ଯମରାଜଙ୍କୁ ବି ନତମସ୍ତକ କରିଦିଏ ଏହି ତିନୋଟି ରାଶିର ଶକ୍ତି , ନିଜେ ମହାଦେବ କରନ୍ତି ଏହି ରାଶିମାନଙ୍କର ରକ୍ଷା …ଦେଖନ୍ତୁ କେଉଁ କେଉଁ ରାଶି ସାମିଲ ଅଛି..

ଆଜିର ସମୟରେ ସମସ୍ତେ କେଉଁ ନା କେଉଁ କାରଣ କିମ୍ବା ସମସ୍ୟା ପାଇଁ ଚିନ୍ତିତ ରୁହନ୍ତି , ସେମିତି ଏହି କଥା ସତ କି ଏହି ସବୁ ପ୍ରକାରର ସମସ୍ୟାରୁ ବ୍ୟକ୍ତିର ଜୀବନରେ ତାହାର ଗ୍ରହର ପ୍ରଭାବ ନକ୍ଷତ୍ରର ଚାଲିଚଳଣ ଉପରେ ନିର୍ଭର କ୍ରେ , ଏହି କଥା କହିବାକୁ ଯାଉଛୁ କି ଏହି ସମସ୍ୟାଗୁଡିକର ସମାଧାନ ଖୋଜିବାପାଇଁ ଜ୍ୟୋତିଷ୍ୟ ଶାସ୍ତ୍ର ପାଖକୁ ଯାଇଥାଉ । ହଁ ଆଜ୍ଞା ଆମେ ସମସ୍ତେ ଜାଣିଛେ କି ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ସମୁଦାୟ ୧୨ ଟି ରାଶି ବିଷୟରେ କୁହାଯାଇଛି , ଯେଉଁଥିରୁ ୩ ରାଶି ଏପରି ଅଛନ୍ତି ଯାହାଙ୍କ ବିଷୟରେ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ତାଙ୍କର ରକ୍ଷା ସ୍ୱୟଂ ମହାଦେବ କରନ୍ତି , କେବଳ ରାଷ୍ଟ୍ର ଦ୍ୱାରା ମନୁଷ୍ୟକୁ ମନୁଷ୍ୟ ସ୍ୱଭାବ ପରିପୂର୍ଣ୍ଣ ବି ହୋଇଥାଏ ।

 

ହଁ ଆଜ୍ଞା ଏହି କଥା ସତ କି ଗ୍ରହର ଚାଲିଚଳଣ ବଦଳିଲେ ଏହା ସବୁ ରାଶି ଉପରେ ପ୍ରଭାବ ପକାଇଥାଏ , ଓ ଏହି ରାଶିଗୁଡିକ ପ୍ରଭାବିତ ହେବାପରେ ସିଧା ମନୁଷ୍ୟ ଜୀବନରେ ଏହା ଅଧିକା ପ୍ରଭାବ ପକାଇଥାଏ , ଏମିତି କିଛି ବିଶେଷ ରାଶି ବି ଥାନ୍ତି ,ଯାହାକି ତାଙ୍କ ଉପରେ ପ୍ରଭାବ ପଡେ ନାହିଂ , ସେମାନେ କେଉଁ ଦେବାଦେବୀଙ୍କ ଠାରୁ ମନୁଷ୍ୟ ଉପରେ ପ୍ରସନ୍ନ ହୋଇଯାଆନ୍ତି , ତେବେ ତାଙ୍କ ଜୀବନରେ ଖୁସି ଭରିଯାଏ , ଓ ମନୁଷ୍ୟ ଜୀବନରେ ସବୁ ସଙ୍କଟ ଦୂର ହୋଇଯାଏ , ଓ ତାଙ୍କର ସବୁ ଅସୁବିଧା ଦୂର ହୋଇଯାଏ ।

 

ଆଜି ଆମେ କହିବାକୁ ଯାଉଛୁ ସେହି ତିନୋଟି ଭାଗ୍ୟଶାଳୀ ରାଶିମାନଙ୍କର ବିଷୟରେ ଯେଉଁମାନେ ଦୁନିଆଁର ସବୁଠାରୁ ଶକ୍ତିଶାଳୀ ରାଶି ବୋଲି ଜଣାଯାଆନ୍ତି , ଏବେ ଆପଣ ଭାବୁଥିବେ କି ଏମିତି କେଉଁ ସେହି ରାଶି ଅଛି ଆସନ୍ତୁ ଜାଣିବା ।

 

ସବୁଠାରୁ ପ୍ରଥମେ କହିଦେବୁ କି ଏହି ରାଶିମାନଙ୍କର ଜାତକରେ ଭଗବାନ ଶିବ ବେଶୀ ନିକଟତର ରୁହନ୍ତି , ଓ ଏହି କାରଣରୁ ଏମାନଙ୍କ ଜାତକରେ ସବୁ ଅସୁବିଧା ଓ ସଙ୍କଟ ଦୁର ସ୍ୱୟଂ ଭଗବାନ ଶିବ କରିଥାନ୍ତି , ଏତିକି ନୁହେଁ ଏହି ରାଶିର ଜାତକରେ ଜୀବନରେ ସବୁ ପ୍ରକାର ଅସୁବିଧାରୁ ମୁକ୍ତି ଭଗବାନ ଶିବଙ୍କର ଦ୍ୱାରା ହିଁ ହୋଇଥାଏ । ଏଥିପାଇଁ କେବେ ବି ଭଗବାନ ଶିବଙ୍କର ନାଁ ନ ନେବାପାଇଁ ଭୁଲନ୍ତୁ ନାହିଁ । ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଚଢାଇଲେ ଏହି ରାଶିର ଜାତକରେ ଅଧିକା ଫାଇଦା ହୋଇଥାଏ , ଏହି ରାଶିର ଲୋକେ ନିଜ ଦୁଃଖ ହେଉ କିମ୍ବା ସୁଖ ହେଉ ସବୁବେଳେ ଶିବଙ୍କୁ ଆରାଧନା କରନ୍ତି , ଓ ଭଗବାନ ଶିବ ଏମାନଙ୍କର ସବୁ ମନୋକାମନା ପୁରା କରନ୍ତି ।

 

ଆସନ୍ତୁ ଜାଣିବା ଆମେ କେଉଁ ରାଶିମାନଙ୍କର ବିଷୟରେ ଆଲୋଚନା କରୁଛୁ ଆମେ ଯେଉଁ ରାଶିମାନଙ୍କର ବିଷୟରେ ଆଲୋଚନା କରୁଛୁ ସେହି ରାଶିଗୁଡିକ ହେଲା ତୁଳା, ମେଷ, କୁମ୍ଭ ରଶି, ଏହି କାରଣରୁ ଏହି ତିନୋଟି ରାଶିଙ୍କର ଆଗରେ ଯମରାଜ ବି ହାର୍ ମାନିଛନ୍ତି , ଏମାନଙ୍କ ଜାତକରେ ମଙ୍ଗଳ ବହୁତ ହୋଇଥାଏ , ବୃଷ ରାଶିର ଲୋକେ ଭଗବାନ ଶିବଙ୍କ ସ୍ୱରୁପ ପାଖରେ ରୁହନ୍ତି ।

Leave a Reply

Your email address will not be published.