April 13, 2024

Odia Express

News For Public

୨ ଜୁଲାଇକୁ ଲାଗିବ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ, ୪ ଘଣ୍ଟା ପର୍ଯ୍ୟନ୍ତ ରହିବ ଅନ୍ଧକାରମୟ – ଏହି ୪ଟି ରାଶି ସାବଧାନ ରହିବେ ନଚେତ..

1 min read

ଏହି ବର୍ଷ ୨୦୧୯ ର ଦ୍ୱିତୀୟ ସୂର୍ଯ୍ୟଗ୍ରହଣ ୨ ଜୁଲାଇକୁ ପଡୁଛି , ଏହି ସୂର୍ଯ୍ୟଗ୍ରହଣରେ ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ ହେବ , କିନ୍ତୁ ଏହି ଗ୍ରହଣ ଭାରତରେ ଦେଖାଦେବ ନାହିଁ , କାରଣ ଭାରତର ସମୟ ଅନୁସାରେ ଏହା ରାତିରେ ୧୧,୩୧ ସମୟରୁ ଆରମ୍ଭ ହୋଇ ୨,୧୫ ମି ମଧ୍ୟରାତ୍ରୀରେ ଯାଏଁ ରହିବ , ନ୍ୟାଶାନାଲ୍ ଏରୋନୋଟିକ୍ସ ଆଣ୍ତ ସ୍ପେସ୍ ଙ୍କ କଥା ଜାଣିଲେ ୨ ଜୁଲାଇକୁ ଲାଗୁଥିବା ଏହା ସୂର୍ଯ୍ୟଗ୍ରହଣର ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ରହିବ , ଭାରତରେ ଏହା ଦେଖାଦେବ ନାହିଁ , ଏଥିପାଇଁ ଭାରତରେ କିଛି ଛୁଆନ୍ତି ଲାଗିବ ନାହିଁ , ଏହି ଗ୍ରହଣ ପୁରା ଭାବେ ଚିନ୍ ଆର୍ଜେଣ୍ଟିନାରେ ଦେଖାଦେବ , ଏହା ଛଡା ଏହି ଦେଶରେ ପଡୋଶୀ ଦେଶରେ ରହୁଥିବା ଲୋକଙ୍କୁ ଏହି ଗ୍ରହଣ ଦେଖାଦେବ ।

 

ଜ୍ୟୋତିଷ୍ୟଙ୍କ କହିବା ମୁତାବିକ ଯେବେ ସୁର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଆସିଥାଏ , ତେବେ ୧୨ ଟି ରାଶି ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପଡିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ରରେ କହିବା କଥା କି ଏହି ଗ୍ରହଣର ପ୍ରଭାବ କିଛି ବିଶେଷ ଜିନିଷ ଦାନ କଲେ ଭଲ ପ୍ରଭାବ ଦେଖାଇଥାଏ , ସୂର୍ଯ୍ୟ ଗ୍ରହଣ କାଳ ସମାପ୍ତ ହେବାପରେ ଗାଧୋଇକରି ନିଜ ଓଜନ ବରାବର ଚାଉଳ କେଉଁ ଗରିବ ଦୁଃଖିରଙ୍କୀଙ୍କୁ ଦାନ ଆକାରରେ ଦେଲେ ପୂଣ୍ୟ ହୋଇଥାଏ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଘରେ ଓମ ନମୋ ଭଗବତେ ବାସୁଦେବାୟ ନମଃ ଜପ କରିବା ଉଚିତ୍ , ବାସୁଦେବାୟ ମନ୍ତ୍ର ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ବି ପଠନ କରିବା ବିଧେୟ , ଜ୍ୟୋତିଷ୍ୟ ଜ୍ଞାନୀ ମାନେ କହନ୍ତି କି ସୁର୍ଯ୍ୟ ଗ୍ରହଣ ସମୟରେ ବସିକରି ଧାର୍ମିକ ଆଲୋଚନା କରିବା ଉଚିତ୍ ।

 

ଆପଣଙ୍କୁ କହିଦେବୁ କି ୨୦୧୯ ର ତୃତୀୟ ସୂର୍ଯ୍ୟଗ୍ରହଣ ୨୬ ଡିସେମ୍ବରକୁ ଲାଗିବ , ଏହା ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ହେବ , ଏହି ଗ୍ରହଣ ଭାରତରେ ଦେଖାଦେବ , ଯାହାକି ସକାଳ ୮ବାଜି ୧୭ ମିନିଟ୍ ରୁ ନେଇକରି ୧୦ ଟା ବାଜିକରି ୫୭ ମିନିଟ୍ ଯାଏଁ ରହିବ , ରୋବୋଟିକ୍ ଟେଲିସ୍କୋପିକ୍ ସର୍ଭିସ୍ ସମୁହ (SLOOH) ଏହି ଗ୍ରହଣକୁ ଅନଲାଇନ୍ ଲାଇଭ୍ ବ୍ରଡକାଷ୍ଟ କରିବ , ଏହାପରେ ଦୁନିଆଁ ସାରା ଲୋକେ ଏହାକୁ ଦେଖିପାରିବେ ।

 

ତେବେ ଏହି ସୂର୍ଯ୍ୟ ଗ୍ରହଣ ରେ କିଛି ରାଶି ଉପରେ ଖରାପ ପ୍ରଭାବ ପଡିପାରେ | ତେବେ ସେହି ରାଶି ଗୁଡିକ ହେଲା – ମେଷ ,କର୍କଟ ,ତୁଳା ଓ ମକର ରାଶି | ଏହି ୪ଟି ରାଶିର ଲୋକ ଏହିଦିନ ସାବଧାନ ରୁହନ୍ତୁ ,ନଚେତ ବହୁତ ଅଘଟଣ ଘଟିପାରେ ଆପଣଙ୍କ ସହ

Leave a Reply

Your email address will not be published. Required fields are marked *