April 13, 2024

Odia Express

News For Public

ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଭିଡିଓ କଲ୍ କରିଲା ଓ କହିଲା କି – ମୋର ସାମନାରେ ଏହି କାମ କର ଓ ତାପରେ ଯାହାହେଲା…

ସ୍ୱାମୀ ଓ ସ୍ତ୍ରୀର ସଂମ୍ପର୍କ ଏକ ଡୋରିରେ ବନ୍ଧା ହୋଇଥାଏ , ଯଦି ଏହି ଡୋରି ଟିକେ ଢିଲା ହୋଇଗଲେ ଏହି ସଂମ୍ପର୍କର ଗାଡି ଧାରଣାର ତଳକୁ ଖସିଆସେ , ହଁ ଆଜ୍ଞା , ସ୍ୱାମୀ ଓ ସ୍ତ୍ରୀ ବିଶ୍ୱାସର ସହ ନିଜ ପୁରା ଜୀବନ ଜଣେ ଅନ୍ୟ ଜଣଙ୍କ ସହ କଟାଇ ଥାନ୍ତି, କିନ୍ତୁ ଯଦି ସେହି ବିଶ୍ୱାସରେ ଫାଟ ସୃଷ୍ଟି ହୁଏ ତେବେ ସେହି ପବିତ୍ର ସଂମ୍ପର୍କରେ ପ୍ରଶ୍ନର ଘେରାରେ ଆସିଯାଏ , ଯାହାର କାରଣରୁ ଲୋକ ମାଙ୍କର ଏହି ସଂମ୍ପର୍କ ଉପରେ ବିଶ୍ୱାସ ଉଠିଯାଇଛି, ଏମିତି କିଛି ୟୁପିର ଜୋନପୁର ଜିଲ୍ଲାରେ ଏକ ମାମଲା ଆସିଥିଲା , ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖରେ କଣ ଖାସ୍ ଅଛି ।

 

ୟୁପିର ଜୋନପୁର ଜିଲ୍ଲାର କେରାକତ ଥାନା କ୍ଷେତ୍ରରେ ପସେବାଂ ଗାଁରେ ଜଣେ ସ୍ୱାମୀ ଦ୍ୱାରା ନିଜ ସ୍ତ୍ରୀକୁ ଏପରି କାମ କରିବାପାଇଁ ବାଧ୍ୟ କରାଯାଇଥିଲା , ଯାହା ପୁରା ଜିଲ୍ଲାରେ ହଡକମ୍ପ ହୋଇଯାଇଥିଲା , ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଯେତେ ପାଟିତୁଣ୍ତ ହେଉ ନା କାହିଁକି , କିନ୍ତୁ ଯେବେ କଥା ଘରକୁ ଆସିଯାଏ , ତେବେ ଦୁହେଁ ଦୁହିଁଙ୍କ ସହ ସହଯୋଗ କରିବାପାଇଁ ଠିଆ ହୋଇଥାନ୍ତି , କିନ୍ତୁ ଏହି କାହାଣୀର ରୁପରେଖ ପୁରା ଅଲଗା , ଯେବେ ସ୍ୱାଂଇ ଭିଡିଓ କଲ୍ ଜରିଆରେ ନିଜ ସ୍ତ୍ରୀକୁ ଏପରି ଅମାନବୀୟ କାର୍ଯ୍ୟ କରିବାପାଇଁ ବାଧ୍ୟ କଲା , ଯାହାକୁ ଶୁଣି ପୁରା ଜିଲ୍ଲା ଲଜ୍ଜିତ ହୋଇଥିଲା ।

 

ମିଡିଆ ରିପୋର୍ଟ୍ସ୍ କୁ ମାନିଲେ ରବିନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଆର୍ଥିକ ରୁପେ ହଇରାଣ କରୁଥିଲା ,ଏତିକି ନୁହେଁ ସ୍ତ୍ରୀ କିରଣଙ୍କ ପରିଜନ ରବିନ୍ଦ୍ର ଉପରେ ଶାରରୀକ ହିସାବରେ ହଇରାଣ କରୁଥିବାର ଆରୋପ ଲଗାଈଥିଲେ । ପରିଜନଙ୍କ କଥା ଅନୁସାରେ ରବିନ୍ଦ୍ର ନିଜ ସ୍ତ୍ରୀକୁ ଶାରରୀକ ଓ ମାନସିକ ରୁପେ ହଇରାଣ କରୁଥିଲା , କିନ୍ତୁ କେହି ବି ତାର କାର୍ଯ୍ୟ ବିଷୟରେ ଜାଣିନଥିଲେ , ଯାହାକି ସେ ତା ସ୍ତ୍ରୀକୁ ଭିଡିଓ କଲ୍ କରି କଲା ତାହା ଏକ ଜଘନ୍ୟ ଅପରାଧ ଅଟେ ।

 

କୁହାଯାଉଛି କି ରବିନ୍ଦ୍ର ନିଜ ସ୍ତ୍ରୀକୁ ଭିଡିଓ କଲ୍ କରି କହିଲେ କି ତୁମେ ମରି ନାହ୍ଁ । ଯାହାପରେ ସେ ବାରମ୍ବାର ଭିଡିଓ କଲ୍ କରି ପ୍ରତାଡିତ କରୁଥିଲା , ଓ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲା , ତାପରେ କିରଣ ମାନସିକ ଭାବେ ବିକାରଗ୍ରସ୍ତ ହୋଇ ବିଷ ଖାଇଥିଲେ । ତାପରେ ବି ରବିନ୍ଦ୍ରକୁ ବିଶ୍ୱାସ ଆସିନଥିଲା ସେଥିପାଇଁ ସେ କହିଥିଲା କି ଯଦି ତୁମେ ବିଷ ଖାଇଛ ତେବେ କଲ୍ କାଟ ନାହିଁ , ମୋର ସାମନାକୁ ଆସିଯାଅ । ଯାହାପରେ ଏବେ କିରଣଙ୍କ ମୃତ୍ୟୁ ହୋଇସାରିଛି ।

 

ମାମଲା ସବୁଆଡେ ବ୍ୟାପି ଯାଈଥିଲା , ଏହାପରେ ପରିଜନ ମାନେ ପୋଲିସ୍ ଷ୍ଟେସନରେ କେସ୍ ଦର୍ଜ କରାଇଲେ , ଯାହାପରେ ପୋଲିସ୍ ଘଟଣାର ପୁରା ଛାନବିନ୍ କଲା , ଓ ଏହି ମାମଲାର ପୁରା ନିରପେକ୍ଷ ତଦନ୍ତ ହେବ ବୋଲି କଥା ଦେଇଥିଲେ । କହିଦେବୁ କି ରବିନ୍ଦ୍ର ଝାଡଖଣ୍ତରେ ରହୁଛି , ଏବେ ୟୁପି ପୋଲିସ୍ ତାଙ୍କୁ ଖୋଜୁଛି, କହିଦେବୁ କି ଏହିପରି ଘଟଣା ପୁରା ସମାଜକୁ ଲଜ୍ଜିତ କରିଦେଉଛି , ଯାହାପରେ ଏହି ପରି ବୈବାହିକ ଜୀବନରେ ଏକ ବଡ ପ୍ରଶ୍ନ ସୃଷ୍ଟି କରେ ।

Leave a Reply

Your email address will not be published. Required fields are marked *