ରହୁଛନ୍ତି , ଏହି କାରଣରୁ ବହୁତ କମ୍ ଲୋକ ରିଙ୍କିଙ୍କ ବିଷୟରେ ଜାଣିଛନ୍ତି ।

Leave a Reply

Your email address will not be published.