ଯେଉଁ ଗୁମ୍ପାରେ ମୋଦୀ ଲଗାଇଥିଲେ ଧ୍ୟାନ , ଆଜି ଏମିତି ଅଛି ତାର ଅବସ୍ଥା – ନିଶ୍ଚୟ ଦେଖନ୍ତୁ..

ଲୋକସଭା ନିର୍ବାଚନ ପ୍ରଚାର ସରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରାନାଥ ପହଞ୍ଚିଲେ , ଏହା ପର୍ଯ୍ୟନ୍ତ ବାବା କେଦାରନାଥ ପୁଜା ଅର୍ଜନା କରିବାପରେ ସେ ଏକ ଗୁମ୍ପାରେ ଧ୍ୟାନ ଲଗାଇଥିଲେ।  ଗୁମ୍ପାରେ ଭଗବା ଚୋଲା ଓଢୋ ମୋଦୀ ଧ୍ୟାନ ଲଗାଇଥିବାକୁ ନେଇକରି ସବୁଆଡେ ଚର୍ଚ୍ଚା ହେବାକୁ ଲାଗିଲା , ଓ ଏହି କାରଣରୁ ତାଙ୍କ ଯାତ୍ରା ଚର୍ଚ୍ଚିତ ହୋଇଥିଲା,  ମୋଦୀ ଏହି ଯାତ୍ରା ପରେ ଅନ୍ୟ ଯାତ୍ରୀ ବି ସେଠାରେ ତାଙ୍କ ରାସ୍ତାରେ ଚାଲିବାକୁ ଲାଗିଲେ , ମୋଦୀ ଯେଉଁ ଗୁମ୍ପାରେ ଧ୍ୟାନ ଲଗାଇଥିଲେ । ସେହି ଗୁମ୍ପାରେ ଏପରି ହାଲତ ଅଛି ଆମେ ଆପଣଙ୍କୁ କହିଦେବୁ କି ଏହା ଆଜି ଆମେ କହିବୁ ।

 

କେଦାରନାଥ ଗୁମ୍ପାରେ ମୋଦୀ ଧ୍ୟାନ  ଲଗାଇକରି ଏମିତି ସଂଖ୍ୟା ବଢିବାରେ ଲାଗିଛି , ଯିଏ ସାଧନା କରିବାକୁ ଯାଉଛୁ , ଧ୍ୟାନ ଲଗାଇକରି ଶ୍ରଦ୍ଧାଳୁ ଗୋଟେ ଦିନରେ ୧୫୦୦ ଟଙ୍କା ଦେଇଛନ୍ତି , ଶ୍ରଦ୍ଧାଳୁ ଏହି ଗୁମ୍ପାକୁ ନେଇକରି ଏତେ ଉତ୍ସାହ ଅଛନ୍ତି କି ଏହି ଗୁମ୍ପା ଆଗାମୀ ଦଶ ଦିନ ପାଇଁ ବୁକ୍ କରିଛନ୍ତି , ଏଥିପାଇଁ ଅନଲାଇନ୍ ବୁକିଙ୍ଗ୍ ସୁବିଧା ଉପଲ୍ଲବ୍ଧ ଅଛି, ଏକ ଅଧିକାରୀ କହିଲେ କି ଗୁମ୍ପାର ଡିମାଣ୍ତ ଏତେ ବଢିଯାଈଛି କି ଏହାପାଇଁ ଏବେ ଅଲଗା ଗୁମ୍ପା ତିଆରି ହେଉଛି, ଅଧିକାରୀଙ୍କ କହିବା କଥା କି ଗୁମ୍ପାର ଅଧା ପ୍ରାକୃତିକ ଏଥିପାଇଁ ଅନ୍ୟ ଗୁମ୍ପା ତିଆରି କରିବାରେ ସମୟ ଲାଗୁଛି , ସେ କହିଲେ କି ପ୍ରାକୃତିକ ଚଟାଣ ପରିବର୍ତ୍ତନ ନେଇକରି ଗୁମ୍ପାର ନିର୍ମାଣ କରାଯାଉଛି ,

 

କେଦାରନାଥ ଯେଉଁ ଗୁମ୍ପାରେ ପିଏମ୍ ମୋଦୀ ଧ୍ୟାନ ଲଗାଇଥିଲେ ତାହା ମନ୍ଦିରରୁ ଗୋଟେ କିଲୋମିଟର ଉଚ୍ଚତାରେ ଅଛି , ଏଠାରେ ଯାତ୍ରା ପାଦରେ ଯିବାକୁ ପଡିଥାଏ , ଏହି କାରଣରୁ ପ୍ରଧାନମନ୍ତ୍ରୀ ଏଠାକୁ ପାଦରେ ଚାଲି ଚାଲି ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *