June 8, 2023

Odia Express

News For Public

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ୪ ଟି ନାମ ବାଲା ଝିଅଙ୍କ ଭାଗ୍ୟ ହୋଇଥାଏ ବହୁତ ତେଜ , ଦେଖନ୍ତୁ ଆପଣଙ୍କ ନାଁ ସାମିଲ୍ ଅଛି କି ଏଥିରେ..

1 min read

କୁହନ୍ତି ନା ଜଣେ ବ୍ୟକ୍ତିର ନାଁରୁ ତାର ପରିଚୟ ହୋଇଥାଏ , ବୋଧେ ଏହି କାରଣରୁ ଯେବେ ଛୁଆ ଜନ୍ମନେଇଥାଏ ତେବେ ତାର ମା ବାପା ବହୁତ ବୁଜି ବିଚାରୀ ନାଁ ଭାବିକରି ରଖିଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ନାଁର ପ୍ରଭାବ ତାର ଜୀବନ ଉପରେ ପଡିଥାଏ । ଏଥିପାଇଁ ଯେବେ ବି କେଉଂ ଛୁଆର ନାଁ ରଖାଯାଏ ତେବେ ତାହାର ନାଁର ପ୍ରଥମ ଅକ୍ଷର ଖାସ୍ କେଉଁ ଜ୍ୟୋତିଷ୍ୟ ଦ୍ୱାରା ବଛା ହୋଇଥାଏ , ଏମିତି ଯେଉଁ ନାଁ ମଣିଷର ପୁରା ବୟସ ରହିଥାଏ , ସେ ନା କେବଳ ଭଲ ହେବା ଦରକାର ।

କହିଦେବୁ କି ବ୍ୟକ୍ତିର ନାଁ ଅନୁସାରେ ତାହାର ରାଶି ତୟ କରାଯାଏ , ଏଥିପାଈଁ ଯେଉଁ ବ୍ୟକ୍ତି ଜୀବନରେ ନା ପ୍ରଥମର ଅକ୍ଷର ବହୁତ ମହତ୍ତ୍ୱ ରଖିଥାଏ , ଆଜି ଆମେ ଆପଣଙ୍କୁ ଚାରୋଟି ନାଁ ବାଲା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ଭାଗ୍ୟ ବହୁତ ତେଜ ଅଟେ । ହଁ ଆଜ୍ଞା ଏହି ଚାରୋଟି ନାଁ ବାଲା ଝିଅ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଚାଲନ୍ତୁ ଜାଣିବା ଏହି ବିଷୟରେ ।

 

D ନାମକ ଝିଅ : କହିଦେବୁ କି ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କ ଭାଗ୍ୟ ବହୁତ ତେଜ ହୋଇଥାଏ , ତେବେ ସେ ଝିଅ ଯେଉଁ ଘରକୁ ଯାଇଥାନ୍ତି , ସେମାନଙ୍କ ଘରେ ଧନର ବର୍ଷା ହୋଇଥାଏ । ଏମାନେ ଯାହା ଘରକୁ ଯାଆନ୍ତି ତାଙ୍କ ପରିବାରର ଭାଗ୍ୟ ବଦଳିଯାଏ , ଏମାନଙ୍କ ସ୍ୱଭାବ ବହୁତ ବଢିଆ ହୋଇଥାଏ , ଓ ଏମାନଙ୍କ ଉପରେ ମା ଲକ୍ଷ୍ମୀ ସବୁବେଳେ ପାଇଁ ରହିଥାନ୍ତି ।

 

G ନାମକ ଝିଅ : ଯେଉଁ ଝିଅମାନଙ୍କର ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନଙ୍କ ଭାଗ୍ୟ ବହୁତ ତେଜ୍ ହୋଇଥାଏ , ଏହା ଛଡା ଏମାନଙ୍କ ସ୍ୱଭାବ ମଜାଳିଆ ହୋଇଥାଏ , ଓ ସେମାନେ ନିଜ ଶଶୁରଘରକୁ ବହୁତ ଖୁସିରେ ରୁହନ୍ତି , ଜଣାଇଦେବୁ କି ଚାରି ପଟୁ ଖୁସି ବାଣ୍ଟନ୍ତି , ବୋଧେ ଏହି କାରଣରୁ ଭାଗ୍ୟ ସବୁବେଳେ ତାଙ୍କ ସାଥ୍ ଦିଏ ।

 

V ନାମକ ଝିଅ : ଯେଉଁ ଝିଅମାନଙ୍କର ପ୍ରଥମ ଅକ୍ଷର ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାଏ , ସେମାନେ ନିଜ ପାର୍ଟନର ସହିତ କାମ କରିଥାନ୍ତି , ହଁ ଆଜ୍ଞା କେବେ ନିଜ ପାର୍ଟନରଙ୍କୁ ଏକେଲା ହେବାକୁ ଦିଅନ୍ତିନାହିଁ । ଏମାନେ ବହୁତ ବୁଦ୍ଧିମତା ହୋଇଥାନ୍ତି , ଓ ସେମାନେ ନିଜ ପରିବାରର ଭାଗ୍ୟ ବଦଳାଇଥାନ୍ତି ,

 

Y ନାମକ ଝିଅ : ଯେଉଁ ଝିଅମାନଙ୍କର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ , ତେବେ ତାଙ୍କର ସ୍ୱଭାବ ବହୁତ ଶାନ୍ତ ହୋଇଥାଏ । ଏହା ସହ ଝିଅମାନେ ନିଜ ପରିବାର ଇଜ୍ଜତ ଓ ମାନ ସମ୍ମାନ ବି କରିଥାନ୍ତି ,

Leave a Reply

Your email address will not be published. Required fields are marked *